କରୋନା ମହାମାରୀ ସମୟରେ ଦିଲ୍ଲୀ ସରକାରଙ୍କ ବଡ ଘୋଷଣା, ସମସ୍ତ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ମିଳିବ ୫ହଜାର ଟଙ୍କାର ସହାୟତା ରାଶି

The Sakala Picture
Published On

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଦିଲ୍ଲୀ ସରକାର ବଡ ଘୋଷଣା କରିଛନ୍ତି। ପଞ୍ଜିକୃତ ହୋଇଥିବା ସମସ୍ତ ନିର୍ମାଣ ଶ୍ରମିକଙ୍କୁ ୫ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି କେଜ୍ରିୱାଲ। ଏଥିରେ ୨ ଲକ୍ଷରୁ ଉର୍ଦ୍ଧ୍ବ  ନିର୍ମାଣ ଶ୍ରମିକ ଉପକୃତ ହେବେ । ଦିଲ୍ଲୀରେ ମୋଟ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ସଂଖ୍ୟା ୨,୧୦,୬୮୪ । ସେମାନଙ୍କ ମଧ୍ୟରୁ ୧,୦୫,୭୫୦ ଜଣ ଶ୍ରମିକଙ୍କ ଖାତାକୁ ଟଙ୍କା ପଠାଇ ଦିଆଯାଇଥିବା ବେଳେ ବାକିଥିବା ଅନ୍ୟ ସମସ୍ତ ନିର୍ମାଣ ଶ୍ରମିକଙ୍କୁ ଆଗାମୀ […]

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଦିଲ୍ଲୀ ସରକାର ବଡ ଘୋଷଣା କରିଛନ୍ତି। ପଞ୍ଜିକୃତ ହୋଇଥିବା ସମସ୍ତ ନିର୍ମାଣ ଶ୍ରମିକଙ୍କୁ ୫ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି କେଜ୍ରିୱାଲ। ଏଥିରେ ୨ ଲକ୍ଷରୁ ଉର୍ଦ୍ଧ୍ବ  ନିର୍ମାଣ ଶ୍ରମିକ ଉପକୃତ ହେବେ । ଦିଲ୍ଲୀରେ ମୋଟ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ସଂଖ୍ୟା ୨,୧୦,୬୮୪ । ସେମାନଙ୍କ ମଧ୍ୟରୁ ୧,୦୫,୭୫୦ ଜଣ ଶ୍ରମିକଙ୍କ ଖାତାକୁ ଟଙ୍କା ପଠାଇ ଦିଆଯାଇଥିବା ବେଳେ ବାକିଥିବା ଅନ୍ୟ ସମସ୍ତ ନିର୍ମାଣ ଶ୍ରମିକଙ୍କୁ ଆଗାମୀ ଦିନରେ ଏହି ରାଶି ପ୍ରଦାନ କରାଯିବ । ଅନ୍ୟପଟେ ଶ୍ରମିକ ମାନଙ୍କ ପାଇଁ ବିଭିନ୍ନ ଜିଲ୍ଲାରେ ଥିବା ସ୍କୁଲ ମାନଙ୍କରେ ମାଗଣା ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି । ଗୁରୁବାର ସୁଦ୍ଧା ଏହି ସବୁ ସ୍ଥାନରୁ ୭ ହଜାର ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଥିବା କଥା କୁହାଯାଇଛି ।

ଆହୁରି ପଢ଼ନ୍ତୁ: ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ଜାପାନ: ୭.୫ ତୀବ୍ରତା ରେକର୍ଡ, ସୁନାମି ଆଲର୍ଟ ଜାରି

ଏହାସହ ଦିଲ୍ଲୀ ସରକାର କିଛି ଦିନ ମଧ୍ୟରେ ଶ୍ରମିକ ମାନଙ୍କ ପାଇଁ ଏକ ହେଲ୍ପ ଲାଇନ୍ ନମ୍ବର ଜାରୀ କରିବାକୁ ଯାଉଛନ୍ତି । ଏହି ନମ୍ବରରେ ଫୋନ କରି ଶ୍ରମିକମାନେ ଖାଦ୍ୟ ବଣ୍ଟନ କେନ୍ଦ୍ର, ମେଡିକାଲ ବେଡ, ଔଷଧ ଭଳି ବିଭିନ୍ନ ସମସ୍ୟା ବାବଦରେ ପଚାରି ବୁଝି ପାରିବେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଚାଞ୍ଚଲ୍ୟ: ଆଇଆରଏସ ଅଧିକାରୀଙ୍କ ଝିଅକୁ ଦୁଷ୍କର୍ମ ପରେ ମୋବାଇଲ୍ ଚାର୍ଜିଂ କେବୁଲରେ ତଣ୍ଟି ଚିପି ହତ୍ୟା

24 Apr 2021 By The Sakala

କରୋନା ମହାମାରୀ ସମୟରେ ଦିଲ୍ଲୀ ସରକାରଙ୍କ ବଡ ଘୋଷଣା, ସମସ୍ତ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ମିଳିବ ୫ହଜାର ଟଙ୍କାର ସହାୟତା ରାଶି

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଦିଲ୍ଲୀ ସରକାର ବଡ ଘୋଷଣା କରିଛନ୍ତି। ପଞ୍ଜିକୃତ ହୋଇଥିବା ସମସ୍ତ ନିର୍ମାଣ ଶ୍ରମିକଙ୍କୁ ୫ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି କେଜ୍ରିୱାଲ। ଏଥିରେ ୨ ଲକ୍ଷରୁ ଉର୍ଦ୍ଧ୍ବ  ନିର୍ମାଣ ଶ୍ରମିକ ଉପକୃତ ହେବେ । ଦିଲ୍ଲୀରେ ମୋଟ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ସଂଖ୍ୟା ୨,୧୦,୬୮୪ । ସେମାନଙ୍କ ମଧ୍ୟରୁ ୧,୦୫,୭୫୦ ଜଣ ଶ୍ରମିକଙ୍କ ଖାତାକୁ ଟଙ୍କା ପଠାଇ ଦିଆଯାଇଥିବା ବେଳେ ବାକିଥିବା ଅନ୍ୟ ସମସ୍ତ ନିର୍ମାଣ ଶ୍ରମିକଙ୍କୁ ଆଗାମୀ ଦିନରେ ଏହି ରାଶି ପ୍ରଦାନ କରାଯିବ । ଅନ୍ୟପଟେ ଶ୍ରମିକ ମାନଙ୍କ ପାଇଁ ବିଭିନ୍ନ ଜିଲ୍ଲାରେ ଥିବା ସ୍କୁଲ ମାନଙ୍କରେ ମାଗଣା ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି । ଗୁରୁବାର ସୁଦ୍ଧା ଏହି ସବୁ ସ୍ଥାନରୁ ୭ ହଜାର ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଥିବା କଥା କୁହାଯାଇଛି ।

ଏହାସହ ଦିଲ୍ଲୀ ସରକାର କିଛି ଦିନ ମଧ୍ୟରେ ଶ୍ରମିକ ମାନଙ୍କ ପାଇଁ ଏକ ହେଲ୍ପ ଲାଇନ୍ ନମ୍ବର ଜାରୀ କରିବାକୁ ଯାଉଛନ୍ତି । ଏହି ନମ୍ବରରେ ଫୋନ କରି ଶ୍ରମିକମାନେ ଖାଦ୍ୟ ବଣ୍ଟନ କେନ୍ଦ୍ର, ମେଡିକାଲ ବେଡ, ଔଷଧ ଭଳି ବିଭିନ୍ନ ସମସ୍ୟା ବାବଦରେ ପଚାରି ବୁଝି ପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର