ସେନାକୁ ଅନ୍ୟ ଦେଶରେ ଆକ୍ରମଣ ଲାଗି ଅନୁମତି ଦେଲା ଚୀନ୍‌

The Sakala Picture
Published On

ବେଜିଂ : ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ବୁଧବାର ନିଜ କାର୍ଯ୍ୟକାଳର ୧୦ ବର୍ଷ ପୂରଣ କରିଛନ୍ତି। ସେ ଆଜି ମଧ୍ୟ ୬୯ ବର୍ଷରେ ପଦାର୍ପଣ କରିଛନ୍ତି। କିନ୍ତୁ ସେ ନିଜର କୁଟୀଳ ଚକ୍ରାନ୍ତ ଛାଡି ପାରିନାହାନ୍ତି। ଏହି ଅବସରରେ ସେ ସ୍ବତନ୍ତ୍ର ସେନା ଅଭିଯାନ ସମ୍ବନ୍ଧିତ ନିର୍ଦ୍ଦେଶ ଜାରି କରିଛନ୍ତି। ଏବେ ଚୀନ୍‌ ସେନା ଅନ୍ୟ ଦେଶରେ ସ୍ବତନ୍ତ୍ର ସାମରିକ ଅଭିଯାନ ଚଲାଇପାରିବ। ଏହି ଅନୁମତି ମିଳିବା ପରେ ତାଇୱାନ ଆକ୍ରମଣ ଆଶଙ୍କା ବୃଦ୍ଧି ପାଇଛି। […]

ବେଜିଂ : ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ବୁଧବାର ନିଜ କାର୍ଯ୍ୟକାଳର ୧୦ ବର୍ଷ ପୂରଣ କରିଛନ୍ତି। ସେ ଆଜି ମଧ୍ୟ ୬୯ ବର୍ଷରେ ପଦାର୍ପଣ କରିଛନ୍ତି। କିନ୍ତୁ ସେ ନିଜର କୁଟୀଳ ଚକ୍ରାନ୍ତ ଛାଡି ପାରିନାହାନ୍ତି। ଏହି ଅବସରରେ ସେ ସ୍ବତନ୍ତ୍ର ସେନା ଅଭିଯାନ ସମ୍ବନ୍ଧିତ ନିର୍ଦ୍ଦେଶ ଜାରି କରିଛନ୍ତି। ଏବେ ଚୀନ୍‌ ସେନା ଅନ୍ୟ ଦେଶରେ ସ୍ବତନ୍ତ୍ର ସାମରିକ ଅଭିଯାନ ଚଲାଇପାରିବ। ଏହି ଅନୁମତି ମିଳିବା ପରେ ତାଇୱାନ ଆକ୍ରମଣ ଆଶଙ୍କା ବୃଦ୍ଧି ପାଇଛି। ସୋଲେମନ ଦ୍ବୀପପୁଞ୍ଜ ସହ ସୁରକ୍ଷା ଚୁକ୍ତି ପରେ ଏହାକୁ ଚୀନ୍‌ର ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି।

ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ଯୁଦ୍ଧବିରାମ ସତ୍ତ୍ୱେ ଉପସାଗରରେ ମୁତୟନ ରହିବ ଭାରତୀୟ ନୌସେନା

16 Jun 2022 By The Sakala

ସେନାକୁ ଅନ୍ୟ ଦେଶରେ ଆକ୍ରମଣ ଲାଗି ଅନୁମତି ଦେଲା ଚୀନ୍‌

ବେଜିଂ : ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ବୁଧବାର ନିଜ କାର୍ଯ୍ୟକାଳର ୧୦ ବର୍ଷ ପୂରଣ କରିଛନ୍ତି। ସେ ଆଜି ମଧ୍ୟ ୬୯ ବର୍ଷରେ ପଦାର୍ପଣ କରିଛନ୍ତି। କିନ୍ତୁ ସେ ନିଜର କୁଟୀଳ ଚକ୍ରାନ୍ତ ଛାଡି ପାରିନାହାନ୍ତି। ଏହି ଅବସରରେ ସେ ସ୍ବତନ୍ତ୍ର ସେନା ଅଭିଯାନ ସମ୍ବନ୍ଧିତ ନିର୍ଦ୍ଦେଶ ଜାରି କରିଛନ୍ତି। ଏବେ ଚୀନ୍‌ ସେନା ଅନ୍ୟ ଦେଶରେ ସ୍ବତନ୍ତ୍ର ସାମରିକ ଅଭିଯାନ ଚଲାଇପାରିବ। ଏହି ଅନୁମତି ମିଳିବା ପରେ ତାଇୱାନ ଆକ୍ରମଣ ଆଶଙ୍କା ବୃଦ୍ଧି ପାଇଛି। ସୋଲେମନ ଦ୍ବୀପପୁଞ୍ଜ ସହ ସୁରକ୍ଷା ଚୁକ୍ତି ପରେ ଏହାକୁ ଚୀନ୍‌ର ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର