ଜମ୍ମୁ କାଶ୍ମୀର କାଠୁଆରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

The Sakala Picture
Published On

ଜମ୍ମୁ କାଶ୍ମୀରର କାଠୁଆରେ ମଙ୍ଗଳବାର ଭାରତୀୟ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଘଟିଛି। କାଠୁଆ ଜିଲ୍ଲାର ବାସୋହଲିର ପୁରଥୁ ନିକଟ ରଣଜିତ ସାଗର ଡ୍ୟାମ ନିଟକରେରେ ଏହି ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ନଡିଆରଏଫ ଟିମ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ଅନୁଯାୟୀ, ସକାଳ ସମୟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୫ରୁ ୬ଜଣ ରହିଥିବା ସୂଚନା । ସକାଳ ୧୦.୨୦ ମିନିଟ ସମୟରେ ଭାରତୀୟ ସେନାର ହେଲିକପ୍ଟର ୨୫୪ ଆର୍ମି ଏଭିଏନ ସ୍କ୍ୱାର୍ଡନ ମାମୁନ […]

ଜମ୍ମୁ କାଶ୍ମୀରର କାଠୁଆରେ ମଙ୍ଗଳବାର ଭାରତୀୟ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଘଟିଛି। କାଠୁଆ ଜିଲ୍ଲାର ବାସୋହଲିର ପୁରଥୁ ନିକଟ ରଣଜିତ ସାଗର ଡ୍ୟାମ ନିଟକରେରେ ଏହି ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ନଡିଆରଏଫ ଟିମ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ସୂଚନା ଅନୁଯାୟୀ, ସକାଳ ସମୟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୫ରୁ ୬ଜଣ ରହିଥିବା ସୂଚନା । ସକାଳ ୧୦.୨୦ ମିନିଟ ସମୟରେ ଭାରତୀୟ ସେନାର ହେଲିକପ୍ଟର ୨୫୪ ଆର୍ମି ଏଭିଏନ ସ୍କ୍ୱାର୍ଡନ ମାମୁନ କେଣ୍ଟ ଠାରୁ ଉଡାଣ ଆରମ୍ଭ କରିଥିଲା । ଡ୍ୟାମ ନିକଟରେ ହେଲିକପ୍ଟରଟି କମ ଉଚ୍ଚତାରେ ଉଡୁଥିବା ବେଳେ ଦୁର୍ଘଟଣା ହୋଇଥିଲା ।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

 

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର