ଭାରତ ନିର୍ମିତ କୋଭିଶିଲ୍ଡ ଟିକାକୁ ଫ୍ରାନ୍ସ ର ସ୍ୱୀକୃତି

The Sakala Picture
Published On

ନୂଆଦିଲ୍ଲୀ: ଭାରତ ନିର୍ମିତ କୋଭିଶିଲ୍ଡ ଟିକାକୁ ଫ୍ରାନ୍ସ ସ୍ୱୀକୃତି ଦେଇଛି। ଏଣିକି କୋଭିଶିଲ୍ଡ ଟିକା ନେଇଥିବା ଛାତ୍ରଛାତ୍ରୀ ଏବଂ ଯାତ୍ରୀ ଏଣିକି ଫ୍ରାନ୍ସ ଯାତ୍ରା କରିପାରିବେ। କୋଭିଶିଲ୍ଡ ଟିକା ଗ୍ରହଣ କରିଥିବା ଲୋକଙ୍କ ପାଇଁ ଫ୍ରାନ୍ସ ଯାତାୟାତ ଉପରେ କୌଣସି କଟକଣା ନାହିଁ। ଫ୍ରାନ୍ସରେ ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ପ୍ରବେଶକୁ ରବିବାରଠାରୁ ଅନୁମତି ଦିଆଯାଇଥିବା ନେଇ ଫ୍ରାନ୍ସ ପ୍ରଧାନମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର