ଭାରତକୁ ୮ଟି ଅମ୍ଳଜାନ ଜେନେରେଟର ପଠାଇବ ଫ୍ରାନ୍ସ

The Sakala Picture
Published On

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ଯା ବୃଦ୍ଧି ପାଉଥିବା ବେଳେ ଫ୍ରାନ୍ସ ଭାରତକୁ ସାହାଯ୍ଯର ହାତ ବଢାଇଛି। ଭାରତର ବିଭିନ୍ନ ହସ୍ପିଟାଲରେ ଅମ୍ଳଜାନ ସଂକଟ ଦେଖାଦେଇଛି। ଏହି ଅମ୍ଳଜାନ ଅଭାବ ଦୂର କରିବା ପାଇଁ ଫ୍ରାନ୍ସ ଅମ୍ଳଜାନ ଉତ୍ପାଦନ କାରଖାନା, ଭେଣ୍ଟିଲେଟର ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ପଠାଇବା ନେଇ ଘୋଷଣା କରିଛି। ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କହିଛି ଯେ, ମନ୍ତ୍ରଣାଳୟର ସଙ୍କଟ ଏବଂ ସହାୟତା କେନ୍ଦ୍ର ଦ୍ୱାରା ସମନ୍ୱିତ ଏବଂ ଭାରତର ଫ୍ରାନ୍ସର ଦୂତାବାସ […]

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ଯା ବୃଦ୍ଧି ପାଉଥିବା ବେଳେ ଫ୍ରାନ୍ସ ଭାରତକୁ ସାହାଯ୍ଯର ହାତ ବଢାଇଛି। ଭାରତର ବିଭିନ୍ନ ହସ୍ପିଟାଲରେ ଅମ୍ଳଜାନ ସଂକଟ ଦେଖାଦେଇଛି। ଏହି ଅମ୍ଳଜାନ ଅଭାବ ଦୂର କରିବା ପାଇଁ ଫ୍ରାନ୍ସ ଅମ୍ଳଜାନ ଉତ୍ପାଦନ କାରଖାନା, ଭେଣ୍ଟିଲେଟର ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ପଠାଇବା ନେଇ ଘୋଷଣା କରିଛି।

ଆହୁରି ପଢ଼ନ୍ତୁ: ପ୍ରଶ୍ନପତ୍ର ଲିକକୁ ନେଇ କଡ଼ା ଆଇନ ଆଣିବେ କେନ୍ଦ୍ର ସରକାର, ଆସନ୍ତା ସପ୍ତାହରେ ସଂସଦରେ ଆସିବ ବିଲ୍

ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କହିଛି ଯେ, ମନ୍ତ୍ରଣାଳୟର ସଙ୍କଟ ଏବଂ ସହାୟତା କେନ୍ଦ୍ର ଦ୍ୱାରା ସମନ୍ୱିତ ଏବଂ ଭାରତର ଫ୍ରାନ୍ସର ଦୂତାବାସ ଦ୍ୱାରା ପରିଚାଳିତ ଏହି ମିଶନରେ ପ୍ରମୁଖ ଚିକିତ୍ସା ଉପକରଣ ଯେପରିକି ଅକ୍ସିଜେନ ଜେନେରେଟର, ତରଳ ଅମ୍ଳଜାନ ପାତ୍ର ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ଏହି ସପ୍ତାହ ଶେଷ ସୁଦ୍ଧା ବାୟୁ ଏବଂ ସମୁଦ୍ର ପଥ ଦ୍ୱାରା ଭାରତକୁ ପଠାଯିବ।

ଆହୁରି ପଢ଼ନ୍ତୁ: ୨୬ଦିନ ପରେ ଅନଶନ ଭାଙ୍ଗିଲେ ସୋନମ୍ ୱାଙ୍ଗଚୁକ୍, ଦେଶରେ ଶାନ୍ତି ବଜାୟ ରଖିବାକୁ ୱାଙ୍ଗଚୁକ୍ କଲେ ଅପିଲ୍

ଫ୍ରାନ୍ସ ମନ୍ତ୍ରଣାଳୟ କହିଛି ଯେ, ଏହି ଚିକିତ୍ସା ସାମଗ୍ରୀରେ ଆଠଟି ଅମ୍ଳଜାନ ଜେନେରେଟର ଅନ୍ତର୍ଭୁକ୍ତ ହେବ। ଏହି ଜେନେରେଟରଗୁଡ଼ିକ ମଧ୍ୟରୁ ପ୍ରତ୍ୟେକ ପ୍ରାୟ ୧୦ ବର୍ଷ ପାଇଁ ୨୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପାଇଁ ନିରବଚ୍ଛିନ୍ନ ଅମ୍ଳଜାନ ଯୋଗାଇବାରେ ସକ୍ଷମ ହେବ।

27 Apr 2021 By The Sakala

ଭାରତକୁ ୮ଟି ଅମ୍ଳଜାନ ଜେନେରେଟର ପଠାଇବ ଫ୍ରାନ୍ସ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ଯା ବୃଦ୍ଧି ପାଉଥିବା ବେଳେ ଫ୍ରାନ୍ସ ଭାରତକୁ ସାହାଯ୍ଯର ହାତ ବଢାଇଛି। ଭାରତର ବିଭିନ୍ନ ହସ୍ପିଟାଲରେ ଅମ୍ଳଜାନ ସଂକଟ ଦେଖାଦେଇଛି। ଏହି ଅମ୍ଳଜାନ ଅଭାବ ଦୂର କରିବା ପାଇଁ ଫ୍ରାନ୍ସ ଅମ୍ଳଜାନ ଉତ୍ପାଦନ କାରଖାନା, ଭେଣ୍ଟିଲେଟର ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ପଠାଇବା ନେଇ ଘୋଷଣା କରିଛି।

ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କହିଛି ଯେ, ମନ୍ତ୍ରଣାଳୟର ସଙ୍କଟ ଏବଂ ସହାୟତା କେନ୍ଦ୍ର ଦ୍ୱାରା ସମନ୍ୱିତ ଏବଂ ଭାରତର ଫ୍ରାନ୍ସର ଦୂତାବାସ ଦ୍ୱାରା ପରିଚାଳିତ ଏହି ମିଶନରେ ପ୍ରମୁଖ ଚିକିତ୍ସା ଉପକରଣ ଯେପରିକି ଅକ୍ସିଜେନ ଜେନେରେଟର, ତରଳ ଅମ୍ଳଜାନ ପାତ୍ର ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ଏହି ସପ୍ତାହ ଶେଷ ସୁଦ୍ଧା ବାୟୁ ଏବଂ ସମୁଦ୍ର ପଥ ଦ୍ୱାରା ଭାରତକୁ ପଠାଯିବ।

ଫ୍ରାନ୍ସ ମନ୍ତ୍ରଣାଳୟ କହିଛି ଯେ, ଏହି ଚିକିତ୍ସା ସାମଗ୍ରୀରେ ଆଠଟି ଅମ୍ଳଜାନ ଜେନେରେଟର ଅନ୍ତର୍ଭୁକ୍ତ ହେବ। ଏହି ଜେନେରେଟରଗୁଡ଼ିକ ମଧ୍ୟରୁ ପ୍ରତ୍ୟେକ ପ୍ରାୟ ୧୦ ବର୍ଷ ପାଇଁ ୨୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପାଇଁ ନିରବଚ୍ଛିନ୍ନ ଅମ୍ଳଜାନ ଯୋଗାଇବାରେ ସକ୍ଷମ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର