ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ସମାଲୋଚନା , ‘ଅଙ୍କଲ୍‌ଜୀ… ଆଉ ଏକ ଚାକିରି ଖୋଜ’

The Sakala Picture
Published On

କୋଲକାତା : ଟିଏମସି ସରକାର ଏବଂ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନିଖରଙ୍କ ମଧ୍ୟରେ ବିବାଦ ଥମିବାର ନା ଧରୁନି। ଧନଖର ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ଥିବା କହିଛନ୍ତି। ଏହାକୁ ନେଇ ଟିଏମସି ସାଂସଦ ମହୁଆ ମୋଇତ୍ରି ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟପାଳ ନିଜକୁ ପଦ ଛାଡି ଦିଲ୍ଲୀ ଚାଲିଯିବା ଉଚିତ ଏବଂ ସେଠାରେ ନୂଆ ଚାକିରି ଖୋଜିବା ଉଚିତ | ମୋଇତ୍ରି ଧନଖରଙ୍କୁ ଅଙ୍କଲଜୀ ମଧ୍ୟ କହିଛନ୍ତି । […]

କୋଲକାତା : ଟିଏମସି ସରକାର ଏବଂ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନିଖରଙ୍କ ମଧ୍ୟରେ ବିବାଦ ଥମିବାର ନା ଧରୁନି। ଧନଖର ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ଥିବା କହିଛନ୍ତି। ଏହାକୁ ନେଇ ଟିଏମସି ସାଂସଦ ମହୁଆ ମୋଇତ୍ରି ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟପାଳ ନିଜକୁ ପଦ ଛାଡି ଦିଲ୍ଲୀ ଚାଲିଯିବା ଉଚିତ ଏବଂ ସେଠାରେ ନୂଆ ଚାକିରି ଖୋଜିବା ଉଚିତ | ମୋଇତ୍ରି ଧନଖରଙ୍କୁ ଅଙ୍କଲଜୀ ମଧ୍ୟ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୋହନ ମାଝୀ

ସେ ଅଭିଯୋଗ କରିଛନ୍ତି ଯେ ଧନଖର ନିଜ ପରିବାର ଲୋକ ଏବଂ ଅନ୍ୟ ସମ୍ପର୍କୀୟଙ୍କୁ ରାଜଭବନରେ ନିଯୁକ୍ତି ଦେଇଛନ୍ତି। ସେମାନଙ୍କୁ ଅଫିସର ଅନ ସ୍ପେସିଆଲ ଡ୍ୟୁଟି(ଓଏସଡି) ବନାଯାଇଛି। ମହୁଆ କହିଛନ୍ତି ଯେ ରାଜ୍ୟପାଳଙ୍କୁ ପ୍ରଶ୍ନ ପଚାରିବା ପାଇଁ ଆମର ଗଣତାନ୍ତ୍ରିକ ଅଧିକାର ରହିଛି। ସେ କ୍ରମାଗତ ଭାବେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରୁଛନ୍ତି। ସେ ନିଜ ଚେହେରାକୁ ଆଇନାରେ ଦେଖନ୍ତୁ । ରାଜ୍ୟପାଳ ନିଜ ଗାଁ ଏବଂ ବଂଶକୁ ରାଜଭବନକୁ ନେଇ ଆସିଛନ୍ତି ।

ଆହୁରି ପଢ଼ନ୍ତୁ: ଭାରତରୁ ଆମ୍ବ ଆମଦାନୀ ଉପରେ କଟକଣା ଲଗାଇଲା ନେପାଳ, କୀଟନାଶକ ପ୍ରୟୋଗକୁ ନେଇ ଆଶଙ୍କା

07 Jun 2021 By The Sakala

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ସମାଲୋଚନା , ‘ଅଙ୍କଲ୍‌ଜୀ… ଆଉ ଏକ ଚାକିରି ଖୋଜ’

କୋଲକାତା : ଟିଏମସି ସରକାର ଏବଂ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନିଖରଙ୍କ ମଧ୍ୟରେ ବିବାଦ ଥମିବାର ନା ଧରୁନି। ଧନଖର ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ଥିବା କହିଛନ୍ତି। ଏହାକୁ ନେଇ ଟିଏମସି ସାଂସଦ ମହୁଆ ମୋଇତ୍ରି ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟପାଳ ନିଜକୁ ପଦ ଛାଡି ଦିଲ୍ଲୀ ଚାଲିଯିବା ଉଚିତ ଏବଂ ସେଠାରେ ନୂଆ ଚାକିରି ଖୋଜିବା ଉଚିତ | ମୋଇତ୍ରି ଧନଖରଙ୍କୁ ଅଙ୍କଲଜୀ ମଧ୍ୟ କହିଛନ୍ତି ।

ସେ ଅଭିଯୋଗ କରିଛନ୍ତି ଯେ ଧନଖର ନିଜ ପରିବାର ଲୋକ ଏବଂ ଅନ୍ୟ ସମ୍ପର୍କୀୟଙ୍କୁ ରାଜଭବନରେ ନିଯୁକ୍ତି ଦେଇଛନ୍ତି। ସେମାନଙ୍କୁ ଅଫିସର ଅନ ସ୍ପେସିଆଲ ଡ୍ୟୁଟି(ଓଏସଡି) ବନାଯାଇଛି। ମହୁଆ କହିଛନ୍ତି ଯେ ରାଜ୍ୟପାଳଙ୍କୁ ପ୍ରଶ୍ନ ପଚାରିବା ପାଇଁ ଆମର ଗଣତାନ୍ତ୍ରିକ ଅଧିକାର ରହିଛି। ସେ କ୍ରମାଗତ ଭାବେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରୁଛନ୍ତି। ସେ ନିଜ ଚେହେରାକୁ ଆଇନାରେ ଦେଖନ୍ତୁ । ରାଜ୍ୟପାଳ ନିଜ ଗାଁ ଏବଂ ବଂଶକୁ ରାଜଭବନକୁ ନେଇ ଆସିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର