ଘାଟି ତଳକୁ ଖସିଲା ତୀର୍ଥଯାତ୍ରୀଙ୍କ ଗାଡ଼ି: ୮ ମୃତ, ୨ ଗୁରୁତର

The Sakala Picture
Published On

ତାମିଲନାଡୁ: ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ କାର ଘାଟି ତଳକୁ ଖସି ପଡିବା କାରଣରୁ ୮ ଜଣଙ୍କର ମୃତ୍ୟୁ ହେବା ସହିତ ଦୁଇ ଜଣ ଆହତ ହୋଇଛନ୍ତି । ତାମିଲନାଡୁର ଥେନି ଜିଲ୍ଲାରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁଇ ଜଣ ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ତୀର୍ଥଯାତ୍ରୀମାନେ ସାବରିମାଲା ଦର୍ଶନ ସାରି ଫେରୁଥିବାବେଳେ ପ୍ରାୟ ୪୦ ଫୁଟ ଗଭୀର ଖାଇକୁ ଗାଡିଟି ଖସିପଡିଥିଲା । ପ୍ରଶାସନର କହିବାନୁସାରେ, […]

ତାମିଲନାଡୁ: ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ କାର ଘାଟି ତଳକୁ ଖସି ପଡିବା କାରଣରୁ ୮ ଜଣଙ୍କର ମୃତ୍ୟୁ ହେବା ସହିତ ଦୁଇ ଜଣ ଆହତ ହୋଇଛନ୍ତି । ତାମିଲନାଡୁର ଥେନି ଜିଲ୍ଲାରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁଇ ଜଣ ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ତୀର୍ଥଯାତ୍ରୀମାନେ ସାବରିମାଲା ଦର୍ଶନ ସାରି ଫେରୁଥିବାବେଳେ ପ୍ରାୟ ୪୦ ଫୁଟ ଗଭୀର ଖାଇକୁ ଗାଡିଟି ଖସିପଡିଥିଲା ।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ପ୍ରଶାସନର କହିବାନୁସାରେ, ପାହାଡ଼ିଆ ରାସ୍ତାର ଏକ ବାଙ୍କରେ ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଡାକ୍ତରଖାନା ନେବା ବାଟରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଆଠ ଜଣ ଲୋକ ଜିଲ୍ଲାର ଆଣ୍ଡିପଟ୍ଟି ବାସିନ୍ଦା ଥିଲେ । ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିଲେ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

24 Dec 2022 By The Sakala

ଘାଟି ତଳକୁ ଖସିଲା ତୀର୍ଥଯାତ୍ରୀଙ୍କ ଗାଡ଼ି: ୮ ମୃତ, ୨ ଗୁରୁତର

ତାମିଲନାଡୁ: ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ କାର ଘାଟି ତଳକୁ ଖସି ପଡିବା କାରଣରୁ ୮ ଜଣଙ୍କର ମୃତ୍ୟୁ ହେବା ସହିତ ଦୁଇ ଜଣ ଆହତ ହୋଇଛନ୍ତି । ତାମିଲନାଡୁର ଥେନି ଜିଲ୍ଲାରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁଇ ଜଣ ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ତୀର୍ଥଯାତ୍ରୀମାନେ ସାବରିମାଲା ଦର୍ଶନ ସାରି ଫେରୁଥିବାବେଳେ ପ୍ରାୟ ୪୦ ଫୁଟ ଗଭୀର ଖାଇକୁ ଗାଡିଟି ଖସିପଡିଥିଲା ।

ପ୍ରଶାସନର କହିବାନୁସାରେ, ପାହାଡ଼ିଆ ରାସ୍ତାର ଏକ ବାଙ୍କରେ ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଡାକ୍ତରଖାନା ନେବା ବାଟରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଆଠ ଜଣ ଲୋକ ଜିଲ୍ଲାର ଆଣ୍ଡିପଟ୍ଟି ବାସିନ୍ଦା ଥିଲେ । ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିଲେ।

https://www.thesakala.in/national-international/eight-pilgrims-killed-in-road-accident-in-tamilnadu/article-17622
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର