କରୋନା ସଂକ୍ରମଣକୁ ନେଇ ୬ଟି ରାଜ୍ୟକୁ ସତର୍କ କଲା କେନ୍ଦ୍ର

The Sakala Picture
Published On

ନୂଆଦିଲ୍ଲୀ: ବର୍ତ୍ତମାନ ଇନଫ୍ଳୁଏଞ୍ଜାର ବିଭିନ୍ନ ଭୂତାଣୁ ଦେଶର ବିଭିନ୍ନ ଭାଗରେ ବିପଦ ସୃଷ୍ଟି କରିଥିଲା ବେଳେ ଏଚ୩ଏନ୨ ଭୂତାଣୁ ଆକ୍ରାନ୍ତ ପ୍ରାୟ ୯ ଜଣଙ୍କ ମୃତ୍ୟୁ ହୋଇସାରିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୬ଟି ରାଜ୍ୟକୁ ସତର୍କ କରାଇଛନ୍ତି। ବିଶେଷକରି କରୋନାର ସ୍ଥାନୀୟ ସଂକ୍ରମଣର ଭୟକୁ ନେଇ ଏହି ସତର୍କତା ଜାରି କରାଯାଇଛି। ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ମହାରାଷ୍ଟ୍ର, ଗୁଜରାଟ ,ତେଲଙ୍ଗାନା,କେରଳ, ତାମିଲନାଡୁ ଏବଂ କର୍ଣ୍ଣାଟକ ଆଦି ରାଜ୍ୟକୁ ସତର୍କ କରାଇ […]

ନୂଆଦିଲ୍ଲୀ: ବର୍ତ୍ତମାନ ଇନଫ୍ଳୁଏଞ୍ଜାର ବିଭିନ୍ନ ଭୂତାଣୁ ଦେଶର ବିଭିନ୍ନ ଭାଗରେ ବିପଦ ସୃଷ୍ଟି କରିଥିଲା ବେଳେ ଏଚ୩ଏନ୨ ଭୂତାଣୁ ଆକ୍ରାନ୍ତ ପ୍ରାୟ ୯ ଜଣଙ୍କ ମୃତ୍ୟୁ ହୋଇସାରିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୬ଟି ରାଜ୍ୟକୁ ସତର୍କ କରାଇଛନ୍ତି। ବିଶେଷକରି କରୋନାର ସ୍ଥାନୀୟ ସଂକ୍ରମଣର ଭୟକୁ ନେଇ ଏହି ସତର୍କତା ଜାରି କରାଯାଇଛି। ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ମହାରାଷ୍ଟ୍ର, ଗୁଜରାଟ ,ତେଲଙ୍ଗାନା,କେରଳ, ତାମିଲନାଡୁ ଏବଂ କର୍ଣ୍ଣାଟକ ଆଦି ରାଜ୍ୟକୁ ସତର୍କ କରାଇ କହିଛନ୍ତି ଯେ, ଇନଫ୍ଳୁଏଞ୍ଜା ଭୂତାଣୁ ଦ୍ବାରା ଆକ୍ରାନ୍ତ ହେଉଥିବା ରୋଗୀଙ୍କ ପରୀକ୍ଷା ଠିକଣା ଭାବେ କରାାଯିବା ଦରକାର। ମାଇକ୍ରୋ ସ୍ତରରେ ଯେଭଳି କରୋନା ଭୂତାଣୁ ନ ବ୍ୟାପେ ସେଥିନେଇ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଉପରୋକ୍ତ ୬ଟି ରାଜ୍ୟକୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର