ରାଜଧାନୀ ଦିଲ୍ଲୀରୁ ପୁଣି ୨ ହଜାର କୋଟିର ନିଶାଦ୍ରବ୍ୟ ଜବତ

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀରୁ ପୁଣି ବିପୁଳ ନିଶାଦ୍ରବ୍ୟ ମିଳିଛି। ପଶ୍ଚିମ ଦିଲ୍ଲୀର ରମେଶ ନଗରରୁ ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍‌ ଗୁରୁବାର ୨୦୦ କେଜି କୋକେନ ଜବତ କରିଛି। ସ୍ନାକ୍ସ ପ୍ୟାକେଟରେ ଏହା ରଖାଯାଇଥିଲା। ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ପ୍ରାୟ ୨ ହଜାର କୋଟି ଟଙ୍କା ହେବ। ଦିଲ୍ଲୀ ପୁଲିସ ଅଭିଯୁକ୍ତକୁ ଜିପିଏସ୍‌ ମାଧ୍ୟମରେ ଟ୍ରାକ୍‌ କରିଥିଲା। ତେବେ ତାକୁ ଧରି ପାରି ନ ଥିଲା। ସେ ଲଣ୍ଡନ ପଳାଇବାରେ ସକ୍ଷମ ହୋଇଥିଲା। ପୂର୍ବରୁ ଜବତ ୫,୬୦୦ […]

ନୂଆଦିଲ୍ଲୀ: ଦିଲ୍ଲୀରୁ ପୁଣି ବିପୁଳ ନିଶାଦ୍ରବ୍ୟ ମିଳିଛି। ପଶ୍ଚିମ ଦିଲ୍ଲୀର ରମେଶ ନଗରରୁ ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍‌ ଗୁରୁବାର ୨୦୦ କେଜି କୋକେନ ଜବତ କରିଛି। ସ୍ନାକ୍ସ ପ୍ୟାକେଟରେ ଏହା ରଖାଯାଇଥିଲା। ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ପ୍ରାୟ ୨ ହଜାର କୋଟି ଟଙ୍କା ହେବ। ଦିଲ୍ଲୀ ପୁଲିସ ଅଭିଯୁକ୍ତକୁ ଜିପିଏସ୍‌ ମାଧ୍ୟମରେ ଟ୍ରାକ୍‌ କରିଥିଲା। ତେବେ ତାକୁ ଧରି ପାରି ନ ଥିଲା। ସେ ଲଣ୍ଡନ ପଳାଇବାରେ ସକ୍ଷମ ହୋଇଥିଲା। ପୂର୍ବରୁ ଜବତ ୫,୬୦୦ କୋଟି ଟଙ୍କାର ଡ୍ରଗ୍ସ ସିଣ୍ଡିକେଟ୍‌ର ଏହା ଅଂଶବିଶେଷ। ଏହାକୁ ମିଶାଇ ଦିଲ୍ଲୀ ପୁଲିସ ସପ୍ତାହ ମଧ୍ୟରେ ୭୬୨ କେଜି ନିଶାଦ୍ରବ୍ୟ ଜବତ କରାଗଲାଣି। ଏହାର ମୂଲ୍ୟ ପ୍ରାୟ ୭,୫୦୦ କୋଟି ଟଙ୍କା ହେବ। ଏହା ଦେଶର ସବୁଠାରୁ ବଡ଼ ଜବତ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ନାଗ ପଞ୍ଚମୀରେ ମଇଁଷି ଭଳି ବ୍ୟବହାର କରୁଛନ୍ତି ୭୦ ବର୍ଷୀୟ ବୃଦ୍ଧ, ଦାବି କରୁଛନ୍ତି ଶରୀରରେ ପ୍ରବେଶ କରୁଛନ୍ତି ମହିଷାସୁର

ଗତ ସପ୍ତାହରେ ଦିଲ୍ଲୀରୁ ସର୍ବାଧିକ ୫୦୦ କେଜି କୋକେନ ଜବତ କରାଯାଇଥିଲା। ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିଲା। ଏହି ନିଶାଦ୍ରବ୍ୟ ଚାଲାଣ ପଛରେ ଅନ୍ତର୍ଜାତୀୟ Ñକେଟ ଥିବା ପୁଲିସ ପକ୍ଷରୁ କୁହାଯାଇଛି। ଦିଲ୍ଲୀ, ମୁମ୍ବାଇରୁ ଏହି କାରବାର ଚାଲୁଛି। ଦୁବାଇକୁ ଏହାର ଲିଙ୍କ ରହିଛି। ଏହି ମାମଲାର ଅଭିଯୁକ୍ତ ବୀରେନ୍ଦ୍ର ବିଶୋଇ ଫେରାର ହୋଇଯାଇଛି।

ଆହୁରି ପଢ଼ନ୍ତୁ: ଆମେରିକା ଓ କାନାଡ଼ା ମଧ୍ୟରେ ବାଣିଜ୍ୟ ଆଲୋଚନା ବିଫଳ: କାନାଡ଼ା ସାମଗ୍ରୀ ଉପରେ ୫୦% ଶୁଳ୍କ ଲଗାଇଲା ଆମେରିକା, କଡ଼ା ଜବାବ ଦେବେ ମାର୍କ କାର୍ନେ

11 Oct 2024 By The Sakala

ରାଜଧାନୀ ଦିଲ୍ଲୀରୁ ପୁଣି ୨ ହଜାର କୋଟିର ନିଶାଦ୍ରବ୍ୟ ଜବତ

ନୂଆଦିଲ୍ଲୀ: ଦିଲ୍ଲୀରୁ ପୁଣି ବିପୁଳ ନିଶାଦ୍ରବ୍ୟ ମିଳିଛି। ପଶ୍ଚିମ ଦିଲ୍ଲୀର ରମେଶ ନଗରରୁ ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍‌ ଗୁରୁବାର ୨୦୦ କେଜି କୋକେନ ଜବତ କରିଛି। ସ୍ନାକ୍ସ ପ୍ୟାକେଟରେ ଏହା ରଖାଯାଇଥିଲା। ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ପ୍ରାୟ ୨ ହଜାର କୋଟି ଟଙ୍କା ହେବ। ଦିଲ୍ଲୀ ପୁଲିସ ଅଭିଯୁକ୍ତକୁ ଜିପିଏସ୍‌ ମାଧ୍ୟମରେ ଟ୍ରାକ୍‌ କରିଥିଲା। ତେବେ ତାକୁ ଧରି ପାରି ନ ଥିଲା। ସେ ଲଣ୍ଡନ ପଳାଇବାରେ ସକ୍ଷମ ହୋଇଥିଲା। ପୂର୍ବରୁ ଜବତ ୫,୬୦୦ କୋଟି ଟଙ୍କାର ଡ୍ରଗ୍ସ ସିଣ୍ଡିକେଟ୍‌ର ଏହା ଅଂଶବିଶେଷ। ଏହାକୁ ମିଶାଇ ଦିଲ୍ଲୀ ପୁଲିସ ସପ୍ତାହ ମଧ୍ୟରେ ୭୬୨ କେଜି ନିଶାଦ୍ରବ୍ୟ ଜବତ କରାଗଲାଣି। ଏହାର ମୂଲ୍ୟ ପ୍ରାୟ ୭,୫୦୦ କୋଟି ଟଙ୍କା ହେବ। ଏହା ଦେଶର ସବୁଠାରୁ ବଡ଼ ଜବତ ବୋଲି କୁହାଯାଉଛି।

ଗତ ସପ୍ତାହରେ ଦିଲ୍ଲୀରୁ ସର୍ବାଧିକ ୫୦୦ କେଜି କୋକେନ ଜବତ କରାଯାଇଥିଲା। ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିଲା। ଏହି ନିଶାଦ୍ରବ୍ୟ ଚାଲାଣ ପଛରେ ଅନ୍ତର୍ଜାତୀୟ Ñକେଟ ଥିବା ପୁଲିସ ପକ୍ଷରୁ କୁହାଯାଇଛି। ଦିଲ୍ଲୀ, ମୁମ୍ବାଇରୁ ଏହି କାରବାର ଚାଲୁଛି। ଦୁବାଇକୁ ଏହାର ଲିଙ୍କ ରହିଛି। ଏହି ମାମଲାର ଅଭିଯୁକ୍ତ ବୀରେନ୍ଦ୍ର ବିଶୋଇ ଫେରାର ହୋଇଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର