ପାକିସ୍ତାନରେ ଚୀନ ଇଞ୍ଜିନିୟରଙ୍କ ଗାଡ଼ିକୁ ଗୁଳିମାଡ

The Sakala Picture
Published On

ଇସଲାମବାଦ: ପାକସ୍ତାନର ବେଲୁଚିସ୍ତାନରେ ଚୀନ ଇଞ୍ଜିନିୟରଙ୍କୁ ନେଇ ଯାଉଥିବା ଗାଡ଼ି ଉପରକୁ ଆକ୍ରମଣ । ଆକ୍ରମଣରେ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା । ଗୁଳିମାଡରେ ଦୁଇ ଜଣ ସୁରକ୍ଷା କର୍ମଚାରୀ ଆହତ ହୋଇଥିବା ଜଣାଯାଇଛି । ରବିବାର ଗ୍ୱାଦର ବ୍ରିଜ ଉପରେ ଏହି ଆକ୍ରମଣ ହୋଇଥିଲା । ପାକିସ୍ତାନ ପକ୍ଷରୁ ଏହି ଆକ୍ରମଣ ସମ୍ପର୍କରେ ସୂଚନା ଦିଆଯାଇଛି । ଏହି ଆକ୍ରମଣ ପାଇଁ ବେଲୁଚି ଲିବରେଶନ ଆର୍ମି ନିଜକୁ ଦାୟୀ କରିଛି । ମିଳିଥିବା ସୂଚନା […]

ଇସଲାମବାଦ: ପାକସ୍ତାନର ବେଲୁଚିସ୍ତାନରେ ଚୀନ ଇଞ୍ଜିନିୟରଙ୍କୁ ନେଇ ଯାଉଥିବା ଗାଡ଼ି ଉପରକୁ ଆକ୍ରମଣ । ଆକ୍ରମଣରେ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା । ଗୁଳିମାଡରେ ଦୁଇ ଜଣ ସୁରକ୍ଷା କର୍ମଚାରୀ ଆହତ ହୋଇଥିବା ଜଣାଯାଇଛି । ରବିବାର ଗ୍ୱାଦର ବ୍ରିଜ ଉପରେ ଏହି ଆକ୍ରମଣ ହୋଇଥିଲା । ପାକିସ୍ତାନ ପକ୍ଷରୁ ଏହି ଆକ୍ରମଣ ସମ୍ପର୍କରେ ସୂଚନା ଦିଆଯାଇଛି । ଏହି ଆକ୍ରମଣ ପାଇଁ ବେଲୁଚି ଲିବରେଶନ ଆର୍ମି ନିଜକୁ ଦାୟୀ କରିଛି ।

ଆହୁରି ପଢ଼ନ୍ତୁ: ସିଗାରେଟ୍ ଚେଙ୍କ, ମୁଣ୍ଡରେ ଗଭୀର ଆଘାତ: କେରଳରେ ମାଆ ଓ ପ୍ରେମିକଙ୍କ ନିର୍ମମ ଅତ୍ୟାଚାରରେ ଶିଶୁପୁତ୍ରର ମୃତ୍ୟୁ

ମିଳିଥିବା ସୂଚନା ଅନୁଯାୟୀ, ଗ୍ୱାଦରରେ ଚୀନ ଇଞ୍ଜିନିୟରଙ୍କୁ ନେଇ ଯାଉଥିବା ୭ଟି ଗାଡି ଉପରକୁ ଫକୀର ବ୍ରିଜ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା । ଏହାପରେ ଉଭୟ ପକ୍ଷରୁ ଗୁଳିଗୁଳା ବିନିମୟ ହୋଇଥିଲା । ଏହି ଘଟଣା ପରେ ପୁରା ଗ୍ୱାଦରକୁ ଆଲର୍ଟ କରାଯାଇଛି । କୌଣସି ଗାଡି ଗ୍ୱାଦର ସୀମା ବାହାରକୁ ଯିବା କିମ୍ବା ଆସିବା ଉପରେ କଟକଣା ଜାରି କରାଯାଇଛି । ‘ଦ ବେଲୁଚିସ୍ଥାନ ପୋଷ୍ଟ’ ଅନୁସାରେ, ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହେବା ସମୟରେ ୨ ଆତଙ୍କୀଙ୍କର ମୃତ୍ୟୁ ଘଟିଛି । ତେବେ ଅନ୍ୟମାନେ ଦୌଡି ପଳାଇବାରେ ସକ୍ଷମ ହୋଇଥିଲେ । ଏହି ଘଟଣା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି । ଏପଟେ ପାକିସ୍ତାନସ୍ଥିତ ଚୀନ ବାଣିଜ୍ୟ ଦୂତବାସ ପକ୍ଷରୁ ବାଲୁଚିସ୍ଥାନ ଓ ସିନ୍ଧ ପ୍ରଦେଶରେ ଥିବା ନିଜ ନାଗରିକଙ୍କୁ ଅନ୍ୟ ଆଦେଶ ଜାରି ନ ହେବା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ: କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ: IMD

13 Aug 2023 By The Sakala

ପାକିସ୍ତାନରେ ଚୀନ ଇଞ୍ଜିନିୟରଙ୍କ ଗାଡ଼ିକୁ ଗୁଳିମାଡ

ଇସଲାମବାଦ: ପାକସ୍ତାନର ବେଲୁଚିସ୍ତାନରେ ଚୀନ ଇଞ୍ଜିନିୟରଙ୍କୁ ନେଇ ଯାଉଥିବା ଗାଡ଼ି ଉପରକୁ ଆକ୍ରମଣ । ଆକ୍ରମଣରେ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା । ଗୁଳିମାଡରେ ଦୁଇ ଜଣ ସୁରକ୍ଷା କର୍ମଚାରୀ ଆହତ ହୋଇଥିବା ଜଣାଯାଇଛି । ରବିବାର ଗ୍ୱାଦର ବ୍ରିଜ ଉପରେ ଏହି ଆକ୍ରମଣ ହୋଇଥିଲା । ପାକିସ୍ତାନ ପକ୍ଷରୁ ଏହି ଆକ୍ରମଣ ସମ୍ପର୍କରେ ସୂଚନା ଦିଆଯାଇଛି । ଏହି ଆକ୍ରମଣ ପାଇଁ ବେଲୁଚି ଲିବରେଶନ ଆର୍ମି ନିଜକୁ ଦାୟୀ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗ୍ୱାଦରରେ ଚୀନ ଇଞ୍ଜିନିୟରଙ୍କୁ ନେଇ ଯାଉଥିବା ୭ଟି ଗାଡି ଉପରକୁ ଫକୀର ବ୍ରିଜ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା । ଏହାପରେ ଉଭୟ ପକ୍ଷରୁ ଗୁଳିଗୁଳା ବିନିମୟ ହୋଇଥିଲା । ଏହି ଘଟଣା ପରେ ପୁରା ଗ୍ୱାଦରକୁ ଆଲର୍ଟ କରାଯାଇଛି । କୌଣସି ଗାଡି ଗ୍ୱାଦର ସୀମା ବାହାରକୁ ଯିବା କିମ୍ବା ଆସିବା ଉପରେ କଟକଣା ଜାରି କରାଯାଇଛି । ‘ଦ ବେଲୁଚିସ୍ଥାନ ପୋଷ୍ଟ’ ଅନୁସାରେ, ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହେବା ସମୟରେ ୨ ଆତଙ୍କୀଙ୍କର ମୃତ୍ୟୁ ଘଟିଛି । ତେବେ ଅନ୍ୟମାନେ ଦୌଡି ପଳାଇବାରେ ସକ୍ଷମ ହୋଇଥିଲେ । ଏହି ଘଟଣା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି । ଏପଟେ ପାକିସ୍ତାନସ୍ଥିତ ଚୀନ ବାଣିଜ୍ୟ ଦୂତବାସ ପକ୍ଷରୁ ବାଲୁଚିସ୍ଥାନ ଓ ସିନ୍ଧ ପ୍ରଦେଶରେ ଥିବା ନିଜ ନାଗରିକଙ୍କୁ ଅନ୍ୟ ଆଦେଶ ଜାରି ନ ହେବା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ କୁହାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର