ପୁଲୱାମାରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଲସ୍କର ଆତଙ୍କୀ ନିହତ

The Sakala Picture
Published On

ଜାମ୍ମୁ-କଶ୍ମୀର: ଜାମ୍ମୁ-କଶ୍ମୀରରେ ପୁଲଓ୍ଵାମାର ଦ୍ରବଗାମ ଅଞ୍ଚଳରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ହୋଇଥିବା ଆତଙ୍କବାଦୀମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା ସହ ସେମାନଙ୍କ ସଂପୃକ୍ତି ଥିବା ଜଣାପଡିଛି । ଆତଙ୍କବାଦୀଙ୍କ ନିକଟରୁ ୨ଟି AK-47 ରାଇଫଲ, ଗୋଟିଏ ପିସ୍ତଲ ସହ ମାରଣାସ୍ତ୍ର ଓ ଗୁଳି ଜବତ ହୋଇଛି । ଏହି ସ୍ଥାନରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ମୃତ ଆତଙ୍କବାଦୀମାନେ ହେଲେ ପୁଲୱାମା ହରିପୋରାର […]

ଜାମ୍ମୁ-କଶ୍ମୀର: ଜାମ୍ମୁ-କଶ୍ମୀରରେ ପୁଲଓ୍ଵାମାର ଦ୍ରବଗାମ ଅଞ୍ଚଳରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ହୋଇଥିବା ଆତଙ୍କବାଦୀମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା ସହ ସେମାନଙ୍କ ସଂପୃକ୍ତି ଥିବା ଜଣାପଡିଛି । ଆତଙ୍କବାଦୀଙ୍କ ନିକଟରୁ ୨ଟି AK-47 ରାଇଫଲ, ଗୋଟିଏ ପିସ୍ତଲ ସହ ମାରଣାସ୍ତ୍ର ଓ ଗୁଳି ଜବତ ହୋଇଛି । ଏହି ସ୍ଥାନରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ଆହୁରି ପଢ଼ନ୍ତୁ: ୬ ବର୍ଷ ପରେ ଆକାଶ ଛୁଇଁଲା ଏୟାର ଇଣ୍ଡିଆର ‘ବୋଇିଂ ୭୭୭’, ନାଗପୁରରୁ ଉଡି ଅହମ୍ମଦାବାଦରେ କଲା ଲ୍ୟାଣ୍ଡିଂ

ମୃତ ଆତଙ୍କବାଦୀମାନେ ହେଲେ ପୁଲୱାମା ହରିପୋରାର ଇରଫାନ ମଲିକ(୨୫), ଫଜିଲ ନଜିର ଭଟ୍ଟ(୨୧) ଓ ଗୁଦୌରାର ଜୁନେଦ କାଦିର(୧୯)। ଏମାନେ ଆତଙ୍କବାଦୀମାନେ ସଙ୍ଗଠନ ଲସ୍କର-ଏ-ତୋଏବାର ସଦସ୍ୟ ଥିଲେ। ଏହି ଆତଙ୍କବାଦୀମାନେ ଦୀର୍ଘ ଦିନ ଧରି କଶ୍ମୀରର ବିଭିନ୍ନ ସ୍ଥାନରେ ଲସ୍କର-ଏ-ତୋଏବାର କହିବାନୁସାରେ ହିଂସା ଓ ଅନ୍ୟ ଅପରାଧିକ କାର୍ଯ୍ୟ କରୁଥିଲେ। ପୁଲିସ କନଷ୍ଟେବଲ ରିୟାଜ ଅହମ୍ମଦ ହତ୍ୟା ଘଟଣାରେ ଏମାନଙ୍କ ମଧ୍ୟରୁ ଜଣଙ୍କ ସଂପୃକ୍ତି ଥିଲା ବୋଲି ଜଣାପଡିଛି । ପୂର୍ବରୁ ୨୭ ମେ’ରେ ପୁଲୱାମାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ହୋଇଥିଲା । ଯେଉଁଥିରେ ଲସ୍କର -ଇ-ତୋଇବାର ଜଣେ ଡେପୁଟି କମାଣ୍ଡର ସହ ୩ ଆତଙ୍କବାଦୀ ନିହତ ହୋଇଥିଲେ । ଏବେ ପୁଣି ସୁରକ୍ଷାବାହିନୀକୁ ଏକ ବଡ଼ ସଫଳତା ମିଳିଛି ।

ଆହୁରି ପଢ଼ନ୍ତୁ: ଦୃଷ୍ଟିହୀନତା ହାରିଲା, ମା’ଙ୍କ ତପସ୍ୟା ଜିତିଲା: ୟୁପିଏସସିରେ ୨୦ ତମ ର଼୍ୟାଙ୍କ ହାସଲ କଲେ ନୱାଦାର ରବି ରାଜ

12 Jun 2022 By The Sakala

ପୁଲୱାମାରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଲସ୍କର ଆତଙ୍କୀ ନିହତ

ଜାମ୍ମୁ-କଶ୍ମୀର: ଜାମ୍ମୁ-କଶ୍ମୀରରେ ପୁଲଓ୍ଵାମାର ଦ୍ରବଗାମ ଅଞ୍ଚଳରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ହୋଇଥିବା ଆତଙ୍କବାଦୀମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା ସହ ସେମାନଙ୍କ ସଂପୃକ୍ତି ଥିବା ଜଣାପଡିଛି । ଆତଙ୍କବାଦୀଙ୍କ ନିକଟରୁ ୨ଟି AK-47 ରାଇଫଲ, ଗୋଟିଏ ପିସ୍ତଲ ସହ ମାରଣାସ୍ତ୍ର ଓ ଗୁଳି ଜବତ ହୋଇଛି । ଏହି ସ୍ଥାନରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ମୃତ ଆତଙ୍କବାଦୀମାନେ ହେଲେ ପୁଲୱାମା ହରିପୋରାର ଇରଫାନ ମଲିକ(୨୫), ଫଜିଲ ନଜିର ଭଟ୍ଟ(୨୧) ଓ ଗୁଦୌରାର ଜୁନେଦ କାଦିର(୧୯)। ଏମାନେ ଆତଙ୍କବାଦୀମାନେ ସଙ୍ଗଠନ ଲସ୍କର-ଏ-ତୋଏବାର ସଦସ୍ୟ ଥିଲେ। ଏହି ଆତଙ୍କବାଦୀମାନେ ଦୀର୍ଘ ଦିନ ଧରି କଶ୍ମୀରର ବିଭିନ୍ନ ସ୍ଥାନରେ ଲସ୍କର-ଏ-ତୋଏବାର କହିବାନୁସାରେ ହିଂସା ଓ ଅନ୍ୟ ଅପରାଧିକ କାର୍ଯ୍ୟ କରୁଥିଲେ। ପୁଲିସ କନଷ୍ଟେବଲ ରିୟାଜ ଅହମ୍ମଦ ହତ୍ୟା ଘଟଣାରେ ଏମାନଙ୍କ ମଧ୍ୟରୁ ଜଣଙ୍କ ସଂପୃକ୍ତି ଥିଲା ବୋଲି ଜଣାପଡିଛି । ପୂର୍ବରୁ ୨୭ ମେ’ରେ ପୁଲୱାମାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ହୋଇଥିଲା । ଯେଉଁଥିରେ ଲସ୍କର -ଇ-ତୋଇବାର ଜଣେ ଡେପୁଟି କମାଣ୍ଡର ସହ ୩ ଆତଙ୍କବାଦୀ ନିହତ ହୋଇଥିଲେ । ଏବେ ପୁଣି ସୁରକ୍ଷାବାହିନୀକୁ ଏକ ବଡ଼ ସଫଳତା ମିଳିଛି ।

https://www.thesakala.in/national-international/encounter-in-jammu-kashmirs-pulwama-3-lashkar-terrorists-shot-dead/article-12369
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର