ସତ୍ୟେନ୍ଦ୍ର ଜୈନଙ୍କ ବଢିଲା ଅଡୁଆ: ସମ୍ପର୍କୀୟଙ୍କ ଘରୁ ଜବତ ହେଲା ନଗଦ ୨.୮୩ କୋଟି ଟଙ୍କା ସହ ୧୩୩ ସୁନା କଏନ

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ସରକାରର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅଡୁଆ ବଢିବାରେ ଲାଗିଛି। ସତ୍ୟେନ୍ଦ୍ର ଜୈନଙ୍କ ସମ୍ପର୍କୀୟଙ୍କ ଠାରୁ ପ୍ରାୟ ୨.୮୩ କୋଟି ଟଙ୍କା ଏବଂ ବିପୁଳ ସୁନା ଜବତ କରାଯାଇଛି। ଚଢଉ ସମୟରେ ସୁନା ବିସ୍କୁଟ ସହ ୧୧୩ଟି ସୁନା କଏନ ଜବତ ହୋଇଛି। ଆର୍ଥିକ ହେରଫେର ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିଭିନ୍ନ ଠିକଣା ଉପରେ ଇଡି ଚଢଉ କରିଥିଲା। ଏହାସହ ଦିଲ୍ଲୀ ସତ୍ୟେନ୍ଦ୍ରଙ୍କ ହାୱାଲା ଅପରେଟର୍ସ […]

ନୂଆଦିଲ୍ଲୀ: ଦିଲ୍ଲୀ ସରକାରର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅଡୁଆ ବଢିବାରେ ଲାଗିଛି। ସତ୍ୟେନ୍ଦ୍ର ଜୈନଙ୍କ ସମ୍ପର୍କୀୟଙ୍କ ଠାରୁ ପ୍ରାୟ ୨.୮୩ କୋଟି ଟଙ୍କା ଏବଂ ବିପୁଳ ସୁନା ଜବତ କରାଯାଇଛି। ଚଢଉ ସମୟରେ ସୁନା ବିସ୍କୁଟ ସହ ୧୧୩ଟି ସୁନା କଏନ ଜବତ ହୋଇଛି।

ଆହୁରି ପଢ଼ନ୍ତୁ: ମମତା ବାନାର୍ଜୀଙ୍କୁ ପୁଣି ଝଟକା: ନନ୍ଦିଗ୍ରାମ ପରେ ରେଜିନଗର ଉପନିର୍ବାଚନ ମଇଦାନରୁ ଓହରିଲେ ମମତା ଗୋଷ୍ଠୀର ପ୍ରାର୍ଥୀ

ଆର୍ଥିକ ହେରଫେର ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିଭିନ୍ନ ଠିକଣା ଉପରେ ଇଡି ଚଢଉ କରିଥିଲା। ଏହାସହ ଦିଲ୍ଲୀ ସତ୍ୟେନ୍ଦ୍ରଙ୍କ ହାୱାଲା ଅପରେଟର୍ସ ବିଭିନ୍ନ ଠିକଣାରେ ଚଢଉ କରାଯାଇଛି। ଏହି କ୍ରମରେ କିଛି ଦିନ ତଳେ ଜୈନଙ୍କ ସମ୍ପର୍କୀୟଙ୍କ ଠାରୁ ପ୍ରାୟ ନଗଦ ୩ କୋଟି ଟଙ୍କା ଜବତ ହୋଇଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କାଳକାଜୀ ମନ୍ଦିର ନିକଟରେ ପୋଲିସ ବେଶରେ ଆସି ନାବାଳିକାଙ୍କୁ ଗଣଦୁଷ୍କର୍ମ, ଏନକାଉଣ୍ଟର ପରେ ଜଣେ ଗିରଫ

ଖବର ଅନୁଯାୟୀ, ମନି ଲଣ୍ଡ୍ରୀ ମାମଲାରେ ସତ୍ୟେନ୍ଦ୍ରଙ୍କୁ ମେ ୩୦ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ଗିରଫ ପରେ ଜୈନଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏବେ ଜୁନ ୯ ଯାଏ ଇଡି ହେପାଜତରେ ଅଛନ୍ତି ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ।

ଆହୁରି ପଢ଼ନ୍ତୁ: ବିହାର ଜାମୁଇ ଭାଇରାଲ ଭିଡିଓ ମାମଲା: ପୋଲିସ ଏନକାଉଣ୍ଟରରେ ମୁଖ୍ୟ ଅଭିଯୁକ୍ତ ଗିରଫ, ଭିଡିଓ ସେୟାର କରି ୩ ଧରାପଡିଲେ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର