ମୁମ୍ବାଇର ମଲାଡରେ ଥିବା ଏକ ୨୧ ମହଲା ବିଲିଡିଂରେ ଭୟଙ୍କର ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

The Sakala Picture
Published On

ମୁମ୍ବାଇ: ମୁମ୍ବାଇର ମଲାଡରେ ଥିବା ଏକ ୨୧ ମହଲା ବିଲିଡିଂରେ ଭୟଙ୍କର ଅଗ୍ନିକାଣ୍ଡ । ଭୀଷଣ ନିଆଁରେ ହୁତହୁତ ହୋଇ ଜଳୁଛି ବିଲିଡିଂର ତୃତୀୟ ମହଲା । ମୁମ୍ବାଇ ମଲାଡରେ ଥିବା ଜନକଲ୍ୟାଣ ନଗରର ଏକ ବହୁତଳ କୋଠାରେ ଲାଗିଛି ଭୟଙ୍କର ନିଆଁ । ଖବର ପାଇଁ ଅଗ୍ନିଶମ ବାହିନୀର ୪ଟି ଗାଡି ଘଟଣାସ୍ଥଳରେ ନିୟୋଜିତ ହୋଇ ନିଆଁକୁ ଆୟତ୍ତ କରୁଛନ୍ତି । ବିଲିଡିଂରେ ନିଆଁ ଲାଗିବା ପରେ ଜଣେ ଯୁବତୀ ଝରକାରୁ ଡେଇଁପଡିଥିବା ଦେଖିବାକୁ ମିଳିଛି। […]

ମୁମ୍ବାଇ: ମୁମ୍ବାଇର ମଲାଡରେ ଥିବା ଏକ ୨୧ ମହଲା ବିଲିଡିଂରେ ଭୟଙ୍କର ଅଗ୍ନିକାଣ୍ଡ । ଭୀଷଣ ନିଆଁରେ ହୁତହୁତ ହୋଇ ଜଳୁଛି ବିଲିଡିଂର ତୃତୀୟ ମହଲା । ମୁମ୍ବାଇ ମଲାଡରେ ଥିବା ଜନକଲ୍ୟାଣ ନଗରର ଏକ ବହୁତଳ କୋଠାରେ ଲାଗିଛି ଭୟଙ୍କର ନିଆଁ । ଖବର ପାଇଁ ଅଗ୍ନିଶମ ବାହିନୀର ୪ଟି ଗାଡି ଘଟଣାସ୍ଥଳରେ ନିୟୋଜିତ ହୋଇ ନିଆଁକୁ ଆୟତ୍ତ କରୁଛନ୍ତି । ବିଲିଡିଂରେ ନିଆଁ ଲାଗିବା ପରେ ଜଣେ ଯୁବତୀ ଝରକାରୁ ଡେଇଁପଡିଥିବା ଦେଖିବାକୁ ମିଳିଛି। ନିଆଁର ପ୍ରକୋପ ଏତେ ଅଧିକ ରହିଛି ଯେ, ଅଧ କିମି ପର୍ଯ୍ୟନ୍ତ କଳା ଧୂଆଁ ଚାରିଆଡେ ବ୍ୟାପିଛି । ତେବେ ଏହି ଘଟଣାରେ କେତେ କ୍ଷୟକ୍ଷତି ହୋଇଛି, ତାହାର ସୂଚନା ମିଳିନାହିଁ ।

ଆହୁରି ପଢ଼ନ୍ତୁ: ପ୍ରଶ୍ନପତ୍ର ଲିକକୁ ନେଇ କଡ଼ା ଆଇନ ଆଣିବେ କେନ୍ଦ୍ର ସରକାର, ଆସନ୍ତା ସପ୍ତାହରେ ସଂସଦରେ ଆସିବ ବିଲ୍

03 Dec 2022 By The Sakala

ମୁମ୍ବାଇର ମଲାଡରେ ଥିବା ଏକ ୨୧ ମହଲା ବିଲିଡିଂରେ ଭୟଙ୍କର ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ମୁମ୍ବାଇ: ମୁମ୍ବାଇର ମଲାଡରେ ଥିବା ଏକ ୨୧ ମହଲା ବିଲିଡିଂରେ ଭୟଙ୍କର ଅଗ୍ନିକାଣ୍ଡ । ଭୀଷଣ ନିଆଁରେ ହୁତହୁତ ହୋଇ ଜଳୁଛି ବିଲିଡିଂର ତୃତୀୟ ମହଲା । ମୁମ୍ବାଇ ମଲାଡରେ ଥିବା ଜନକଲ୍ୟାଣ ନଗରର ଏକ ବହୁତଳ କୋଠାରେ ଲାଗିଛି ଭୟଙ୍କର ନିଆଁ । ଖବର ପାଇଁ ଅଗ୍ନିଶମ ବାହିନୀର ୪ଟି ଗାଡି ଘଟଣାସ୍ଥଳରେ ନିୟୋଜିତ ହୋଇ ନିଆଁକୁ ଆୟତ୍ତ କରୁଛନ୍ତି । ବିଲିଡିଂରେ ନିଆଁ ଲାଗିବା ପରେ ଜଣେ ଯୁବତୀ ଝରକାରୁ ଡେଇଁପଡିଥିବା ଦେଖିବାକୁ ମିଳିଛି। ନିଆଁର ପ୍ରକୋପ ଏତେ ଅଧିକ ରହିଛି ଯେ, ଅଧ କିମି ପର୍ଯ୍ୟନ୍ତ କଳା ଧୂଆଁ ଚାରିଆଡେ ବ୍ୟାପିଛି । ତେବେ ଏହି ଘଟଣାରେ କେତେ କ୍ଷୟକ୍ଷତି ହୋଇଛି, ତାହାର ସୂଚନା ମିଳିନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର