କ୍ରିସ ହିପକିନ୍ସ ହୋଇପାରନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

The Sakala Picture
Published On

ୱେଲିଂଟନ : ନ୍ୟୁଜିଲାଣ୍ଡର ଶିକ୍ଷାମନ୍ତ୍ରୀ କ୍ରିସ ହିପକିନ୍ସ ଦେଶର ପରବର୍ତ୍ତି ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ପ୍ରଧାନମନ୍ତ୍ରୀ ପଦ ପାଇଁ କ୍ରିସ ହିପକିନ୍ସ ଏକମାତ୍ର ପ୍ରାର୍ଥି । ଦୁଇ ଦିନ ପରେ ସେ ଇସ୍ତଫା ଦେଇଥିବା ଜେରିଣ୍ଡା ଅର୍ଡର୍ନଙ୍କ ସ୍ଥାନ ନେବେ । ଲେବର ପାର୍ଟି ଏକ ବୟାନରେ କହିଛି କି କ୍ରିସ ହିପକିନ୍ସ ଲେବର ପାର୍ଟିର ନେତା ଓ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ଜେରିଣ୍ଡା ଅର୍ଡର୍ନଙ୍କ ସ୍ଥାନ ନେବାକୁ ପ୍ରସ୍ତୁତ । ଏହି ପଦ ପାଇଁ ନାମଙ୍କିତ […]

ୱେଲିଂଟନ : ନ୍ୟୁଜିଲାଣ୍ଡର ଶିକ୍ଷାମନ୍ତ୍ରୀ କ୍ରିସ ହିପକିନ୍ସ ଦେଶର ପରବର୍ତ୍ତି ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ପ୍ରଧାନମନ୍ତ୍ରୀ ପଦ ପାଇଁ କ୍ରିସ ହିପକିନ୍ସ ଏକମାତ୍ର ପ୍ରାର୍ଥି । ଦୁଇ ଦିନ ପରେ ସେ ଇସ୍ତଫା ଦେଇଥିବା ଜେରିଣ୍ଡା ଅର୍ଡର୍ନଙ୍କ ସ୍ଥାନ ନେବେ । ଲେବର ପାର୍ଟି ଏକ ବୟାନରେ କହିଛି କି କ୍ରିସ ହିପକିନ୍ସ ଲେବର ପାର୍ଟିର ନେତା ଓ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ଜେରିଣ୍ଡା ଅର୍ଡର୍ନଙ୍କ ସ୍ଥାନ ନେବାକୁ ପ୍ରସ୍ତୁତ । ଏହି ପଦ ପାଇଁ ନାମଙ୍କିତ କରାଯାଇଥିବା ପ୍ରାର୍ଥିଙ୍କ ମଧ୍ୟରେ କ୍ରିସ ହିପକିନ୍ସ ଏକମାତ୍ର ପ୍ରାର୍ଥି ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ 'ଆତଙ୍କବାଦୀ' କହିଲେ ଖଡ଼ଗେ, ବିବାଦ ପରେ ଦେଲେ ସ୍ପଷ୍ଟୀକରଣ

ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେରିଣ୍ଡା ଅର୍ଡର୍ନ ୧୯ ଜାନୁୟାରୀରେ ହଠାତ୍ ଇସ୍ତଫା ଦେବାକୁ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଥିଲେ । ଦଳର ବାର୍ଷିକ ବୈଠକରେ ଜେରିଣ୍ଡା କହିଥିଲେ ଏବେ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବାକୁ ତାଙ୍କ ପାଖରେ ଆଉ ଶକ୍ତି ନାହିଁ । ଏବେ ଇସ୍ତଫା ଦେବାର ସମୟ ଆସିଛି । ପ୍ରଧାନମନ୍ତ୍ରୀ ଭାବେ ଜେରିଣ୍ଡାଙ୍କ କାର୍ଯ୍ୟକାଳ ୭ ଫେବୃୟାରୀରେ ଶେଷ ହେବ ।

ଆହୁରି ପଢ଼ନ୍ତୁ: "ଏଠାରୁ ଟ୍ରାଫିକ୍ ହଟାଅ": ରାଲି ଯୋଗୁଁ ରାସ୍ତା ଜାମ୍ ହେବାରୁ ମନ୍ତ୍ରୀ ଗିରୀଶ ମହାଜନଙ୍କ ଉପରେ ବର୍ଷିଲେ ମୁମ୍ବାଇର ମହିଳା

21 Jan 2023 By The Sakala

କ୍ରିସ ହିପକିନ୍ସ ହୋଇପାରନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

ୱେଲିଂଟନ : ନ୍ୟୁଜିଲାଣ୍ଡର ଶିକ୍ଷାମନ୍ତ୍ରୀ କ୍ରିସ ହିପକିନ୍ସ ଦେଶର ପରବର୍ତ୍ତି ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ପ୍ରଧାନମନ୍ତ୍ରୀ ପଦ ପାଇଁ କ୍ରିସ ହିପକିନ୍ସ ଏକମାତ୍ର ପ୍ରାର୍ଥି । ଦୁଇ ଦିନ ପରେ ସେ ଇସ୍ତଫା ଦେଇଥିବା ଜେରିଣ୍ଡା ଅର୍ଡର୍ନଙ୍କ ସ୍ଥାନ ନେବେ । ଲେବର ପାର୍ଟି ଏକ ବୟାନରେ କହିଛି କି କ୍ରିସ ହିପକିନ୍ସ ଲେବର ପାର୍ଟିର ନେତା ଓ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ଜେରିଣ୍ଡା ଅର୍ଡର୍ନଙ୍କ ସ୍ଥାନ ନେବାକୁ ପ୍ରସ୍ତୁତ । ଏହି ପଦ ପାଇଁ ନାମଙ୍କିତ କରାଯାଇଥିବା ପ୍ରାର୍ଥିଙ୍କ ମଧ୍ୟରେ କ୍ରିସ ହିପକିନ୍ସ ଏକମାତ୍ର ପ୍ରାର୍ଥି ।

ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେରିଣ୍ଡା ଅର୍ଡର୍ନ ୧୯ ଜାନୁୟାରୀରେ ହଠାତ୍ ଇସ୍ତଫା ଦେବାକୁ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଥିଲେ । ଦଳର ବାର୍ଷିକ ବୈଠକରେ ଜେରିଣ୍ଡା କହିଥିଲେ ଏବେ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବାକୁ ତାଙ୍କ ପାଖରେ ଆଉ ଶକ୍ତି ନାହିଁ । ଏବେ ଇସ୍ତଫା ଦେବାର ସମୟ ଆସିଛି । ପ୍ରଧାନମନ୍ତ୍ରୀ ଭାବେ ଜେରିଣ୍ଡାଙ୍କ କାର୍ଯ୍ୟକାଳ ୭ ଫେବୃୟାରୀରେ ଶେଷ ହେବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର