ଇଣ୍ଡୋନେସିଆରେ ଭୂମିକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୩

The Sakala Picture
Published On

ନୂଆଦିଲ୍ଲୀ: ଇଣ୍ଡୋନେସିଆର ତୋବେଲେରେ  ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଯାହାର ତୀବ୍ରତା ୬.୩ ରହିଛି। ଭୂମିକମ୍ପର କେନ୍ଦ୍ର ଇଣ୍ଡୋନେସିଆରୁ ୧୭୭ କିମି ଉତ୍ତରରେ ଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଭୂମିକମ୍ପ ଦ୍ବାରା କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ। ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ) କହିଛି ଯେ, ଇଣ୍ଡୋନେସିଆର ହଲମହେରା ଉତ୍ତରରେ ଶୁକ୍ରବାର ୬.୨ ତୀବ୍ରତାର ଭୂମିକମ୍ପ ଆସିଥିଲା। ଏନଏସସିର ମୁତାବିକ, ଭୂମିକମ୍ପ ଝଟକା ଗତକାଲି ରାତି ୧:୩୨ ମିନିଟ୍‌ରେ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ର ୯୯ […]

ନୂଆଦିଲ୍ଲୀ: ଇଣ୍ଡୋନେସିଆର ତୋବେଲେରେ  ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଯାହାର ତୀବ୍ରତା ୬.୩ ରହିଛି। ଭୂମିକମ୍ପର କେନ୍ଦ୍ର ଇଣ୍ଡୋନେସିଆରୁ ୧୭୭ କିମି ଉତ୍ତରରେ ଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଭୂମିକମ୍ପ ଦ୍ବାରା କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ।

ଆହୁରି ପଢ଼ନ୍ତୁ: "ନାଟୋ ଏକ ପେପର ଟାଇଗର": ହୋରମୁଜ୍ ପ୍ରଣାଳୀ ଓ ଇରାନ ଚୁକ୍ତି ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ

ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ) କହିଛି ଯେ, ଇଣ୍ଡୋନେସିଆର ହଲମହେରା ଉତ୍ତରରେ ଶୁକ୍ରବାର ୬.୨ ତୀବ୍ରତାର ଭୂମିକମ୍ପ ଆସିଥିଲା। ଏନଏସସିର ମୁତାବିକ, ଭୂମିକମ୍ପ ଝଟକା ଗତକାଲି ରାତି ୧:୩୨ ମିନିଟ୍‌ରେ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ର ୯୯ କିଲୋମିଟରର ଗଭୀରତା ରହିଛି।

ଆହୁରି ପଢ଼ନ୍ତୁ: ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ଜାପାନ: ୭.୫ ତୀବ୍ରତା ରେକର୍ଡ, ସୁନାମି ଆଲର୍ଟ ଜାରି

ଆହୁରି ପଢ଼ନ୍ତୁ: ଭାରତକୁ 'ନର୍କଖଣ୍ଡ' କହି ବିବାଦରେ ଟ୍ରମ୍ପ: କଡ଼ା ଜବାବ ଦେଲା ଭାରତ ଓ ଇରାନ

24 Feb 2023 By The Sakala

ଇଣ୍ଡୋନେସିଆରେ ଭୂମିକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୩

ନୂଆଦିଲ୍ଲୀ: ଇଣ୍ଡୋନେସିଆର ତୋବେଲେରେ  ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଯାହାର ତୀବ୍ରତା ୬.୩ ରହିଛି। ଭୂମିକମ୍ପର କେନ୍ଦ୍ର ଇଣ୍ଡୋନେସିଆରୁ ୧୭୭ କିମି ଉତ୍ତରରେ ଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଭୂମିକମ୍ପ ଦ୍ବାରା କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ।

ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ) କହିଛି ଯେ, ଇଣ୍ଡୋନେସିଆର ହଲମହେରା ଉତ୍ତରରେ ଶୁକ୍ରବାର ୬.୨ ତୀବ୍ରତାର ଭୂମିକମ୍ପ ଆସିଥିଲା। ଏନଏସସିର ମୁତାବିକ, ଭୂମିକମ୍ପ ଝଟକା ଗତକାଲି ରାତି ୧:୩୨ ମିନିଟ୍‌ରେ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ର ୯୯ କିଲୋମିଟରର ଗଭୀରତା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର