ଶୋଇଥିବାବେଳେ କଂଗ୍ରେସ ନେତାଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କଲେ ମାଓବାଦୀ

The Sakala Picture
Published On

ଛତିଶଗଡ: ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ କଂଗ୍ରେସ ନେତା ତଥା ପୂର୍ବତନ ଜିଲ୍ଲା ସଦସ୍ୟ ଯୋଗା ପୋଡିୟମଙ୍କୁ ଅତି ନିର୍ମମ ଭାବେ ମାଓବାଦୀମାନେ ହତ୍ୟା କରିଛନ୍ତି। ନକ୍ସଲମାନେ ଆରାନପୁର ପୁଲିସ ଷ୍ଟେସନ ଅନ୍ତର୍ଗତ ପୋଟାଲି ଗାଁର ପୋଟାଲି CAF କ୍ୟାମ୍ପଠାରୁ ମାତ୍ର ୫୦୦ ମିଟର ଦୂରରେ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ଘରେ ଶୋଇଥିବା ଅବସ୍ଥାରେ କଂଗ୍ରେସ ନେତା ଯୋଗା ପୋଡିୟମଙ୍କୁ ମାଓବାଦୀମାନେ ତୀକ୍ଷ୍ଣ ଅସ୍ତ୍ରରେ ହତ୍ୟା କରିଥିଲେ। ଏହି ଘଟଣାରେ ପ୍ରାୟ ୨୦ ରୁ ୩୦ ସଶସ୍ତ୍ର […]

ଛତିଶଗଡ: ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ କଂଗ୍ରେସ ନେତା ତଥା ପୂର୍ବତନ ଜିଲ୍ଲା ସଦସ୍ୟ ଯୋଗା ପୋଡିୟମଙ୍କୁ ଅତି ନିର୍ମମ ଭାବେ ମାଓବାଦୀମାନେ ହତ୍ୟା କରିଛନ୍ତି। ନକ୍ସଲମାନେ ଆରାନପୁର ପୁଲିସ ଷ୍ଟେସନ ଅନ୍ତର୍ଗତ ପୋଟାଲି ଗାଁର ପୋଟାଲି CAF କ୍ୟାମ୍ପଠାରୁ ମାତ୍ର ୫୦୦ ମିଟର ଦୂରରେ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ଘରେ ଶୋଇଥିବା ଅବସ୍ଥାରେ କଂଗ୍ରେସ ନେତା ଯୋଗା ପୋଡିୟମଙ୍କୁ ମାଓବାଦୀମାନେ ତୀକ୍ଷ୍ଣ ଅସ୍ତ୍ରରେ ହତ୍ୟା କରିଥିଲେ। ଏହି ଘଟଣାରେ ପ୍ରାୟ ୨୦ ରୁ ୩୦ ସଶସ୍ତ୍ର ମାଓବାଦୀ ଆସି ହତ୍ୟା କରିଥିବା ଗ୍ରାମବାସୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଧରାପଡିଲା 'ବଦମାସଙ୍କ ଦେବତା': ପୋଲିସ ଏନକାଉଣ୍ଟରରେ ଆହତ ହେବା ପରେ କହିଲା, ଯୋଗୀଙ୍କୁ ଲାଗେ ଭାରି ଡର

ଦଶ ବର୍ଷ ପୂର୍ବେ ତାଙ୍କ ପୁଅକୁ ମଧ୍ୟ ହତ୍ୟା କରାଯାଇଥିବାବେଳେ ମାଓବାଦୀମାନେ ଯୋଗ ପରିବାରକୁ ଅନେକ ଚେତାବନୀ ଦେଇସାରିଥିଲେ। ଗତ ବିଧାନସଭା ନିର୍ବାଚନ ସମୟରୁ ନକ୍ସଲମାନେ ସେମାନଙ୍କୁ ହତ୍ୟା କରିବେ ବୋଲି ଚେତାବନୀ ଦେଇଥିଲେ । କାରଣ ଯୋଗା ଲୋକଙ୍କୁ ଭୋଟ୍ ଦେବାକୁ ଉତ୍ସାହିତ କରୁଥିବା ଯୋଗୁ ମାଓବାଦୀମାନେ ଏହି ହତ୍ୟା କରିଥିବା ଜଣାପଡ଼ିଛି । ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେଇଛି । ଅପର ପକ୍ଷରେ ପୋଲିସ ପକ୍ଷରୁ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

ଆହୁରି ପଢ଼ନ୍ତୁ: ‘ୟୁକେ ୦୭ ରାଇଡର’ ଅନୁରାଗ ଡୋଭାଲଙ୍କ ଆତ୍ମହତ୍ୟା ଉଦ୍ୟମ; ପରିବାର ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ

27 Apr 2024 By The Sakala

ଶୋଇଥିବାବେଳେ କଂଗ୍ରେସ ନେତାଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କଲେ ମାଓବାଦୀ

ଛତିଶଗଡ: ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ କଂଗ୍ରେସ ନେତା ତଥା ପୂର୍ବତନ ଜିଲ୍ଲା ସଦସ୍ୟ ଯୋଗା ପୋଡିୟମଙ୍କୁ ଅତି ନିର୍ମମ ଭାବେ ମାଓବାଦୀମାନେ ହତ୍ୟା କରିଛନ୍ତି। ନକ୍ସଲମାନେ ଆରାନପୁର ପୁଲିସ ଷ୍ଟେସନ ଅନ୍ତର୍ଗତ ପୋଟାଲି ଗାଁର ପୋଟାଲି CAF କ୍ୟାମ୍ପଠାରୁ ମାତ୍ର ୫୦୦ ମିଟର ଦୂରରେ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ଘରେ ଶୋଇଥିବା ଅବସ୍ଥାରେ କଂଗ୍ରେସ ନେତା ଯୋଗା ପୋଡିୟମଙ୍କୁ ମାଓବାଦୀମାନେ ତୀକ୍ଷ୍ଣ ଅସ୍ତ୍ରରେ ହତ୍ୟା କରିଥିଲେ। ଏହି ଘଟଣାରେ ପ୍ରାୟ ୨୦ ରୁ ୩୦ ସଶସ୍ତ୍ର ମାଓବାଦୀ ଆସି ହତ୍ୟା କରିଥିବା ଗ୍ରାମବାସୀ କହିଛନ୍ତି।

ଦଶ ବର୍ଷ ପୂର୍ବେ ତାଙ୍କ ପୁଅକୁ ମଧ୍ୟ ହତ୍ୟା କରାଯାଇଥିବାବେଳେ ମାଓବାଦୀମାନେ ଯୋଗ ପରିବାରକୁ ଅନେକ ଚେତାବନୀ ଦେଇସାରିଥିଲେ। ଗତ ବିଧାନସଭା ନିର୍ବାଚନ ସମୟରୁ ନକ୍ସଲମାନେ ସେମାନଙ୍କୁ ହତ୍ୟା କରିବେ ବୋଲି ଚେତାବନୀ ଦେଇଥିଲେ । କାରଣ ଯୋଗା ଲୋକଙ୍କୁ ଭୋଟ୍ ଦେବାକୁ ଉତ୍ସାହିତ କରୁଥିବା ଯୋଗୁ ମାଓବାଦୀମାନେ ଏହି ହତ୍ୟା କରିଥିବା ଜଣାପଡ଼ିଛି । ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେଇଛି । ଅପର ପକ୍ଷରେ ପୋଲିସ ପକ୍ଷରୁ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

https://www.thesakala.in/national-international/congress-leader-was-killed-by-maoists/article-31749
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର