ଚଳିତ ବର୍ଷ ମଧ୍ୟ ଦିଲ୍ଲୀରେ ଫୁଟିବନି ବାଣ, ଦୀପାବଳିରେ ବାଣ ଫୁଟାଇବା ଉପରେ ଜାରି ରହିବ କଟକଣା: ସୁପ୍ରିମକୋର୍ଟ

The Sakala Picture
Published On

ନୂଆଦିଲ୍ଲୀ: ଏଥର ଦିପାବଳୀରେ ମଧ୍ୟ ଦିଲ୍ଲୀରେ ଫୁଟିବନି ବାଣ । ରାଜଧାନୀ ଦିଲ୍ଲୀରେ ଦୀପାବଳିରେ ବାଣ ଫୁଟାଇବା ଉପରେ ଲାଗିଥିବା କଟକଣା ଜାରି ରହିବ। ବିଜେପି ନେତା ମନୋଜ ତିୱାରୀ ଦିଲ୍ଲୀରେ ଆତସବାଜିକୁ ଅନୁମତି ଦେବା ପାଇଁ ଯାଚିକା ଦାଖଲ କରିଥିଲେ । ମନୋଜ ତିୱାରୀ ନିଜ ଆବେଦନରେ କହିଥିଲେ ଯେ ସୁପ୍ରିମକୋର୍ଟଙ୍କ ଏଭଳି ନିଷ୍ପତ୍ତି ସଂସ୍କୃତି ବିରୋଧ । ଏଣୁ ମାନ୍ୟବର କୋର୍ଟ ମାମଲାର ପୁନଃର୍ବିଚାର ପାଇଁ ଆବେଦନରେ ଉଲ୍ଲେଖ କରିଥିଲେ ବିଜେପି ନେତା । […]

ନୂଆଦିଲ୍ଲୀ: ଏଥର ଦିପାବଳୀରେ ମଧ୍ୟ ଦିଲ୍ଲୀରେ ଫୁଟିବନି ବାଣ । ରାଜଧାନୀ ଦିଲ୍ଲୀରେ ଦୀପାବଳିରେ ବାଣ ଫୁଟାଇବା ଉପରେ ଲାଗିଥିବା କଟକଣା ଜାରି ରହିବ। ବିଜେପି ନେତା ମନୋଜ ତିୱାରୀ ଦିଲ୍ଲୀରେ ଆତସବାଜିକୁ ଅନୁମତି ଦେବା ପାଇଁ ଯାଚିକା ଦାଖଲ କରିଥିଲେ । ମନୋଜ ତିୱାରୀ ନିଜ ଆବେଦନରେ କହିଥିଲେ ଯେ ସୁପ୍ରିମକୋର୍ଟଙ୍କ ଏଭଳି ନିଷ୍ପତ୍ତି ସଂସ୍କୃତି ବିରୋଧ । ଏଣୁ ମାନ୍ୟବର କୋର୍ଟ ମାମଲାର ପୁନଃର୍ବିଚାର ପାଇଁ ଆବେଦନରେ ଉଲ୍ଲେଖ କରିଥିଲେ ବିଜେପି ନେତା । ହେଲେ ସୁପ୍ରିମକୋର୍ଟ ପୁଣି ସ୍ପଷ୍ଟ କରି କହିଛନ୍ତି କି ବାଣ ଉପରେ ଲାଗିଥିବା ପ୍ରତିବନ୍ଧର ହଟାଯିବ ନାହିଁ । ଆସନ୍ତା ବର୍ଷ ଜାନୁଆରୀ ୨ ପର୍ଯ୍ୟନ୍ତ ବାଣ ବିକ୍ରି ତଥା ଫୁଟାଇବା ଉପରେ କଟକଣା ବଳବତ୍ତର ରହିବ ବୋଲି ଶୁଣାଇ ଦେଇଛନ୍ତି କୋର୍ଟ ।

ଆହୁରି ପଢ଼ନ୍ତୁ: ସେନାକୁ ତ୍ରୁଟିପୂର୍ଣ୍ଣ ଗୋଳାବାରୁଦ ଯୋଗାଣ ଯୋଗୁଁ ୬୨.୧୦ କୋଟି କ୍ଷତି, 'ଧନୁଷ' ପ୍ରକଳ୍ପ ବିଳମ୍ବ ନେଇ PAC ର ଉଦ୍‌ବେଗ

ସୂଚନାଯୋଗ୍ୟ, ବିଜେପି ନେତା ମନୋଜ ତିୱାରୀ ଯାଚିକା ଦାୟର କରି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରିଥିଲେ । ସୁପ୍ରିମକୋର୍ଟ ପୂର୍ବରୁ ନିଷ୍ପତ୍ତି ଶୁଣାଇଥିଲେ କି ଆଗାମୀ ବର୍ଷ ୨ ଜାନୁଆରୀ ପର୍ଯ୍ୟନ୍ତ ଦିଲ୍ଲୀରେ ବାଣ ଫୁଟା ମନା । ଏହି ନିଷ୍ପତ୍ତିକୁ ସଂସ୍କୃତି ବିରୋଧୀ ବୋଲି ଦର୍ଶାଇ ଯାଚିକା ଦାୟର କରାଯାଇଥିଲା । କିନ୍ତୁ ଏମ୍ ଆର ଶାହଙ୍କ ବେଞ୍ଚ ସ୍ପଷ୍ଟ ନିଷ୍ପତ୍ତି ଶୁଣାଇ ବାଣ ଫୁଟା ଉପରେ ପ୍ରତିବନ୍ଧକ ହଟାଇବାକୁ ମନା କରିଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ୨୬ଦିନ ପରେ ଅନଶନ ଭାଙ୍ଗିଲେ ସୋନମ୍ ୱାଙ୍ଗଚୁକ୍, ଦେଶରେ ଶାନ୍ତି ବଜାୟ ରଖିବାକୁ ୱାଙ୍ଗଚୁକ୍ କଲେ ଅପିଲ୍

10 Oct 2022 By The Sakala

ଚଳିତ ବର୍ଷ ମଧ୍ୟ ଦିଲ୍ଲୀରେ ଫୁଟିବନି ବାଣ, ଦୀପାବଳିରେ ବାଣ ଫୁଟାଇବା ଉପରେ ଜାରି ରହିବ କଟକଣା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏଥର ଦିପାବଳୀରେ ମଧ୍ୟ ଦିଲ୍ଲୀରେ ଫୁଟିବନି ବାଣ । ରାଜଧାନୀ ଦିଲ୍ଲୀରେ ଦୀପାବଳିରେ ବାଣ ଫୁଟାଇବା ଉପରେ ଲାଗିଥିବା କଟକଣା ଜାରି ରହିବ। ବିଜେପି ନେତା ମନୋଜ ତିୱାରୀ ଦିଲ୍ଲୀରେ ଆତସବାଜିକୁ ଅନୁମତି ଦେବା ପାଇଁ ଯାଚିକା ଦାଖଲ କରିଥିଲେ । ମନୋଜ ତିୱାରୀ ନିଜ ଆବେଦନରେ କହିଥିଲେ ଯେ ସୁପ୍ରିମକୋର୍ଟଙ୍କ ଏଭଳି ନିଷ୍ପତ୍ତି ସଂସ୍କୃତି ବିରୋଧ । ଏଣୁ ମାନ୍ୟବର କୋର୍ଟ ମାମଲାର ପୁନଃର୍ବିଚାର ପାଇଁ ଆବେଦନରେ ଉଲ୍ଲେଖ କରିଥିଲେ ବିଜେପି ନେତା । ହେଲେ ସୁପ୍ରିମକୋର୍ଟ ପୁଣି ସ୍ପଷ୍ଟ କରି କହିଛନ୍ତି କି ବାଣ ଉପରେ ଲାଗିଥିବା ପ୍ରତିବନ୍ଧର ହଟାଯିବ ନାହିଁ । ଆସନ୍ତା ବର୍ଷ ଜାନୁଆରୀ ୨ ପର୍ଯ୍ୟନ୍ତ ବାଣ ବିକ୍ରି ତଥା ଫୁଟାଇବା ଉପରେ କଟକଣା ବଳବତ୍ତର ରହିବ ବୋଲି ଶୁଣାଇ ଦେଇଛନ୍ତି କୋର୍ଟ ।

ସୂଚନାଯୋଗ୍ୟ, ବିଜେପି ନେତା ମନୋଜ ତିୱାରୀ ଯାଚିକା ଦାୟର କରି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରିଥିଲେ । ସୁପ୍ରିମକୋର୍ଟ ପୂର୍ବରୁ ନିଷ୍ପତ୍ତି ଶୁଣାଇଥିଲେ କି ଆଗାମୀ ବର୍ଷ ୨ ଜାନୁଆରୀ ପର୍ଯ୍ୟନ୍ତ ଦିଲ୍ଲୀରେ ବାଣ ଫୁଟା ମନା । ଏହି ନିଷ୍ପତ୍ତିକୁ ସଂସ୍କୃତି ବିରୋଧୀ ବୋଲି ଦର୍ଶାଇ ଯାଚିକା ଦାୟର କରାଯାଇଥିଲା । କିନ୍ତୁ ଏମ୍ ଆର ଶାହଙ୍କ ବେଞ୍ଚ ସ୍ପଷ୍ଟ ନିଷ୍ପତ୍ତି ଶୁଣାଇ ବାଣ ଫୁଟା ଉପରେ ପ୍ରତିବନ୍ଧକ ହଟାଇବାକୁ ମନା କରିଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର