ଉତ୍ତରାଖଣ୍ଡରେ ଭୂମିକମ୍ପ ଅନୁଭୂତ

The Sakala Picture
Published On

ଡେରାଡୁନ୍: ଉତ୍ତରାଖଣ୍ଡରେ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ରିକ୍ଟର ସ୍କେଲରେ ତୀବ୍ରତା ୪.୧ ରହିଛି  ।  ଆଜି ସକାଳ ୫ଟା ୩ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଉତ୍ତରକାଶୀ ଜିଲ୍ଲାର ୩୯ କିଲୋମିଟର ଦୂର ଭୂକମ୍ପର କେନ୍ଦ୍ରସ୍ଥଳ । ଭୂମିକମ୍ପ ପରେ ଭୟରେ କେହି କେହି ଘରୁ ବାହାରକୁ ଚାଲି ଆସିଥିଲେ । କଣ ହେଲା ବୋଲି ଅଚାନକ କେହି କିଛି ବୁଝି ପାରି ନଥିଲେ । ପରେ ଜାଣିବାକୁ ପାଇଥିଲେ ଭୂକମ୍ପର ପ୍ରଭାବ । […]

ଡେରାଡୁନ୍: ଉତ୍ତରାଖଣ୍ଡରେ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ରିକ୍ଟର ସ୍କେଲରେ ତୀବ୍ରତା ୪.୧ ରହିଛି  ।  ଆଜି ସକାଳ ୫ଟା ୩ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଉତ୍ତରକାଶୀ ଜିଲ୍ଲାର ୩୯ କିଲୋମିଟର ଦୂର ଭୂକମ୍ପର କେନ୍ଦ୍ରସ୍ଥଳ ।

ଆହୁରି ପଢ଼ନ୍ତୁ: ଗୁଜରାଟର ଏକ ଫାର୍ମା କମ୍ପାନୀରେ ଭୟାବହ ରିଆକ୍ଟର ବିସ୍ଫୋରଣ: ୫ ମୃତ, ୬ ଆହତ

ଭୂମିକମ୍ପ ପରେ ଭୟରେ କେହି କେହି ଘରୁ ବାହାରକୁ ଚାଲି ଆସିଥିଲେ । କଣ ହେଲା ବୋଲି ଅଚାନକ କେହି କିଛି ବୁଝି ପାରି ନଥିଲେ । ପରେ ଜାଣିବାକୁ ପାଇଥିଲେ ଭୂକମ୍ପର ପ୍ରଭାବ । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ ସୂଚନା ମିଳିନି ।

ଆହୁରି ପଢ଼ନ୍ତୁ: ୟେମେନ୍ ସରକାରୀ ସେନା ଶିବିର ଉପରେ ହୁଥି ବିଦ୍ରୋହୀଙ୍କ ବଡ଼ ଆକ୍ରମଣ, ୧୮ ନିହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର