କେଜ୍ରିୱାଲଙ୍କ ବଡ଼ ଘୋଷଣା: ପଞ୍ଜାବରେ ଭଗୱନ୍ତ ମାନ୍ ଆପର ମୁଖ୍ଯମନ୍ତ୍ରୀ ଚେହେରା

The Sakala Picture
Published On

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନରେ ​​ସାଂସଦ ଭଗୱନ୍ତ ମାନ ଆମ୍ ଆଦମୀ ପାର୍ଟିର ମୁଖ୍ଯମନ୍ତ୍ରୀ ଚେହେରା ହେବେ। ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ମୋହାଲିରେ ଏହି ଘୋଷଣା କରିଛନ୍ତି। ଏହି ସମୟରେ ଭଗୱନ୍ତ ମନଙ୍କ ମାତା ହରପାଲ କୌର ମଧ୍ୟ ଉପସ୍ଥିତ ଥିଲେ। पंजाबियों ने चुना #AAPdaCM चेहरा | AAP National Convenor Shri @ArvindKejriwal LIVE https://t.co/SE9ixq2ldh — AAP (@AamAadmiParty) January 18, 2022 ପଞ୍ଜାବରେ ଦଳର ମୁଖ୍ୟମନ୍ତ୍ରୀଙ୍କ […]

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନରେ ​​ସାଂସଦ ଭଗୱନ୍ତ ମାନ ଆମ୍ ଆଦମୀ ପାର୍ଟିର ମୁଖ୍ଯମନ୍ତ୍ରୀ ଚେହେରା ହେବେ। ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ମୋହାଲିରେ ଏହି ଘୋଷଣା କରିଛନ୍ତି। ଏହି ସମୟରେ ଭଗୱନ୍ତ ମନଙ୍କ ମାତା ହରପାଲ କୌର ମଧ୍ୟ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ପଞ୍ଜାବରେ ଦଳର ମୁଖ୍ୟମନ୍ତ୍ରୀଙ୍କ ଚେହେରା ବାଛିବା ପାଇଁ ଆମ୍ ଆଦମୀ ପାର୍ଟି ଦ୍ୱାରା ଏକ ନମ୍ବର ଜାରି କରାଯାଇଥିଲା। ଏହାପୂର୍ବରୁ,ଦଳର ବିଧାୟକଙ୍କ ତରଫରୁ ସାଂସଦ ଭଗୱନ୍ତ ମାନଙ୍କୁ ସିଏମ ଭାବରେ ଘୋଷଣା କରିବାକୁ ଦାବି ହୋଇଥିଲା। କିନ୍ତୁ ଲୋହଡୀ ଦିନ ଅରବିନ୍ଦ କେଜ୍ରିୱାଲ ଏଥିପାଇଁ ପଞ୍ଜାବବାସୀଙ୍କ ମତାମତ ଲୋଡିଥିଲେ।

ପଞ୍ଜାବରେ ୨୦୨୨ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବା ଆମ୍ ଆଦମୀ ପାର୍ଟି ହେଉଛି ପ୍ରଥମ ଦଳ ଯିଏକି ଏହାର ସିଏମ୍ ଚେହେରା ଘୋଷଣା କରିଛି। ଆପକୁ ଛାଡିଦେଲେ ଏପର୍ଯ୍ୟନ୍ତ କୌଣସି ଦଳ ପକ୍ଷରୁ ସିଏମ୍ ଚେହେରା ଘୋଷଣା କରାଯାଇ ନାହିଁ। ଲୋକଙ୍କ ମତାମତ ନେଇ ସିଏମଙ୍କ ଚେହେରା ଚୟନ କରାଯାଇଛି। ଏ ବାବଦରେ ଏପର୍ଯ୍ୟନ୍ତ ୧୫ ଲକ୍ଷରୁ ଅଧିକ ଲୋକ ମତାମତ ଦେଇଥିବା ସୂଚନା ।

ପୂର୍ବରୁ  ଏକ ସାମ୍ବାଦିକ ସମ୍ମିଳନୀରେ ପଞ୍ଜାବ ଦାୟିତ୍ବରେ ଥିବା ଆପ ନେତା ରାଘବ ଚାଡା କଂଗ୍ରେସ ଉପରେ ପର୍ଷିଥିଲେ।କଂଗ୍ରେସ କେବଳ ଦଲିତ ଭୋଟ୍ ପାଇବା ପାଇଁ ସିଏମ୍ ଚରଣଜିତ୍ ସିଂହ ଚନ୍ନିଙ୍କୁ ବ୍ୟବହାର କରିଛି। ମହାରାଷ୍ଟ୍ରରେ କଂଗ୍ରେସ ମଧ୍ୟ ସମାନ କାର୍ଯ୍ୟ କରିଛି ବୋଲି ଆପ ନେତା ରାଘବ ଚାଡା କହିଥିଲେ।

18 Jan 2022 By The Sakala

https://www.thesakala.in/national-international/delhi-cm-arvind-kejriwal-announce-punjab-cm-candidate-aam-admi-party/article-8542
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର