୪୧ ହଜାର କୋଟି ଟଙ୍କାରେ ‘ଚନ୍ଦ୍ର’ ବନାଇବ ଦୁବାଇ

The Sakala Picture
Published On

ଦୁବାଇ(ଏଜେନ୍ସି): ଦୁବାଇ ମାଟିକୁ ଚାନ୍ଦ ଆଣିବାକୁ ପ୍ରସ୍ତୁତି କରାଯାଉଛି। ଏଥିପାଇଁ ୪୧ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। କାନାଡା ଉଦ୍ୟୋଗୀ ମାଇକେଲ ହ୍ୟାଣ୍ଡର୍ସନ ୯୦୦ ଫୁଟର ଚନ୍ଦ୍ରର ମଡେଲକୁ ଆକାର ଦେବେ। ଶହେ ଫୁଟ ଉଚ୍ଚ କୋଠା ଉପରେ ଏହି ଚାନ୍ଦ ନିର୍ମାଣ କରାଯିବ। ସୂଚନାଯୋଗ୍ୟ ଯେ ସୁଉଚ୍ଚ ଅଟ୍ଟାଳିକା ଏବଂ ସ୍ବତନ୍ତ୍ର ସ୍ଥାପତ୍ୟ କଳା ପାଇଁ ଦୁବାଇ ପରିଚିତ। ହ୍ୟାଣ୍ଡର୍ସନଙ୍କ ଅନୁଯାୟୀ ଏହି କୃତ୍ରିମ ଚନ୍ଦ୍ର ଆକୃତିର ହୋଟେଲ ରାତିରେ ଆଲୋକିତ ହେବ। ଏଠାରେ […]

ଦୁବାଇ(ଏଜେନ୍ସି): ଦୁବାଇ ମାଟିକୁ ଚାନ୍ଦ ଆଣିବାକୁ ପ୍ରସ୍ତୁତି କରାଯାଉଛି। ଏଥିପାଇଁ ୪୧ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। କାନାଡା ଉଦ୍ୟୋଗୀ ମାଇକେଲ ହ୍ୟାଣ୍ଡର୍ସନ ୯୦୦ ଫୁଟର ଚନ୍ଦ୍ରର ମଡେଲକୁ ଆକାର ଦେବେ। ଶହେ ଫୁଟ ଉଚ୍ଚ କୋଠା ଉପରେ ଏହି ଚାନ୍ଦ ନିର୍ମାଣ କରାଯିବ। ସୂଚନାଯୋଗ୍ୟ ଯେ ସୁଉଚ୍ଚ ଅଟ୍ଟାଳିକା ଏବଂ ସ୍ବତନ୍ତ୍ର ସ୍ଥାପତ୍ୟ କଳା ପାଇଁ ଦୁବାଇ ପରିଚିତ। ହ୍ୟାଣ୍ଡର୍ସନଙ୍କ ଅନୁଯାୟୀ ଏହି କୃତ୍ରିମ ଚନ୍ଦ୍ର ଆକୃତିର ହୋଟେଲ ରାତିରେ ଆଲୋକିତ ହେବ। ଏଠାରେ ୪ ହଜାର ରୁମ୍‌ ରହିବ। ଏହା ଭିତରେ ୧୦ ହଜାର ଲୋକ ରହିପାରିବେ। ଏଠାରେ ଚାଲିଲେ ଚନ୍ଦ୍ରରେ ଚାଲିବା ଭଲି ଲାଗିବ।

ଆହୁରି ପଢ଼ନ୍ତୁ: 'ଆପଣ ଗୁଗଲରେ ଅଶ୍ଳୀଳ ଭିଡିଓ ଦେଖିଛନ୍ତି...': କ୍ରାଇମବ୍ରାଞ୍ଚ ଅଫିସର ପରିଚୟ ଦେଇ ମହିଳାଙ୍କଠାରୁ ୪.୫୦ ଲକ୍ଷ ଟଙ୍କାର ସାଇବର ଠକେଇ

21 May 2023 By The Sakala

୪୧ ହଜାର କୋଟି ଟଙ୍କାରେ ‘ଚନ୍ଦ୍ର’ ବନାଇବ ଦୁବାଇ

ଦୁବାଇ(ଏଜେନ୍ସି): ଦୁବାଇ ମାଟିକୁ ଚାନ୍ଦ ଆଣିବାକୁ ପ୍ରସ୍ତୁତି କରାଯାଉଛି। ଏଥିପାଇଁ ୪୧ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। କାନାଡା ଉଦ୍ୟୋଗୀ ମାଇକେଲ ହ୍ୟାଣ୍ଡର୍ସନ ୯୦୦ ଫୁଟର ଚନ୍ଦ୍ରର ମଡେଲକୁ ଆକାର ଦେବେ। ଶହେ ଫୁଟ ଉଚ୍ଚ କୋଠା ଉପରେ ଏହି ଚାନ୍ଦ ନିର୍ମାଣ କରାଯିବ। ସୂଚନାଯୋଗ୍ୟ ଯେ ସୁଉଚ୍ଚ ଅଟ୍ଟାଳିକା ଏବଂ ସ୍ବତନ୍ତ୍ର ସ୍ଥାପତ୍ୟ କଳା ପାଇଁ ଦୁବାଇ ପରିଚିତ। ହ୍ୟାଣ୍ଡର୍ସନଙ୍କ ଅନୁଯାୟୀ ଏହି କୃତ୍ରିମ ଚନ୍ଦ୍ର ଆକୃତିର ହୋଟେଲ ରାତିରେ ଆଲୋକିତ ହେବ। ଏଠାରେ ୪ ହଜାର ରୁମ୍‌ ରହିବ। ଏହା ଭିତରେ ୧୦ ହଜାର ଲୋକ ରହିପାରିବେ। ଏଠାରେ ଚାଲିଲେ ଚନ୍ଦ୍ରରେ ଚାଲିବା ଭଲି ଲାଗିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର