୧୪ ଜୁଲାଇ ଅପରାହ୍ନ ୨ ଟା ୩୫ରେ ଲଞ୍ଚ୍ ହେବ ଚନ୍ଦ୍ରୟାନ-୩: ଇସ୍ରୋ
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚନ୍ଦ୍ରୟାନ ୩ର ଲଞ୍ଚିଙ୍ଗ୍ ତାରିଖ ଘୋଷଣା କରିଛି । ଏହାର ସୂଚନା ଇସ୍ରୋ ଟ୍ୱିଟ୍ କରି ସୂଚନା ଦେଇଛି । ଟ୍ୱିଟରେ ଇସ୍ରୋ କହିଛି ଯେ ଚନ୍ଦ୍ରୟାନ-୩କୁ ୧୪ ଜୁଲାଇ ଅପରାହ୍ନରେ ଲଞ୍ଚ୍ କରାଯିବ । ଏହାକୁ ଏସଡିଏସସି, ଶ୍ରୀହରିକୋଟାରୁ ୧୪ ଜୁଲାଇ ୨୦୨୩ ଅପରାହ୍ନ ୨ଟା ୩୫ ମିନିଟରେ ଲଞ୍ଚ୍ କରାଯିବ। Announcing the launch of Chandrayaan-3: 🚀LVM3-M4/Chandrayaan-3 🛰️Mission:The launch is now scheduled […]
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚନ୍ଦ୍ରୟାନ ୩ର ଲଞ୍ଚିଙ୍ଗ୍ ତାରିଖ ଘୋଷଣା କରିଛି । ଏହାର ସୂଚନା ଇସ୍ରୋ ଟ୍ୱିଟ୍ କରି ସୂଚନା ଦେଇଛି । ଟ୍ୱିଟରେ ଇସ୍ରୋ କହିଛି ଯେ ଚନ୍ଦ୍ରୟାନ-୩କୁ ୧୪ ଜୁଲାଇ ଅପରାହ୍ନରେ ଲଞ୍ଚ୍ କରାଯିବ । ଏହାକୁ ଏସଡିଏସସି, ଶ୍ରୀହରିକୋଟାରୁ ୧୪ ଜୁଲାଇ ୨୦୨୩ ଅପରାହ୍ନ ୨ଟା ୩୫ ମିନିଟରେ ଲଞ୍ଚ୍ କରାଯିବ।
Announcing the launch of Chandrayaan-3:
ଆହୁରି ପଢ଼ନ୍ତୁ: ଦୃଷ୍ଟିହୀନତା ହାରିଲା, ମା’ଙ୍କ ତପସ୍ୟା ଜିତିଲା: ୟୁପିଏସସିରେ ୨୦ ତମ ର଼୍ୟାଙ୍କ ହାସଲ କଲେ ନୱାଦାର ରବି ରାଜ🚀LVM3-M4/Chandrayaan-3 🛰️Mission:
The launch is now scheduled for
📆July 14, 2023, at 2:35 pm IST
from SDSC, Sriharikotaଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀStay tuned for the updates!
— ISRO (@isro) July 6, 2023
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ଚନ୍ଦ୍ରୟାନ-୩ ୧୩ ତାରିଖରେ ଲଞ୍ଚ୍ ହେବା ନେଇ ଘୋଷଣା କରିଥିଲେ । ହେଲେ ଆଜି ୧୪ ତାରିଖରେ ଲଞ୍ଚ୍ ନେଇ ତାରିଖ ନିର୍ଦ୍ଧାରିତ କରାଯାଇଛି । ଏହା ପୂର୍ବରୁ ଇସ୍ରୋ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାର ସତୀଶ ଧୱନ ମହାକାଶ କେନ୍ଦ୍ରରେ ବୁଧବାର ଚନ୍ଦ୍ରୟାନ-୩ ମହାକାଶଯାନକୁ ନିଜର ନୂଆ ପ୍ରକ୍ଷେପଣ ରକେଟ ଏଲଭିଏମ-୩ ସହ ଯୋଡ଼ିଥିଲା । ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଭାବେ ଉପକରଣ ଓହ୍ଲାଇବା ଏବଂ ଏହାକୁ ଅନ୍ୱେଷଣ କାର୍ୟ୍ୟକଳାପ କରାଇବା ପାଇଁ ଚନ୍ଦ୍ରୟାନ-୨ ପରେ ଚଳିତ ମାସରେ ଚନ୍ଦ୍ରୟାନ-୩ ଉତକ୍ଷେପଣ କରାଯିବ ।
୧୪ ଜୁଲାଇ ଅପରାହ୍ନ ୨ ଟା ୩୫ରେ ଲଞ୍ଚ୍ ହେବ ଚନ୍ଦ୍ରୟାନ-୩: ଇସ୍ରୋ
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚନ୍ଦ୍ରୟାନ ୩ର ଲଞ୍ଚିଙ୍ଗ୍ ତାରିଖ ଘୋଷଣା କରିଛି । ଏହାର ସୂଚନା ଇସ୍ରୋ ଟ୍ୱିଟ୍ କରି ସୂଚନା ଦେଇଛି । ଟ୍ୱିଟରେ ଇସ୍ରୋ କହିଛି ଯେ ଚନ୍ଦ୍ରୟାନ-୩କୁ ୧୪ ଜୁଲାଇ ଅପରାହ୍ନରେ ଲଞ୍ଚ୍ କରାଯିବ । ଏହାକୁ ଏସଡିଏସସି, ଶ୍ରୀହରିକୋଟାରୁ ୧୪ ଜୁଲାଇ ୨୦୨୩ ଅପରାହ୍ନ ୨ଟା ୩୫ ମିନିଟରେ ଲଞ୍ଚ୍ କରାଯିବ।
Announcing the launch of Chandrayaan-3:
🚀LVM3-M4/Chandrayaan-3 🛰️Mission:
The launch is now scheduled for
📆July 14, 2023, at 2:35 pm IST
from SDSC, SriharikotaStay tuned for the updates!