ଇଡିରେ ହାଜର ହେଲେ ସୋନିଆ ଗାନ୍ଧୀ

The Sakala Picture
Published On

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି। ପୂର୍ବରୁ ଏହି ମାମଲାରେ ଇଡି ରାହୁଲ ଗାନ୍ଧୀଙ୍କୁ ୫୦ ଘଣ୍ଟାରୁ ଅଧିକ ସମୟ ପଚରା ଉଚରା କରିସାରିଥିଲା ବେଳେ ଏବେ ସୋନିଆ ଜେରାର ସମ୍ମୁଖୀନ ହେବାକୁ ଯାଉଛନ୍ତି। କିନ୍ତୁ କଂଗ୍ରେସ ଏହାକୁ ବଡ ପ୍ରସଙ୍ଗ କରି ସାରା ଦେଶରେ ନିଜର ଶକ୍ତି ପ୍ରଦର୍ଶନ କରୁଛି। ନ୍ୟାସନାଲ ହେରାଲ୍ଡ ମାମଲାରେ ଆର୍ଥିକ ଅନିୟମିତତାକୁ ନେଇ ଇଡି ସୋନିଆ ଏବଂ ରାହୁଲ […]

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି। ପୂର୍ବରୁ ଏହି ମାମଲାରେ ଇଡି ରାହୁଲ ଗାନ୍ଧୀଙ୍କୁ ୫୦ ଘଣ୍ଟାରୁ ଅଧିକ ସମୟ ପଚରା ଉଚରା କରିସାରିଥିଲା ବେଳେ ଏବେ ସୋନିଆ ଜେରାର ସମ୍ମୁଖୀନ ହେବାକୁ ଯାଉଛନ୍ତି। କିନ୍ତୁ କଂଗ୍ରେସ ଏହାକୁ ବଡ ପ୍ରସଙ୍ଗ କରି ସାରା ଦେଶରେ ନିଜର ଶକ୍ତି ପ୍ରଦର୍ଶନ କରୁଛି। ନ୍ୟାସନାଲ ହେରାଲ୍ଡ ମାମଲାରେ ଆର୍ଥିକ ଅନିୟମିତତାକୁ ନେଇ ଇଡି ସୋନିଆ ଏବଂ ରାହୁଲ ଗାନ୍ଧୀ ସମେତ ଅନ୍ୟ କଂଗ୍ରେସ ନେତାଙ୍କ ବିରୋଧରେ ମନି ଲଣ୍ଡରିଂ ଆଇନ ଆଧାରରେ ମାମଲା ରୁଜୁ କରିଛି। କିନ୍ତୁ କଂଗ୍ରେସ ଏହାକୁ ବିରୋଧ କରି ସାରା ଦେଶରେ ଇଡି କାର୍ଯ୍ୟାଳୟ ଘେରାଉ କରିବା ସହିତ ଚକାଜାମ ଏବଂ ବିକ୍ଷୋଭ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର