ଟିଏମସି ନେତାଙ୍କ ଘରେ ଚଢାଉ ବେଳେ ଇଡି ଟିମ୍ ଉପରକୁ ସଂଘବଦ୍ଧ ଆକ୍ରମଣ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଇଡି ଟିମ୍ ଉପରକୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ଟିଏମସି ନେତାଙ୍କ ଘରେ ଚଢାଉ କରିବା ସମୟରେ ଆକ୍ରମଣ କରାଯାଇଥିବା ଜଣା ପଡ଼ିଛି। ପ୍ରାୟ ୨୦୦ରୁ ଅଧିକ ଲୋକ ସଙ୍ଘବଦ୍ଧ ଭାବେ ଇଡି ଟିମ୍ ଉପରକୁ ଆକ୍ରମଣ କରିଛନ୍ତି। ସୂଚନା ଅନୁଯାୟୀ, ଉତ୍ତର ୨୪ ପ୍ରଗଣା ଅଞ୍ଚଳରେ ଏହି ଆକ୍ରମଣ କରାଯାଇଛି। ଅଧିକାରୀଙ୍କୁ ଆକ୍ରମଣ ସହ ସେମାନଙ୍କ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରାଯାଇଛି।
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଇଡି ଟିମ୍ ଉପରକୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ଟିଏମସି ନେତାଙ୍କ ଘରେ ଚଢାଉ କରିବା ସମୟରେ ଆକ୍ରମଣ କରାଯାଇଥିବା ଜଣା ପଡ଼ିଛି। ପ୍ରାୟ ୨୦୦ରୁ ଅଧିକ ଲୋକ ସଙ୍ଘବଦ୍ଧ ଭାବେ ଇଡି ଟିମ୍ ଉପରକୁ ଆକ୍ରମଣ କରିଛନ୍ତି।
ଆହୁରି ପଢ଼ନ୍ତୁ: ଗୋରଖପୁରରେ ନୃଶଂସ କାଣ୍ଡ: କୁରାଢ଼ିରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ, ପୁଅକୁ ମାରିବାକୁ ଗୋଡ଼ାଇ ନିଜେ ପୋଲିସକୁ କଲା ଫୋନ୍
ସୂଚନା ଅନୁଯାୟୀ, ଉତ୍ତର ୨୪ ପ୍ରଗଣା ଅଞ୍ଚଳରେ ଏହି ଆକ୍ରମଣ କରାଯାଇଛି। ଅଧିକାରୀଙ୍କୁ ଆକ୍ରମଣ ସହ ସେମାନଙ୍କ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରାଯାଇଛି।
05 Jan 2024
By The Sakala
ଟିଏମସି ନେତାଙ୍କ ଘରେ ଚଢାଉ ବେଳେ ଇଡି ଟିମ୍ ଉପରକୁ ସଂଘବଦ୍ଧ ଆକ୍ରମଣ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଇଡି ଟିମ୍ ଉପରକୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ଟିଏମସି ନେତାଙ୍କ ଘରେ ଚଢାଉ କରିବା ସମୟରେ ଆକ୍ରମଣ କରାଯାଇଥିବା ଜଣା ପଡ଼ିଛି। ପ୍ରାୟ ୨୦୦ରୁ ଅଧିକ ଲୋକ ସଙ୍ଘବଦ୍ଧ ଭାବେ ଇଡି ଟିମ୍ ଉପରକୁ ଆକ୍ରମଣ କରିଛନ୍ତି।
ସୂଚନା ଅନୁଯାୟୀ, ଉତ୍ତର ୨୪ ପ୍ରଗଣା ଅଞ୍ଚଳରେ ଏହି ଆକ୍ରମଣ କରାଯାଇଛି। ଅଧିକାରୀଙ୍କୁ ଆକ୍ରମଣ ସହ ସେମାନଙ୍କ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରାଯାଇଛି।
https://www.thesakala.in/national-international/ed-team-attacked-in-west-bengal-s-north-24-parganas/article-28886