ଦିଲ୍ଲୀ ବିଜେପିର ପୂର୍ବତନ ଉପାଧ୍ୟକ୍ଷଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ବିଜେପିର ପୂର୍ବତନ ଉପାଅଧ୍ୟକ୍ଷ ଜିଏସ ବାୱା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସୁଭାଷ ନଗରରେ ଥିବା ପାର୍କର ଗ୍ରୀଲରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ମିଳିଛି। ବେକରେ ରଶି ବନ୍ଧାଯାଇ ଏକ ଗ୍ରୀଲରେ ଝୁଲନ୍ତା ଅବସ୍ଥାରେ ପୁଲିସ ମୃତଦେକୁ ଜବତ କରିଛି। ୫୮ ବର୍ଷୀୟ ଏହି ଭାଜପା ନେତା ଦିଲ୍ଲୀର ଫତେହ ନଗରରେ ରହୁଥିଲେ। ସେ ପଶ୍ଚିମ ଦିଲ୍ଲୀ ବିଜେପିର ପୂର୍ବତନ ଉପାଧ୍ୟକ୍ଷ ଥିଲେ। ପାରିବାରିକ ସମସ୍ୟା ଯୋଗୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି […]

ନୂଆଦିଲ୍ଲୀ: ଦିଲ୍ଲୀ ବିଜେପିର ପୂର୍ବତନ ଉପାଅଧ୍ୟକ୍ଷ ଜିଏସ ବାୱା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସୁଭାଷ ନଗରରେ ଥିବା ପାର୍କର ଗ୍ରୀଲରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ମିଳିଛି। ବେକରେ ରଶି ବନ୍ଧାଯାଇ ଏକ ଗ୍ରୀଲରେ ଝୁଲନ୍ତା ଅବସ୍ଥାରେ ପୁଲିସ ମୃତଦେକୁ ଜବତ କରିଛି। ୫୮ ବର୍ଷୀୟ ଏହି ଭାଜପା ନେତା ଦିଲ୍ଲୀର ଫତେହ ନଗରରେ ରହୁଥିଲେ। ସେ ପଶ୍ଚିମ ଦିଲ୍ଲୀ ବିଜେପିର ପୂର୍ବତନ ଉପାଧ୍ୟକ୍ଷ ଥିଲେ। ପାରିବାରିକ ସମସ୍ୟା ଯୋଗୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି।

ଆହୁରି ପଢ଼ନ୍ତୁ: ତ୍ୱିଷା ଶର୍ମା ମୃତ୍ୟୁ ମାମଲା: ସ୍ୱାମୀ ସମର୍ଥ ସିଂହ ଗିରଫ, ସିବିଆଇ ତଦନ୍ତ ପାଇଁ ସୁପାରିସ

ଗତକାଲି ସନ୍ଧ୍ୟାରେ ଲୋକେ ପାର୍କରେ ଭ୍ରମଣ କରୁଥିବାବେଳେ ଲୋକେ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ପରେ ଲୋକେ ପୁଲିସକୁ ଏ ସମ୍ପର୍କରେ ଖବର ଦେଇଥିଲେ । ପୁଲିସ ଯାଞ୍ଚ କରିବା ସମୟରେ ଏହା ଜି.ଏସ ବାୱାଙ୍କ ମୃତଦେହ ବୋଲି ଜାଣିବାକୁ ପାଇଥିଲା । ବର୍ତ୍ତମାନ ମୃତଦେହ ଜବତ କରି ଘଟଣାର ଅଧିକ ଯାଞ୍ଚ କରୁଛି ପୁଲିସ। ତେବେ ମୃତଦେହ ନିକଟରୁ ସୁଇସାଇଡାଲ୍ ନୋଟ୍ ମିଳିନାହିଁ ।

ଆହୁରି ପଢ଼ନ୍ତୁ: ତ୍ୱିଷା ଶର୍ମା ମୃତ୍ୟୁ ମାମଲା: ଶାଶୁ ତଥା ଅବସରପ୍ରାପ୍ତ ବିଚାରପତି ଗିରିବାଳା ସିଂହ ଗିରଫ

30 Mar 2021 By The Sakala

ଦିଲ୍ଲୀ ବିଜେପିର ପୂର୍ବତନ ଉପାଧ୍ୟକ୍ଷଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଦିଲ୍ଲୀ ବିଜେପିର ପୂର୍ବତନ ଉପାଅଧ୍ୟକ୍ଷ ଜିଏସ ବାୱା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସୁଭାଷ ନଗରରେ ଥିବା ପାର୍କର ଗ୍ରୀଲରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ମିଳିଛି। ବେକରେ ରଶି ବନ୍ଧାଯାଇ ଏକ ଗ୍ରୀଲରେ ଝୁଲନ୍ତା ଅବସ୍ଥାରେ ପୁଲିସ ମୃତଦେକୁ ଜବତ କରିଛି। ୫୮ ବର୍ଷୀୟ ଏହି ଭାଜପା ନେତା ଦିଲ୍ଲୀର ଫତେହ ନଗରରେ ରହୁଥିଲେ। ସେ ପଶ୍ଚିମ ଦିଲ୍ଲୀ ବିଜେପିର ପୂର୍ବତନ ଉପାଧ୍ୟକ୍ଷ ଥିଲେ। ପାରିବାରିକ ସମସ୍ୟା ଯୋଗୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି।

ଗତକାଲି ସନ୍ଧ୍ୟାରେ ଲୋକେ ପାର୍କରେ ଭ୍ରମଣ କରୁଥିବାବେଳେ ଲୋକେ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ପରେ ଲୋକେ ପୁଲିସକୁ ଏ ସମ୍ପର୍କରେ ଖବର ଦେଇଥିଲେ । ପୁଲିସ ଯାଞ୍ଚ କରିବା ସମୟରେ ଏହା ଜି.ଏସ ବାୱାଙ୍କ ମୃତଦେହ ବୋଲି ଜାଣିବାକୁ ପାଇଥିଲା । ବର୍ତ୍ତମାନ ମୃତଦେହ ଜବତ କରି ଘଟଣାର ଅଧିକ ଯାଞ୍ଚ କରୁଛି ପୁଲିସ। ତେବେ ମୃତଦେହ ନିକଟରୁ ସୁଇସାଇଡାଲ୍ ନୋଟ୍ ମିଳିନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର