କେଜେରିୱାଲ ସରକାର କରୁଛନ୍ତି ନୂତନ ଯୋଜନା, ଦିଲ୍ଲୀବାସୀଙ୍କୁ ମିଳିବ ମାଗଣା କରୋନା ଟିକା !

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ସରକାର କରୋନା ଟିକା ଦିଲ୍ଲୀବାସୀଙ୍କୁ ମାଗଣା ଯୋଗାଇବା ପାଇଁ ଯୋଜନା କରୁଛନ୍ତି। ଦିଲ୍ଲୀରେ ମାଗଣାରେ ବିଦ୍ୟୁତ୍ ଏବଂ ଜଳ ଭଳି ସମସ୍ତ ସୁବିଧା ଯୋଗାଇବା ପରେ କେଜରିୱାଲ ସରକାର ଏହି ମହାମାରୀ ସମୟରେ ମାଗଣା କରୋନା ଟିକା ଦେବାକୁ ଚିନ୍ତା କରୁଛନ୍ତି। ସରକାରୀ ଡାକ୍ତରଖାନାଗୁଡ଼ିକରେ ମାଗଣାରେ ଦିଲ୍ଲୀବାସୀଙ୍କୁ କୋଭିଡ ଟିକା ଉପଲବ୍ଧ କରାଇବାକୁ ସରକାର ପ୍ରସ୍ତୁତ ହେଉଛନ୍ତି। ମଙ୍ଗଳବାର ଦିନ ବିଧାନସଭାରେ ବଜେଟ୍ ଉପସ୍ଥାପନ ବୋଳେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହାର ସରକାରୀ ଘୋଷଣା […]

ନୂଆଦିଲ୍ଲୀ: ଦିଲ୍ଲୀ ସରକାର କରୋନା ଟିକା ଦିଲ୍ଲୀବାସୀଙ୍କୁ ମାଗଣା ଯୋଗାଇବା ପାଇଁ ଯୋଜନା କରୁଛନ୍ତି। ଦିଲ୍ଲୀରେ ମାଗଣାରେ ବିଦ୍ୟୁତ୍ ଏବଂ ଜଳ ଭଳି ସମସ୍ତ ସୁବିଧା ଯୋଗାଇବା ପରେ କେଜରିୱାଲ ସରକାର ଏହି ମହାମାରୀ ସମୟରେ ମାଗଣା କରୋନା ଟିକା ଦେବାକୁ ଚିନ୍ତା କରୁଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ସରକାରୀ ଡାକ୍ତରଖାନାଗୁଡ଼ିକରେ ମାଗଣାରେ ଦିଲ୍ଲୀବାସୀଙ୍କୁ କୋଭିଡ ଟିକା ଉପଲବ୍ଧ କରାଇବାକୁ ସରକାର ପ୍ରସ୍ତୁତ ହେଉଛନ୍ତି। ମଙ୍ଗଳବାର ଦିନ ବିଧାନସଭାରେ ବଜେଟ୍ ଉପସ୍ଥାପନ ବୋଳେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହାର ସରକାରୀ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ସୂଚନା ଅନୁଯାୟୀ, ଏ ବାବଦରେ ଏକ ଯୋଜନା ପ୍ରସ୍ତୁତ କରାଯାଉଛି। ଦିଲ୍ଲୀରେ ସମସ୍ତ ଡାକ୍ତରଖାନାରେ ଟିକା ଦେବା ପାଇଁ ବ୍ୟବସ୍ଥା କରାଯିବ। ବାସ୍ତବରେ ଅନେକ ରାଜ୍ୟରେ କରୋନା ସଂକ୍ରମଣର ସଂଖ୍ୟା ପୁଣି ବଢିବାରେ ଲାଗିଛି। ଟିକା ଆସିବା ପରେ ମଧ୍ୟ ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇନାହିଁ। ଏହି ସମୟରେ, ଦିଲ୍ଲୀ ସରକାର ସମସ୍ତଙ୍କୁ ବିନା ମୂଲ୍ୟରେ କରୋନା ଟିକା ପ୍ରଦାନ କରିବାକୁ ବିଚାର କରୁଛନ୍ତି। ବର୍ତ୍ତମାନ ସମସ୍ତ ସରକାରୀ ଡାକ୍ତରଖାନାରେ ଏହି ଟିକା ମାଗଣା, କିନ୍ତୁ ଏହା ଆଗକୁ ଜାରି ରହିବ କି ନାହିଁ ତାହା ଦିଲ୍ଲୀ ସରକାର ନୁହେଁ କେନ୍ଦ୍ର ସରକାର ସ୍ଥିର କରିବେ।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର