ବିଶ୍ୱର ପ୍ରଥମ ଦେଶ ଭାବେ ୨ ବର୍ଷ ବୟସରୁ ଅଧିକ ଛୁଆଙ୍କୁ କରୋନା ଟିକା ଦେଲା ଏଇ ଦେଶ….

The Sakala Picture
Published On

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ଦେଶ ଭାବେ କ୍ୟୁବା ୨ ବର୍ଷ ବୟସରୁ ଅଧିକ ଛୁଆଙ୍କୁ କରୋନା ଟିକା ଦେବା ଆରମ୍ଭ କରିଛି । ବଡ଼ ବଡ଼ ରାଷ୍ଟ୍ର ଛୁଆଙ୍କ ଟିକାକରଣ ଆରମ୍ଭ କରି ନଥିବା ବେଳେ କ୍ୟୁବା ନେଇଛି ଏହି ବଡ଼ ପଦକ୍ଷେପ । ୨ ବର୍ଷର ଛୁଆଙ୍କୁ କରୋନା ଟିକା ଦେବାରେ କ୍ୟୁବା ଦୁନିଆରେ ପ୍ରଥମ । ପୂର୍ବରୁ କ୍ୟୁବାରେ ୧୨ ବର୍ଷରୁ ଅଧିକ ବୟସର ଛୁଆଙ୍କୁ କରୋନା ଟିକା ଦିଆଯାଇଥିଲା । ଏବେ ୨ […]

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ଦେଶ ଭାବେ କ୍ୟୁବା ୨ ବର୍ଷ ବୟସରୁ ଅଧିକ ଛୁଆଙ୍କୁ କରୋନା ଟିକା ଦେବା ଆରମ୍ଭ କରିଛି । ବଡ଼ ବଡ଼ ରାଷ୍ଟ୍ର ଛୁଆଙ୍କ ଟିକାକରଣ ଆରମ୍ଭ କରି ନଥିବା ବେଳେ କ୍ୟୁବା ନେଇଛି ଏହି ବଡ଼ ପଦକ୍ଷେପ । ୨ ବର୍ଷର ଛୁଆଙ୍କୁ କରୋନା ଟିକା ଦେବାରେ କ୍ୟୁବା ଦୁନିଆରେ ପ୍ରଥମ । ପୂର୍ବରୁ କ୍ୟୁବାରେ ୧୨ ବର୍ଷରୁ ଅଧିକ ବୟସର ଛୁଆଙ୍କୁ କରୋନା ଟିକା ଦିଆଯାଇଥିଲା । ଏବେ ୨ ବର୍ଷ ବୟସରୁ ଅଧିକ ଛୁଆଙ୍କୁ ଟିକାକରଣ ଆରମ୍ଭ ହୋଇଛି ।

ଆହୁରି ପଢ଼ନ୍ତୁ: "ଖେଳାଳିଙ୍କୁ ମାରିଦିଅନି", ବିସିସିଆଇର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ନେଇ ବର୍ଷିଲେ ଲଳିତ ମୋଦୀ

ସେପ୍ଟେମ୍ବର ୩ରୁ କ୍ୟୁବାରେ ୧୨ ବର୍ଷରୁ ଅଧିକ ବୟସ୍କ ଛୁଆଙ୍କୁ ଟିକା ଦେବା ଆରମ୍ଭ ହୋଇଥିଲା । ଏହାପରେ ଗତକାଲିଠାରୁ ୨ରୁ ୧୧ ବର୍ଷ ବୟସ୍କ ଛୁଆଙ୍କୁ ଟିକା ଦିଆଯାଉଛି । ଏବେ ଦୁନିଆରେ ଛୁଆଙ୍କୁ ଟିକା ଦେବା ନେଇ ପରୀକ୍ଷଣ ଚାଲିଛି । ଚୀନ, ୟୁଏଇ ଓ ଭେନଜୁଏଲା ଭଳି ଦେଶ ଛୁଆଙ୍କୁ କରୋନା ଟିକା ଦେବା ନେଇ ଘୋଷଣା କରି ଥିବାବେଳେ ଟିକାକରଣ ଆରମ୍ଭ ହୋଇନାହିଁ । ଭାରତରେ ମଧ୍ୟ ୧୨ ବର୍ଷରୁ ଊର୍ଦ୍ଧ୍ୱ ଛୁଆଙ୍କୁ ଟିକା ଦେବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ଜାଇଡସ୍ କ୍ୟାଡିଲାର କରୋନା ଟିକାକୁ ଜରୁରୀକାଳୀନ ବ୍ୟବହାର ଅନୁମତି ମିଳିଛି ।

ଆହୁରି ପଢ଼ନ୍ତୁ: ଭାରତକୁ 'ନର୍କଖଣ୍ଡ' କହି ବିବାଦରେ ଟ୍ରମ୍ପ: କଡ଼ା ଜବାବ ଦେଲା ଭାରତ ଓ ଇରାନ

07 Sep 2021 By The Sakala

ବିଶ୍ୱର ପ୍ରଥମ ଦେଶ ଭାବେ ୨ ବର୍ଷ ବୟସରୁ ଅଧିକ ଛୁଆଙ୍କୁ କରୋନା ଟିକା ଦେଲା ଏଇ ଦେଶ….

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ଦେଶ ଭାବେ କ୍ୟୁବା ୨ ବର୍ଷ ବୟସରୁ ଅଧିକ ଛୁଆଙ୍କୁ କରୋନା ଟିକା ଦେବା ଆରମ୍ଭ କରିଛି । ବଡ଼ ବଡ଼ ରାଷ୍ଟ୍ର ଛୁଆଙ୍କ ଟିକାକରଣ ଆରମ୍ଭ କରି ନଥିବା ବେଳେ କ୍ୟୁବା ନେଇଛି ଏହି ବଡ଼ ପଦକ୍ଷେପ । ୨ ବର୍ଷର ଛୁଆଙ୍କୁ କରୋନା ଟିକା ଦେବାରେ କ୍ୟୁବା ଦୁନିଆରେ ପ୍ରଥମ । ପୂର୍ବରୁ କ୍ୟୁବାରେ ୧୨ ବର୍ଷରୁ ଅଧିକ ବୟସର ଛୁଆଙ୍କୁ କରୋନା ଟିକା ଦିଆଯାଇଥିଲା । ଏବେ ୨ ବର୍ଷ ବୟସରୁ ଅଧିକ ଛୁଆଙ୍କୁ ଟିକାକରଣ ଆରମ୍ଭ ହୋଇଛି ।

ସେପ୍ଟେମ୍ବର ୩ରୁ କ୍ୟୁବାରେ ୧୨ ବର୍ଷରୁ ଅଧିକ ବୟସ୍କ ଛୁଆଙ୍କୁ ଟିକା ଦେବା ଆରମ୍ଭ ହୋଇଥିଲା । ଏହାପରେ ଗତକାଲିଠାରୁ ୨ରୁ ୧୧ ବର୍ଷ ବୟସ୍କ ଛୁଆଙ୍କୁ ଟିକା ଦିଆଯାଉଛି । ଏବେ ଦୁନିଆରେ ଛୁଆଙ୍କୁ ଟିକା ଦେବା ନେଇ ପରୀକ୍ଷଣ ଚାଲିଛି । ଚୀନ, ୟୁଏଇ ଓ ଭେନଜୁଏଲା ଭଳି ଦେଶ ଛୁଆଙ୍କୁ କରୋନା ଟିକା ଦେବା ନେଇ ଘୋଷଣା କରି ଥିବାବେଳେ ଟିକାକରଣ ଆରମ୍ଭ ହୋଇନାହିଁ । ଭାରତରେ ମଧ୍ୟ ୧୨ ବର୍ଷରୁ ଊର୍ଦ୍ଧ୍ୱ ଛୁଆଙ୍କୁ ଟିକା ଦେବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ଜାଇଡସ୍ କ୍ୟାଡିଲାର କରୋନା ଟିକାକୁ ଜରୁରୀକାଳୀନ ବ୍ୟବହାର ଅନୁମତି ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର