ହଟିଲା ସସପେନ୍ସ , ବାତିଲ ହେଲା ସିବିଏସଇ ଦ୍ବାଦଶ ପରୀକ୍ଷା

The Sakala Picture
Published On

ନୂଆଦିଲ୍ଲୀ: ଶେଷରେ ସିବିଏସଇ ଦ୍ବାଦଶ ପରୀକ୍ଷାକୁ ନେଇ ଲାଗିଥିବା ସସପେନ୍ସର ଅନ୍ତଘଟିଛି। ସିବିଏସଇ ଦ୍ବାଦଶ ପରୀକ୍ଷାକୁ ବାତିଲ କରିଦିଆଯାଇଛି। ପ୍ରାଧାନମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ ବସିଥିବା ବୈଠକରେ ଏହି ବଡ ନିଷ୍ପତ୍ତି ନିଆଯାଇଛି। ମହାମାରୀରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ଛାତ୍ରଙ୍କ ସୁରକ୍ଷା ଓ ସ୍ବାସ୍ଥ୍ଯକୁ ନେଇ ବୁଝାମଣା ହୋଇ ପାରିବ ନାହିଁ । ଏଭଳି ସ୍ଥିତରେ ସେମାନଙ୍କୁ ହଇରାଣ କରିବା ଠିକ୍ ନୁହେଁ। କରୋନା ସଙ୍କଟ ସମୟରେ ଛାତ୍ରଛତ୍ରୀଙ୍କୁ ଚାପ ଦେବା ଠିକ ନୁହିଁ ବୋଲି ପ୍ରାଧନମନ୍ତ୍ରୀ ନରେନ୍ଦ୍ର […]

ନୂଆଦିଲ୍ଲୀ: ଶେଷରେ ସିବିଏସଇ ଦ୍ବାଦଶ ପରୀକ୍ଷାକୁ ନେଇ ଲାଗିଥିବା ସସପେନ୍ସର ଅନ୍ତଘଟିଛି। ସିବିଏସଇ ଦ୍ବାଦଶ ପରୀକ୍ଷାକୁ ବାତିଲ କରିଦିଆଯାଇଛି। ପ୍ରାଧାନମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ ବସିଥିବା ବୈଠକରେ ଏହି ବଡ ନିଷ୍ପତ୍ତି ନିଆଯାଇଛି। ମହାମାରୀରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ଛାତ୍ରଙ୍କ ସୁରକ୍ଷା ଓ ସ୍ବାସ୍ଥ୍ଯକୁ ନେଇ ବୁଝାମଣା ହୋଇ ପାରିବ ନାହିଁ । ଏଭଳି ସ୍ଥିତରେ ସେମାନଙ୍କୁ ହଇରାଣ କରିବା ଠିକ୍ ନୁହେଁ। କରୋନା ସଙ୍କଟ ସମୟରେ ଛାତ୍ରଛତ୍ରୀଙ୍କୁ ଚାପ ଦେବା ଠିକ ନୁହିଁ ବୋଲି ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ଅନ୍ୟପଟେ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ମଧ୍ୟ ରଖିଛନ୍ତି ସରକାର। ରେଜଲ୍ଟ ପ୍ରକାଶ ପାଇଁ ବ୍ୟବସ୍ଥା କରିବ ସିବିଏସ୍ଇ। ନିର୍ଦ୍ଧାରିତ ସମୟ ମଧ୍ୟରେ ଉଚିତ ବ୍ୟବସ୍ଥା କରି ରେଜଲ୍ଟ ପ୍ରକାଶ କରିବ। ଯେଉଁ ଛାତ୍ରଛାତ୍ରୀ ଚାହିଁବେ, ପରୀକ୍ଷା ଦେଇ ପାରିବେ। ସ୍ଥିତି ସ୍ବାଭାବିକ ହେଲେ ପରୀକ୍ଷା ଦେଇପାରିବେ ଆଗ୍ରହୀ ଛାତ୍ରଛାତ୍ରୀ ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ସୂଚନା ଅନୁଯାୟୀ, ପୂର୍ବରୁ ବାତିଲ ହୋଇ ସାରିଛି ଦଶମ ପରୀକ୍ଷା ।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର