ମସ୍ତିଷ୍କ ପାଇଁ ଭୟଙ୍କର ବିପଦ ଆଣିପାରେ କରୋନା ଭୂତାଣୁ, ଯାଇପାରେ ସ୍ମୃତିଶକ୍ତି

The Sakala Picture
Published On

କରୋନାରୁ ସୁସ୍ଥ ହେବାପରେ ଲୋକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥି ମଧ୍ୟରେ ସ୍ମୃତି ଶକ୍ତି ହରାଇବା, ବାଚାଳାମିର ଲକ୍ଷଣ ଦେଖାଦେବା ଏବଂ ସ୍ନାୟବିକ ସମସ୍ୟା ପ୍ରମୁଖ ରହିଛି। କରୋନା ଭୂତାଣୁ ଯୋଗୁଁ ଏପରି ହେଉଛି। ଏହା ମସ୍ତିଷ୍କ ପାଇଁ ବିପଦ ସୃଷ୍ଟି କରୁଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। ଆମେରିକା କାଲିଫର୍ଣ୍ଣିଆ ନ୍ୟାସନାଲ ପ୍ରିମିଟିଭ ରିସର୍ଚ୍ଚ ସେଣ୍ଟରର ଅଧ୍ୟୟନରୁ ଏହା ଜଣାପଡିଛି। ମସ୍ତିଷ୍କ ଉପରେ କରୋନାର ପ୍ରଭାବ ଜାଣିବା ପାଇଁ ଗବେଷକମାନେ ମାଙ୍କଡ ଉପରେ ଏକ ପରୀକ୍ଷଣ […]

କରୋନାରୁ ସୁସ୍ଥ ହେବାପରେ ଲୋକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥି ମଧ୍ୟରେ ସ୍ମୃତି ଶକ୍ତି ହରାଇବା, ବାଚାଳାମିର ଲକ୍ଷଣ ଦେଖାଦେବା ଏବଂ ସ୍ନାୟବିକ ସମସ୍ୟା ପ୍ରମୁଖ ରହିଛି। କରୋନା ଭୂତାଣୁ ଯୋଗୁଁ ଏପରି ହେଉଛି। ଏହା ମସ୍ତିଷ୍କ ପାଇଁ ବିପଦ ସୃଷ୍ଟି କରୁଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। ଆମେରିକା କାଲିଫର୍ଣ୍ଣିଆ ନ୍ୟାସନାଲ ପ୍ରିମିଟିଭ ରିସର୍ଚ୍ଚ ସେଣ୍ଟରର ଅଧ୍ୟୟନରୁ ଏହା ଜଣାପଡିଛି। ମସ୍ତିଷ୍କ ଉପରେ କରୋନାର ପ୍ରଭାବ ଜାଣିବା ପାଇଁ ଗବେଷକମାନେ ମାଙ୍କଡ ଉପରେ ଏକ ପରୀକ୍ଷଣ କରିଥିଲେ। ଏଥିରୁ କରୋନା ଭୂତାଣୁ ମାଙ୍କଡ ମସ୍ତିଷ୍କର କୋଷକୁ ନିପାତ କରିଦେଉଥିବା ଜଣାପଡିଥିଲା। ମନୁଷ୍ୟ କ୍ଷେତ୍ରରେ ମଧ୍ୟ ଏହି ସମସ୍ୟା ଦେଖାଦେଇପାରେ। ବୈଜ୍ଞାନିକମାନେ ପରୀକ୍ଷଣରୁ ଜାଣିବାକୁ ପାଇଥିଲେ ଯେ, ଭୂତାଣୁ ମାଙ୍କଡର ଫୁସଫୁସ୍ ଏବଂ ସ୍ନାୟୁକୁ ସଂକ୍ରମିତ କରିଥାଏ। ସଂକ୍ରମଣ ପ୍ରଥମେ ନାକ ଏବଂ ପରେ ମସ୍ତିଷ୍କରେ ପହଞ୍ଚିଥାଏ | ଧିରେ ଧିରେ ଏହା ମସ୍ତିଷ୍କର କୋଣ ଅନୁକୋଣକୁ ବ୍ୟାପି ଯାଇଥାଏ। ପରେ କୋଷକୁ ନଷ୍ଟ କରିଦେଇଥାଏ। ମନୁଷ୍ୟ କ୍ଷେତ୍ରରେ ମଧ୍ୟ ଏହା ସମାନ ରହିଥାଏ ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରେୱାରେ ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ଯୁବତୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ନେତା

18 Dec 2021 By The Sakala

ମସ୍ତିଷ୍କ ପାଇଁ ଭୟଙ୍କର ବିପଦ ଆଣିପାରେ କରୋନା ଭୂତାଣୁ, ଯାଇପାରେ ସ୍ମୃତିଶକ୍ତି

କରୋନାରୁ ସୁସ୍ଥ ହେବାପରେ ଲୋକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥି ମଧ୍ୟରେ ସ୍ମୃତି ଶକ୍ତି ହରାଇବା, ବାଚାଳାମିର ଲକ୍ଷଣ ଦେଖାଦେବା ଏବଂ ସ୍ନାୟବିକ ସମସ୍ୟା ପ୍ରମୁଖ ରହିଛି। କରୋନା ଭୂତାଣୁ ଯୋଗୁଁ ଏପରି ହେଉଛି। ଏହା ମସ୍ତିଷ୍କ ପାଇଁ ବିପଦ ସୃଷ୍ଟି କରୁଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। ଆମେରିକା କାଲିଫର୍ଣ୍ଣିଆ ନ୍ୟାସନାଲ ପ୍ରିମିଟିଭ ରିସର୍ଚ୍ଚ ସେଣ୍ଟରର ଅଧ୍ୟୟନରୁ ଏହା ଜଣାପଡିଛି। ମସ୍ତିଷ୍କ ଉପରେ କରୋନାର ପ୍ରଭାବ ଜାଣିବା ପାଇଁ ଗବେଷକମାନେ ମାଙ୍କଡ ଉପରେ ଏକ ପରୀକ୍ଷଣ କରିଥିଲେ। ଏଥିରୁ କରୋନା ଭୂତାଣୁ ମାଙ୍କଡ ମସ୍ତିଷ୍କର କୋଷକୁ ନିପାତ କରିଦେଉଥିବା ଜଣାପଡିଥିଲା। ମନୁଷ୍ୟ କ୍ଷେତ୍ରରେ ମଧ୍ୟ ଏହି ସମସ୍ୟା ଦେଖାଦେଇପାରେ। ବୈଜ୍ଞାନିକମାନେ ପରୀକ୍ଷଣରୁ ଜାଣିବାକୁ ପାଇଥିଲେ ଯେ, ଭୂତାଣୁ ମାଙ୍କଡର ଫୁସଫୁସ୍ ଏବଂ ସ୍ନାୟୁକୁ ସଂକ୍ରମିତ କରିଥାଏ। ସଂକ୍ରମଣ ପ୍ରଥମେ ନାକ ଏବଂ ପରେ ମସ୍ତିଷ୍କରେ ପହଞ୍ଚିଥାଏ | ଧିରେ ଧିରେ ଏହା ମସ୍ତିଷ୍କର କୋଣ ଅନୁକୋଣକୁ ବ୍ୟାପି ଯାଇଥାଏ। ପରେ କୋଷକୁ ନଷ୍ଟ କରିଦେଇଥାଏ। ମନୁଷ୍ୟ କ୍ଷେତ୍ରରେ ମଧ୍ୟ ଏହା ସମାନ ରହିଥାଏ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର