କଟକଣା ସତ୍ତ୍ୱେ ରାଜଧାନୀ ଦିଲ୍ଲୀରେ ଫୁଟିଲା ବାଣ, ୧୦ ଗୁଣା ବଢିଲା ବାୟୁ ପ୍ରଦୂଷଣ

The Sakala Picture
Published On

ନୂଆଦିଲ୍ଲୀ: କଟକଣା ସତ୍ତ୍ୱେ ରାଜଧାନୀ ଦିଲ୍ଲୀରେ ଦୀପାବଳିରେ ଫୁଟିଲା ବାଣ । ଫଳରେ ଆଜି ସକାଳେ ଧୁଆଁମୟ ହୋଇଯାଇଛି ଦିଲ୍ଲୀ । ଦିଲ୍ଲୀରେ ପ୍ରାୟତଃ ୧୦ ଗୁଣା ବଢିଗଲା ବାୟୁ ପ୍ରଦୂଷଣ । କାଳର ଏୟାର କ୍ୱାଲିଟି ଇଣ୍ଡେକ୍ସ ଅନୁସାରେ ୩୪୨ରେ ପ୍ରଦୂଷଣ ସ୍ତର ପହଞ୍ଚିଛି । ଯାହା ଅତ୍ୟନ୍ତ ଖରାପ । ଦୀପାବଳିରେ ବାଣ ଫୁଟାଇଲେ ୬ ମାସ ପର୍ଯ୍ୟନ୍ତ ଜେଲ୍ ଏବଂ ୨୦୦ ଟଙ୍କା ଜରିମାନା ଲାଗିବ ବୋଲି ଗତ ସପ୍ତାହରେ ଦିଲ୍ଲୀ ପରିବେଶ […]

ନୂଆଦିଲ୍ଲୀ: କଟକଣା ସତ୍ତ୍ୱେ ରାଜଧାନୀ ଦିଲ୍ଲୀରେ ଦୀପାବଳିରେ ଫୁଟିଲା ବାଣ । ଫଳରେ ଆଜି ସକାଳେ ଧୁଆଁମୟ ହୋଇଯାଇଛି ଦିଲ୍ଲୀ । ଦିଲ୍ଲୀରେ ପ୍ରାୟତଃ ୧୦ ଗୁଣା ବଢିଗଲା ବାୟୁ ପ୍ରଦୂଷଣ । କାଳର ଏୟାର କ୍ୱାଲିଟି ଇଣ୍ଡେକ୍ସ ଅନୁସାରେ ୩୪୨ରେ ପ୍ରଦୂଷଣ ସ୍ତର ପହଞ୍ଚିଛି । ଯାହା ଅତ୍ୟନ୍ତ ଖରାପ । ଦୀପାବଳିରେ ବାଣ ଫୁଟାଇଲେ ୬ ମାସ ପର୍ଯ୍ୟନ୍ତ ଜେଲ୍ ଏବଂ ୨୦୦ ଟଙ୍କା ଜରିମାନା ଲାଗିବ ବୋଲି ଗତ ସପ୍ତାହରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଚେତାବନୀ ଦେଇଥିଲେ ‌। କିନ୍ତୁ ଏହାକୁ ଦିଲ୍ଲୀବାସୀ ଭ୍ରୂକ୍ଷେପ ନକରି ଜମେଇକି ବାଣ ଫୁଟାଇଛନ୍ତି । ଫଳସ୍ବରୂପ ଜାତୀୟ ରାଜଧାନୀର ବାୟୁମଣ୍ଡଳ ଆହୁରି ବିଷାକ୍ତ ହୋଇଛି ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରେୱାରେ ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ଯୁବତୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ନେତା

ସୋମବାର ଦୀପାବଳି ପର୍ବ ସାରା ଦେଶରେ ପାଳନ କରାଯାଇଥିଲା। ଏହି ଦିନ ବାଣ ଫୁଟାଇବା ଏକ ପୁରୁଣା ପରମ୍ପରା । କିନ୍ତୁ ପରିବେଶ ଓ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଦିଲ୍ଲୀରେ ଆତସବାଜି ଉପରେ କଟକଣା ଲଗାଯାଇଥିଲା । ଲୋକମାନଙ୍କୁ ବାଣଫୁଟାରୁ ନିବୃତ୍ତ କରିବା ପାଇଁ ନିୟମ କରାଯିବା ସତ୍ତ୍ୱେ ଲୋକମାନେ ଦକ୍ଷିଣରୁ ଉତ୍ତର ପୂର୍ବ ଏବଂ ଉତ୍ତର ପଶ୍ଚିମ ଦିଲ୍ଲୀ ସମେତ ସହରର ବିଭିନ୍ନ ଅଞ୍ଚଳରେ ଆତସବାଜି କରିଥିଲେ |

ଆହୁରି ପଢ଼ନ୍ତୁ: ମିର୍ଜାପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ଟ୍ରକ୍ ମଝିରେ ଚାପିହୋଇଗଲା କାର୍, ୧୧ ମୃତ

25 Oct 2022 By The Sakala

କଟକଣା ସତ୍ତ୍ୱେ ରାଜଧାନୀ ଦିଲ୍ଲୀରେ ଫୁଟିଲା ବାଣ, ୧୦ ଗୁଣା ବଢିଲା ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: କଟକଣା ସତ୍ତ୍ୱେ ରାଜଧାନୀ ଦିଲ୍ଲୀରେ ଦୀପାବଳିରେ ଫୁଟିଲା ବାଣ । ଫଳରେ ଆଜି ସକାଳେ ଧୁଆଁମୟ ହୋଇଯାଇଛି ଦିଲ୍ଲୀ । ଦିଲ୍ଲୀରେ ପ୍ରାୟତଃ ୧୦ ଗୁଣା ବଢିଗଲା ବାୟୁ ପ୍ରଦୂଷଣ । କାଳର ଏୟାର କ୍ୱାଲିଟି ଇଣ୍ଡେକ୍ସ ଅନୁସାରେ ୩୪୨ରେ ପ୍ରଦୂଷଣ ସ୍ତର ପହଞ୍ଚିଛି । ଯାହା ଅତ୍ୟନ୍ତ ଖରାପ । ଦୀପାବଳିରେ ବାଣ ଫୁଟାଇଲେ ୬ ମାସ ପର୍ଯ୍ୟନ୍ତ ଜେଲ୍ ଏବଂ ୨୦୦ ଟଙ୍କା ଜରିମାନା ଲାଗିବ ବୋଲି ଗତ ସପ୍ତାହରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଚେତାବନୀ ଦେଇଥିଲେ ‌। କିନ୍ତୁ ଏହାକୁ ଦିଲ୍ଲୀବାସୀ ଭ୍ରୂକ୍ଷେପ ନକରି ଜମେଇକି ବାଣ ଫୁଟାଇଛନ୍ତି । ଫଳସ୍ବରୂପ ଜାତୀୟ ରାଜଧାନୀର ବାୟୁମଣ୍ଡଳ ଆହୁରି ବିଷାକ୍ତ ହୋଇଛି ।

ସୋମବାର ଦୀପାବଳି ପର୍ବ ସାରା ଦେଶରେ ପାଳନ କରାଯାଇଥିଲା। ଏହି ଦିନ ବାଣ ଫୁଟାଇବା ଏକ ପୁରୁଣା ପରମ୍ପରା । କିନ୍ତୁ ପରିବେଶ ଓ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଦିଲ୍ଲୀରେ ଆତସବାଜି ଉପରେ କଟକଣା ଲଗାଯାଇଥିଲା । ଲୋକମାନଙ୍କୁ ବାଣଫୁଟାରୁ ନିବୃତ୍ତ କରିବା ପାଇଁ ନିୟମ କରାଯିବା ସତ୍ତ୍ୱେ ଲୋକମାନେ ଦକ୍ଷିଣରୁ ଉତ୍ତର ପୂର୍ବ ଏବଂ ଉତ୍ତର ପଶ୍ଚିମ ଦିଲ୍ଲୀ ସମେତ ସହରର ବିଭିନ୍ନ ଅଞ୍ଚଳରେ ଆତସବାଜି କରିଥିଲେ |

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର