ଟୋକିଓ ଅଲମ୍ପିକ୍ସ ଉପରେ କରୋନାର କଳା ବାଦଲ

The Sakala Picture
Published On

ଟୋକିଓ: ଟୋକିଓ ଅଲମ୍ପିକ୍ସ ଉପରେ କରୋନାର କଳା ବାଦଲ । ଏହି ଏମରଜେନ୍ସୀ ଟୋକିଓ,ସୈତମା,ଚିବା,କାନଗାବା,ଓସାକା ଓ ଓକିନାଭା ପ୍ରଦେଶରେ ଲାଗୁ ହେବ । ଏହି ରାଜ୍ୟ ସହିତ ହୋକ୍କାଇଡୋ,ଇଶିକାବା,କ୍ୟୋଟା,ହ୍ୟୁଗୋ ଓ ଫୁକୁଓକା ପ୍ରଦେଶରେ ମଧ୍ୟ କରୋନା ସଂକ୍ରମଣ ରୋକିବ ପାଇଁ ପ୍ରାଥମିକ ପଦକ୍ଷେପ ନିଆଯାଇଛି । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଟୋକିଓରେ ଅଲମ୍ପିକ୍ସ ଆୟୋଜିତ ହେଉଛି । ଯେଉଁଥିରେ ବିଶ୍ୱର ହଜାର ହଜାର ଖେଳାଳି ଯୋଗ ଦେଉଛନ୍ତି । ଜାପାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଟ୍ୱିଟ୍ ଜାପାନ ପ୍ରଧାନମନ୍ତ୍ରୀଙ୍କ […]

ଟୋକିଓ: ଟୋକିଓ ଅଲମ୍ପିକ୍ସ ଉପରେ କରୋନାର କଳା ବାଦଲ । ଏହି ଏମରଜେନ୍ସୀ ଟୋକିଓ,ସୈତମା,ଚିବା,କାନଗାବା,ଓସାକା ଓ ଓକିନାଭା ପ୍ରଦେଶରେ ଲାଗୁ ହେବ । ଏହି ରାଜ୍ୟ ସହିତ ହୋକ୍କାଇଡୋ,ଇଶିକାବା,କ୍ୟୋଟା,ହ୍ୟୁଗୋ ଓ ଫୁକୁଓକା ପ୍ରଦେଶରେ ମଧ୍ୟ କରୋନା ସଂକ୍ରମଣ ରୋକିବ ପାଇଁ ପ୍ରାଥମିକ ପଦକ୍ଷେପ ନିଆଯାଇଛି । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଟୋକିଓରେ ଅଲମ୍ପିକ୍ସ ଆୟୋଜିତ ହେଉଛି । ଯେଉଁଥିରେ ବିଶ୍ୱର ହଜାର ହଜାର ଖେଳାଳି ଯୋଗ ଦେଉଛନ୍ତି । ଜାପାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଟ୍ୱିଟ୍ ଜାପାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏନେଇ ଟ୍ୱିଟ୍ ହୋଇଛି । ଅଗଷ୍ଟ ୩୧ ତାରିଖରୁ ଟୋକିଓ,ସୈତମା,ଚିବା,କାନଗାବା,ଓସାକା ଓ ଓକିନାଭାରେ ଏମରଜେନ୍ସି ଲାଗୁ ନେଇ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଟୋକିଓ ଓ ଓକିନାଭୋରେ ଆଗରୁ ଏମରଜେନ୍ସି ଲାଗୁ ହୋଇଥିଲା । ଯାହା ଅଗଷ୍ଟ ୨୨ ତାରିଖରେ ଶେଷ ହେବାର ଥିଲା ।

ଆହୁରି ପଢ଼ନ୍ତୁ: ଦୃଷ୍ଟିହୀନତା ହାରିଲା, ମା’ଙ୍କ ତପସ୍ୟା ଜିତିଲା: ୟୁପିଏସସିରେ ୨୦ ତମ ର଼୍ୟାଙ୍କ ହାସଲ କଲେ ନୱାଦାର ରବି ରାଜ

ରେକର୍ଡ ସ୍ତରରେ କରୋନା ସଂକ୍ରମଣ ଜାପାନୀ ମିଡିଆ ଏନଏଚକେ ୱାର୍ଲ୍ଡ ଅନୁସାରେ ଦେଶରେ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର ଏହି ଘୋଷଣା କରିଛନ୍ତି । ଟୋକିଓ ମେଟ୍ରୋପଲିଟାନ ସରକାର ଜୁଲାଇ ୨୯ ତାରିଖରେ ସଂକ୍ରମଣ ୩୮୬୫ ନୂଆ ମାମଲା ଚିହ୍ନଟ ହୋଇଥିବା ଘୋଷଣା କରିଥିଲା । ଅନ୍ୟପକ୍ଷରେ ପୁରା ଦେଶରେ ସେହି ଦିନ ୧୦ ହଜାର ୬୯୯ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା । ମହାମାରୀ ଆରମ୍ଭ ପରଠାରୁ ଗୋଟିଏ ଦିନରେ ଏହା ହେଉଛି ଜାପାନରେ ସର୍ବାଧିକ ସଂକ୍ରମଣ ମାମଲା । ସରକାରଙ୍କ ସବୁ ଚେଷ୍ଟା ସତ୍ୱେ ଜାପାନରା ସଂକ୍ରମଣ ମାମଲା ହ୍ରାସ ପାଉନାହିଁ । ଜାପାନା ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗା କହିଛନ୍ତି ଯେ, ୩୧ ଅଗଷ୍ଟ ପର୍ଯ୍ୟନ୍ତ ଆମେ ଟୋକିଓ,ସୈତାମା,ଚିବା,କାନାଗାବା,ଓସାକା ଓ ଓକିନାଭା ପ୍ରଦେଶରେ ଜରୁରୀକାଳିନ ପରିସ୍ଥିତି ଜାରି ରହିବ ।

ଆହୁରି ପଢ଼ନ୍ତୁ: ହୋଲି ରାତିରେ ଅମ୍ବିକାପୁରରେ ଲୋମହର୍ଷଣକାରୀ ଘଟଣା: ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ, ପାଣି ଟାଙ୍କିରେ ଲୁଚାଇଲା ଶବ

31 Jul 2021 By The Sakala

ଟୋକିଓ ଅଲମ୍ପିକ୍ସ ଉପରେ କରୋନାର କଳା ବାଦଲ

ଟୋକିଓ: ଟୋକିଓ ଅଲମ୍ପିକ୍ସ ଉପରେ କରୋନାର କଳା ବାଦଲ । ଏହି ଏମରଜେନ୍ସୀ ଟୋକିଓ,ସୈତମା,ଚିବା,କାନଗାବା,ଓସାକା ଓ ଓକିନାଭା ପ୍ରଦେଶରେ ଲାଗୁ ହେବ । ଏହି ରାଜ୍ୟ ସହିତ ହୋକ୍କାଇଡୋ,ଇଶିକାବା,କ୍ୟୋଟା,ହ୍ୟୁଗୋ ଓ ଫୁକୁଓକା ପ୍ରଦେଶରେ ମଧ୍ୟ କରୋନା ସଂକ୍ରମଣ ରୋକିବ ପାଇଁ ପ୍ରାଥମିକ ପଦକ୍ଷେପ ନିଆଯାଇଛି । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଟୋକିଓରେ ଅଲମ୍ପିକ୍ସ ଆୟୋଜିତ ହେଉଛି । ଯେଉଁଥିରେ ବିଶ୍ୱର ହଜାର ହଜାର ଖେଳାଳି ଯୋଗ ଦେଉଛନ୍ତି । ଜାପାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଟ୍ୱିଟ୍ ଜାପାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏନେଇ ଟ୍ୱିଟ୍ ହୋଇଛି । ଅଗଷ୍ଟ ୩୧ ତାରିଖରୁ ଟୋକିଓ,ସୈତମା,ଚିବା,କାନଗାବା,ଓସାକା ଓ ଓକିନାଭାରେ ଏମରଜେନ୍ସି ଲାଗୁ ନେଇ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଟୋକିଓ ଓ ଓକିନାଭୋରେ ଆଗରୁ ଏମରଜେନ୍ସି ଲାଗୁ ହୋଇଥିଲା । ଯାହା ଅଗଷ୍ଟ ୨୨ ତାରିଖରେ ଶେଷ ହେବାର ଥିଲା ।

ରେକର୍ଡ ସ୍ତରରେ କରୋନା ସଂକ୍ରମଣ ଜାପାନୀ ମିଡିଆ ଏନଏଚକେ ୱାର୍ଲ୍ଡ ଅନୁସାରେ ଦେଶରେ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର ଏହି ଘୋଷଣା କରିଛନ୍ତି । ଟୋକିଓ ମେଟ୍ରୋପଲିଟାନ ସରକାର ଜୁଲାଇ ୨୯ ତାରିଖରେ ସଂକ୍ରମଣ ୩୮୬୫ ନୂଆ ମାମଲା ଚିହ୍ନଟ ହୋଇଥିବା ଘୋଷଣା କରିଥିଲା । ଅନ୍ୟପକ୍ଷରେ ପୁରା ଦେଶରେ ସେହି ଦିନ ୧୦ ହଜାର ୬୯୯ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା । ମହାମାରୀ ଆରମ୍ଭ ପରଠାରୁ ଗୋଟିଏ ଦିନରେ ଏହା ହେଉଛି ଜାପାନରେ ସର୍ବାଧିକ ସଂକ୍ରମଣ ମାମଲା । ସରକାରଙ୍କ ସବୁ ଚେଷ୍ଟା ସତ୍ୱେ ଜାପାନରା ସଂକ୍ରମଣ ମାମଲା ହ୍ରାସ ପାଉନାହିଁ । ଜାପାନା ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗା କହିଛନ୍ତି ଯେ, ୩୧ ଅଗଷ୍ଟ ପର୍ଯ୍ୟନ୍ତ ଆମେ ଟୋକିଓ,ସୈତାମା,ଚିବା,କାନାଗାବା,ଓସାକା ଓ ଓକିନାଭା ପ୍ରଦେଶରେ ଜରୁରୀକାଳିନ ପରିସ୍ଥିତି ଜାରି ରହିବ ।

https://www.thesakala.in/national-international/coronas-black-cloud-over-the-tokyo-olympics/article-4263
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର