ଦେଶରେ ବୃଦ୍ଧି ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ଯା; ୨୪ ଘଣ୍ଟାରେ ୨୪ ହଜାର ୮୮୨ ନୂଆ ଆକ୍ରାନ୍ତ, ୧୪୦ ମୃତ

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ପୁଣି ବୃଦ୍ଧି ପାଇବେ ଲାଗିଛି। ଦୈନିକ ସଂକ୍ରମଣ ମଧ୍ଯ ବଢ଼ି ଚାଲିଛି । ଭାରତରେ ଗତ ୨୪ ଘଣ୍ଟାରେ ୨୪ ହଜାର ୮୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪୦ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୮ ହଜାର ୪୪୬କୁ ବୃଦ୍ଧି ପାଇଛି। ଦେଶରେ ଏବେ ୨,୦୨,୦୨୨ ଜଣ ସକ୍ରିୟ ରୋଗୀ ଥିବାବେଳେ ୧,୦୯,୭୩,୨୬୦ ଜଣ ସୁସ୍ଥ ହୋଇ […]

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ପୁଣି ବୃଦ୍ଧି ପାଇବେ ଲାଗିଛି। ଦୈନିକ ସଂକ୍ରମଣ ମଧ୍ଯ ବଢ଼ି ଚାଲିଛି । ଭାରତରେ ଗତ ୨୪ ଘଣ୍ଟାରେ ୨୪ ହଜାର ୮୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪୦ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୮ ହଜାର ୪୪୬କୁ ବୃଦ୍ଧି ପାଇଛି। ଦେଶରେ ଏବେ ୨,୦୨,୦୨୨ ଜଣ ସକ୍ରିୟ ରୋଗୀ ଥିବାବେଳେ ୧,୦୯,୭୩,୨୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ବିଜନୌରରେ ଚାଞ୍ଚଲ୍ୟ: କ୍ଲିନିକ ଭିତରେ ପଶି ଡାକ୍ତରଙ୍କୁ ଗୁଳି କରି ହତ୍ୟା, ବାଇକ ଛାଡ଼ି ଫେରାର ହେଲା ଦୁର୍ବୃତ୍ତ

ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ମଧ୍ଯ ଚିନ୍ତା ବଢ଼ାଇଛି । ଗତ ୨୪ ଘଣ୍ଟାରେ କେବଳ ମହାରାଷ୍ଟ୍ରରୁ ୧୫ ହଜାର ୮୧୭ ପଜିଟିଭ୍ ବାହାରିଛନ୍ତି । ସେହିପରି କରୋନା ମହାରାଷ୍ଟ୍ରରେ ଆଉ ୫୮ ଜଣଙ୍କ ମୁଣ୍ଡ ନେଇଛି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

13 Mar 2021 By The Sakala

ଦେଶରେ ବୃଦ୍ଧି ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ଯା; ୨୪ ଘଣ୍ଟାରେ ୨୪ ହଜାର ୮୮୨ ନୂଆ ଆକ୍ରାନ୍ତ, ୧୪୦ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ପୁଣି ବୃଦ୍ଧି ପାଇବେ ଲାଗିଛି। ଦୈନିକ ସଂକ୍ରମଣ ମଧ୍ଯ ବଢ଼ି ଚାଲିଛି । ଭାରତରେ ଗତ ୨୪ ଘଣ୍ଟାରେ ୨୪ ହଜାର ୮୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪୦ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୮ ହଜାର ୪୪୬କୁ ବୃଦ୍ଧି ପାଇଛି। ଦେଶରେ ଏବେ ୨,୦୨,୦୨୨ ଜଣ ସକ୍ରିୟ ରୋଗୀ ଥିବାବେଳେ ୧,୦୯,୭୩,୨୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ମଧ୍ଯ ଚିନ୍ତା ବଢ଼ାଇଛି । ଗତ ୨୪ ଘଣ୍ଟାରେ କେବଳ ମହାରାଷ୍ଟ୍ରରୁ ୧୫ ହଜାର ୮୧୭ ପଜିଟିଭ୍ ବାହାରିଛନ୍ତି । ସେହିପରି କରୋନା ମହାରାଷ୍ଟ୍ରରେ ଆଉ ୫୮ ଜଣଙ୍କ ମୁଣ୍ଡ ନେଇଛି।

https://www.thesakala.in/national-international/corona-update-india/article-665
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର