ଅକ୍ସିଜେନ ସପୋର୍ଟରେ ଆଇପିଏଲର ପୂର୍ବତନ ଚେୟାରମ୍ୟାନ ଲଳିତ ମୋଦୀ; ସୋସିଆଲ ମିଡିଆରେ କଲେ ପୋଷ୍ଟ

The Sakala Picture
Published On

ନୂଆଦିଲ୍ଲୀ: ଆଇପିଏଲର ପୂର୍ବତନ ଚେୟାରମ୍ୟାନ ଲଳିତ ମୋଦୀ ଅସୁସ୍ଥ । କରୋନା ସଂକ୍ରମଣ ଓ ନିମୋନିଆ ଦ୍ୱାରା ଆକ୍ରାନ୍ତ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଓ ସେ ଏବେ ଅକ୍ସିଜେନ ସପୋର୍ଟରେ ଅଛନ୍ତି । ଲଳିତ ମୋଦୀ ଏନେଇ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ତାଙ୍କ ଅସୁସ୍ଥତା ନେଇ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଦୁଃଖକୁ ବୟାନ କରିଛନ୍ତି । ଲଳିତଙ୍କ ଅସୁସ୍ଥତା ଖବର ଆସିବା ପରେ ତାଙ୍କ ଆସୁ ଆରୋଗ୍ୟ କାମନା କରୁଛନ୍ତି ଫ୍ୟାନ୍ସ […]

ନୂଆଦିଲ୍ଲୀ: ଆଇପିଏଲର ପୂର୍ବତନ ଚେୟାରମ୍ୟାନ ଲଳିତ ମୋଦୀ ଅସୁସ୍ଥ । କରୋନା ସଂକ୍ରମଣ ଓ ନିମୋନିଆ ଦ୍ୱାରା ଆକ୍ରାନ୍ତ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଓ ସେ ଏବେ ଅକ୍ସିଜେନ ସପୋର୍ଟରେ ଅଛନ୍ତି । ଲଳିତ ମୋଦୀ ଏନେଇ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ତାଙ୍କ ଅସୁସ୍ଥତା ନେଇ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଦୁଃଖକୁ ବୟାନ କରିଛନ୍ତି । ଲଳିତଙ୍କ ଅସୁସ୍ଥତା ଖବର ଆସିବା ପରେ ତାଙ୍କ ଆସୁ ଆରୋଗ୍ୟ କାମନା କରୁଛନ୍ତି ଫ୍ୟାନ୍ସ ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ଟୁଇଟ୍‌ କରି ସେ ଲେଖିଛନ୍ତି କି, ଇନ୍‌ଫ୍ଲୁଏଞ୍ଜା ଏବଂ ଖୁବ୍‌ ଜୋର୍‌ ନିମୋନିଆ ସହିତ ୨ ସପ୍ତାହରେ ଦୁଇଥର କୋଭିଡ୍‌ ଦ୍ୱାରା ଆକ୍ରାନ୍ତ ହୋଇଥିଲେ । ଦୁଇ ଜଣ ଡାକ୍ତର ଏବଂ ତାଙ୍କ ପୁଅ ସହାୟତାରେ ତାଙ୍କୁ ଲଣ୍ଡନ ଅଣାଯାଇଥିଲା । ବର୍ତ୍ତମାନ ସେ ୨୪ ଘଣ୍ଟା ଅକ୍ସିଜେନ ସପୋର୍ଟରେ ଅଛନ୍ତି ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର