କାମ ଦେଲାନି ବିରୋଧୀଙ୍କ ରଣନୀତି, ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍ ପାରିତ

The Sakala Picture
Published On

ନୂଆଦିଲ୍ଲୀ: ବିରୋଧୀଙ୍କ ସବୁ ରଣନୀତି ଫେଲ୍‌ । ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍ ପାରିତ । ରାଜ୍ୟସଭାରେ ଦିଲ୍ଲୀ ସର୍ଭିସ ବିଲ୍‌କୁ ରୋକିବା ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇଥିଲେ ହେଁ ଏହା ସଫଳ ହୋଇନି। ଶେଷରେ ଏହି ବିଲ୍ ବହୁମତରେ ପାସ ହୋଇଛି । ବିଲ୍ ସମର୍ଥନରେ ପଡ଼ିଲା ମୋଟ ୧୩୧ ଭୋଟ । ବିଲ୍ ବିରୋଧରେ ପଡ଼ିଲା ୧୦୨ ଭୋଟ । ପୂର୍ବରୁ ଲୋକସଭାରେ ପାସ୍ ହୋଇଛି ଏହି ବିଲ୍ । ଏବେ ଏହି […]

ନୂଆଦିଲ୍ଲୀ: ବିରୋଧୀଙ୍କ ସବୁ ରଣନୀତି ଫେଲ୍‌ । ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍ ପାରିତ । ରାଜ୍ୟସଭାରେ ଦିଲ୍ଲୀ ସର୍ଭିସ ବିଲ୍‌କୁ ରୋକିବା ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇଥିଲେ ହେଁ ଏହା ସଫଳ ହୋଇନି। ଶେଷରେ ଏହି ବିଲ୍ ବହୁମତରେ ପାସ ହୋଇଛି । ବିଲ୍ ସମର୍ଥନରେ ପଡ଼ିଲା ମୋଟ ୧୩୧ ଭୋଟ । ବିଲ୍ ବିରୋଧରେ ପଡ଼ିଲା ୧୦୨ ଭୋଟ । ପୂର୍ବରୁ ଲୋକସଭାରେ ପାସ୍ ହୋଇଛି ଏହି ବିଲ୍ । ଏବେ ଏହି ବିଲ୍ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ଯିବ । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଆଇନରେ ପରିଣତ ହେବ ।

ଆହୁରି ପଢ଼ନ୍ତୁ: "ଏଠାରୁ ଟ୍ରାଫିକ୍ ହଟାଅ": ରାଲି ଯୋଗୁଁ ରାସ୍ତା ଜାମ୍ ହେବାରୁ ମନ୍ତ୍ରୀ ଗିରୀଶ ମହାଜନଙ୍କ ଉପରେ ବର୍ଷିଲେ ମୁମ୍ବାଇର ମହିଳା

ରାଜ୍ୟସଭାରେ ସୋମବାର ଦିଲ୍ଲୀ ସର୍ଭିସ ବିଲ୍ ଉପରେ ଚର୍ଚ୍ଚା ବେଳେ ବିରୋଧୀ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ । ନିର୍ବାଚିତ ସରକାରଙ୍କ ଅଧିକାରଙ୍କୁ କମ କରି ସୁପର ସିଏମ୍ ହେବା ଉଦ୍ୟମ କରାଯାଉଥିବା ଅଭିଯୋଗ କରିଥିଲା ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

07 Aug 2023 By The Sakala

କାମ ଦେଲାନି ବିରୋଧୀଙ୍କ ରଣନୀତି, ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍ ପାରିତ

ନୂଆଦିଲ୍ଲୀ: ବିରୋଧୀଙ୍କ ସବୁ ରଣନୀତି ଫେଲ୍‌ । ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍ ପାରିତ । ରାଜ୍ୟସଭାରେ ଦିଲ୍ଲୀ ସର୍ଭିସ ବିଲ୍‌କୁ ରୋକିବା ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇଥିଲେ ହେଁ ଏହା ସଫଳ ହୋଇନି। ଶେଷରେ ଏହି ବିଲ୍ ବହୁମତରେ ପାସ ହୋଇଛି । ବିଲ୍ ସମର୍ଥନରେ ପଡ଼ିଲା ମୋଟ ୧୩୧ ଭୋଟ । ବିଲ୍ ବିରୋଧରେ ପଡ଼ିଲା ୧୦୨ ଭୋଟ । ପୂର୍ବରୁ ଲୋକସଭାରେ ପାସ୍ ହୋଇଛି ଏହି ବିଲ୍ । ଏବେ ଏହି ବିଲ୍ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ଯିବ । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଆଇନରେ ପରିଣତ ହେବ ।

ରାଜ୍ୟସଭାରେ ସୋମବାର ଦିଲ୍ଲୀ ସର୍ଭିସ ବିଲ୍ ଉପରେ ଚର୍ଚ୍ଚା ବେଳେ ବିରୋଧୀ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ । ନିର୍ବାଚିତ ସରକାରଙ୍କ ଅଧିକାରଙ୍କୁ କମ କରି ସୁପର ସିଏମ୍ ହେବା ଉଦ୍ୟମ କରାଯାଉଥିବା ଅଭିଯୋଗ କରିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର