ପୁଣି ବୋରଓ୍ବେଲରେ ଖସିପଡିଲା ଆଉ ଜଣେ ଶିଶୁ: ପଠାଗଲା ଅକ୍ସିଜେନ୍‌, ଉଦ୍ଧାର କାର୍ଯ୍ଯ ଜାରି

The Sakala Picture
Published On

ହାପୁର : ଉତ୍ତରପ୍ରଦେଶର ହାପୁରର କୋଟଲା ସଦତ ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ବୋରଓ୍ବେଲରେ ଜଣେ ୪ ବର୍ଷର ଶିଶୁ ଖସିପଡ଼ିଥିବା ଜଣାପଡ଼ିଛି। ଖବର ସ୍ଥାନୀୟ ପ୍ରଶାସନ ଜାଣିବା ପରେ ଉଦ୍ଧାର ପାଇଁ ଏନଡିଆରଏଫକୁ ମୁତୟନ କରାଯାଇଛି। ଏନଡିଆରଏଫ ପକ୍ଷରୁ ଶିଶୁକୁ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଗାତ ମଧ୍ୟକୁ ଅକ୍ସିଜେନ ପଠାଯାଇଥିବା ଜଣାପଡ଼ିଛି। ଖବର ଅନୁଯାୟୀ, ଏହି ବୋରଓ୍ବେଲଟିକୁ ପ୍ରଶାସନ ପକ୍ଷରୁ ଖୋଳାଯାଇଥିଲା । ସ୍ଥାନୀୟ ଅଞ୍ଚଳରେ ଜଳ ଯୋଗାଣ ପାଇଁ ଏହାକୁ ଖୋଳାଯାଇଥିଲା […]

ହାପୁର : ଉତ୍ତରପ୍ରଦେଶର ହାପୁରର କୋଟଲା ସଦତ ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ବୋରଓ୍ବେଲରେ ଜଣେ ୪ ବର୍ଷର ଶିଶୁ ଖସିପଡ଼ିଥିବା ଜଣାପଡ଼ିଛି। ଖବର ସ୍ଥାନୀୟ ପ୍ରଶାସନ ଜାଣିବା ପରେ ଉଦ୍ଧାର ପାଇଁ ଏନଡିଆରଏଫକୁ ମୁତୟନ କରାଯାଇଛି। ଏନଡିଆରଏଫ ପକ୍ଷରୁ ଶିଶୁକୁ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଗାତ ମଧ୍ୟକୁ ଅକ୍ସିଜେନ ପଠାଯାଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ପ୍ରଶ୍ନପତ୍ର ଲିକକୁ ନେଇ କଡ଼ା ଆଇନ ଆଣିବେ କେନ୍ଦ୍ର ସରକାର, ଆସନ୍ତା ସପ୍ତାହରେ ସଂସଦରେ ଆସିବ ବିଲ୍

ଖବର ଅନୁଯାୟୀ, ଏହି ବୋରଓ୍ବେଲଟିକୁ ପ୍ରଶାସନ ପକ୍ଷରୁ ଖୋଳାଯାଇଥିଲା । ସ୍ଥାନୀୟ ଅଞ୍ଚଳରେ ଜଳ ଯୋଗାଣ ପାଇଁ ଏହାକୁ ଖୋଳାଯାଇଥିଲା । କିନ୍ତୁ ଏବେ ତାହା ଅବ୍ୟବହୃତ ହୋଇ ରହିଛି । ଏହା ସତ୍ତ୍ବେ ପ୍ରଶାସନ ପକ୍ଷରୁ ଏହାର ମୁହଁକୁ ବନ୍ଦ ନ କରି ଖୋଲା ଛାଡ଼ିଦିଆଯାଇଥିବାରୁ ଏପରି ଦୁର୍ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଇରାନ ଉପରେ ବାହାରିନ ଏବଂ କୁଏତର ଗୁପ୍ତ ଏୟାର ଷ୍ଟ୍ରାଇକ୍: ପ୍ରଥମ ଥର ପାଇଁ କଲେ ସିଧାସଳଖ ଆକ୍ରମଣ

ଦେଶରେ ଖୋଲା ତଥା ପରିତ୍ୟକ୍ତ ବୋରଓ୍ବେଲ ଗୁଡ଼ିକରେ ବାରମ୍ବାର ଶିଶୁମାନେ ପଡ଼ିଯାଉଥିବା ଖବର ସାମ୍ନାକୁ ଆସୁଛି।  ଗତ ଡିସେମ୍ବର ମାସରେ ମଧ୍ୟପ୍ରଦେଶରେ ଜଣେ ବାଳକ ବୋରଓ୍ବେଲରେ ପଡ଼ିଯାଇ ମୃତ୍ୟୁବରଣ କରିବା ପରେ ଆଉ ଏକ ସମାନ ଘଟଣା ଆଜି ଘଉତ୍ତରପ୍ରଦେଶର ହାପୁରରୁ ଆସିଛି।

ଆହୁରି ପଢ଼ନ୍ତୁ: ଲୋକସଭାରେ ଛାତ୍ରଙ୍କୁ ପ୍ରଶଂସା କରି କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କଲେ ଅଖିଳେଶ ଯାଦବ

10 Jan 2023 By The Sakala

ପୁଣି ବୋରଓ୍ବେଲରେ ଖସିପଡିଲା ଆଉ ଜଣେ ଶିଶୁ: ପଠାଗଲା ଅକ୍ସିଜେନ୍‌, ଉଦ୍ଧାର କାର୍ଯ୍ଯ ଜାରି

ହାପୁର : ଉତ୍ତରପ୍ରଦେଶର ହାପୁରର କୋଟଲା ସଦତ ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ବୋରଓ୍ବେଲରେ ଜଣେ ୪ ବର୍ଷର ଶିଶୁ ଖସିପଡ଼ିଥିବା ଜଣାପଡ଼ିଛି। ଖବର ସ୍ଥାନୀୟ ପ୍ରଶାସନ ଜାଣିବା ପରେ ଉଦ୍ଧାର ପାଇଁ ଏନଡିଆରଏଫକୁ ମୁତୟନ କରାଯାଇଛି। ଏନଡିଆରଏଫ ପକ୍ଷରୁ ଶିଶୁକୁ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଗାତ ମଧ୍ୟକୁ ଅକ୍ସିଜେନ ପଠାଯାଇଥିବା ଜଣାପଡ଼ିଛି।

ଖବର ଅନୁଯାୟୀ, ଏହି ବୋରଓ୍ବେଲଟିକୁ ପ୍ରଶାସନ ପକ୍ଷରୁ ଖୋଳାଯାଇଥିଲା । ସ୍ଥାନୀୟ ଅଞ୍ଚଳରେ ଜଳ ଯୋଗାଣ ପାଇଁ ଏହାକୁ ଖୋଳାଯାଇଥିଲା । କିନ୍ତୁ ଏବେ ତାହା ଅବ୍ୟବହୃତ ହୋଇ ରହିଛି । ଏହା ସତ୍ତ୍ବେ ପ୍ରଶାସନ ପକ୍ଷରୁ ଏହାର ମୁହଁକୁ ବନ୍ଦ ନ କରି ଖୋଲା ଛାଡ଼ିଦିଆଯାଇଥିବାରୁ ଏପରି ଦୁର୍ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ଦେଶରେ ଖୋଲା ତଥା ପରିତ୍ୟକ୍ତ ବୋରଓ୍ବେଲ ଗୁଡ଼ିକରେ ବାରମ୍ବାର ଶିଶୁମାନେ ପଡ଼ିଯାଉଥିବା ଖବର ସାମ୍ନାକୁ ଆସୁଛି।  ଗତ ଡିସେମ୍ବର ମାସରେ ମଧ୍ୟପ୍ରଦେଶରେ ଜଣେ ବାଳକ ବୋରଓ୍ବେଲରେ ପଡ଼ିଯାଇ ମୃତ୍ୟୁବରଣ କରିବା ପରେ ଆଉ ଏକ ସମାନ ଘଟଣା ଆଜି ଘଉତ୍ତରପ୍ରଦେଶର ହାପୁରରୁ ଆସିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର