ଉଦୟପୁର ହତ୍ୟାକାଣ୍ଡରେ 26/11 ଲିଙ୍କ, ହତ୍ୟା ପାଇଁ ସ୍ୱତନ୍ତ୍ର ନମ୍ବରପ୍ଲେଟର ବାଇକ୍ ବ୍ୟବହାର

The Sakala Picture
Published On

ଜୟପୁର : ରାଜସ୍ଥାନ ଉଦୟପୁରରେ ହିନ୍ଦୁ ଟେଲର କହ୍ନେୟାଲାଲଙ୍କ ହତ୍ୟା ଘଟଣାରେ ଆଉ ଏକ ନୂଆ ଖୁଲାସା ହୋଇଛି। ହାତ୍ଯାକାରୀ ମାନେ ବ୍ଯବହାର କରିଥିବା ଗାଡି ନମ୍ବର ୨୬୧୧  ରହିଛି। ଏହି ସଂଖ୍ୟା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ତାରିଖ ସହିତ ସାମାନ ରହିଛି। ଏବେ ତଦନ୍ତକାରୀ ଟିମ୍ ଏହି ନମ୍ବର ପ୍ଲେଟ ବିଶିଷ୍ଟ ବାଇକ ପଛର ରାଜ ଜାଣିବା ପାଇଁ ଲାଗି ପଡ଼ିଛନ୍ତି । ଉଦୟପୁର ଟେଲର କହ୍ନେୟାଲାଲର ହତ୍ୟାଘଟଣାର ଯାଞ୍ଚରେ ଏବେ ପୁରା ଏନଆଇଏ ଟିମ୍ […]

ଜୟପୁର : ରାଜସ୍ଥାନ ଉଦୟପୁରରେ ହିନ୍ଦୁ ଟେଲର କହ୍ନେୟାଲାଲଙ୍କ ହତ୍ୟା ଘଟଣାରେ ଆଉ ଏକ ନୂଆ ଖୁଲାସା ହୋଇଛି। ହାତ୍ଯାକାରୀ ମାନେ ବ୍ଯବହାର କରିଥିବା ଗାଡି ନମ୍ବର ୨୬୧୧  ରହିଛି। ଏହି ସଂଖ୍ୟା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ତାରିଖ ସହିତ ସାମାନ ରହିଛି। ଏବେ ତଦନ୍ତକାରୀ ଟିମ୍ ଏହି ନମ୍ବର ପ୍ଲେଟ ବିଶିଷ୍ଟ ବାଇକ ପଛର ରାଜ ଜାଣିବା ପାଇଁ ଲାଗି ପଡ଼ିଛନ୍ତି ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରେୱାରେ ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ଯୁବତୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ନେତା

ଉଦୟପୁର ଟେଲର କହ୍ନେୟାଲାଲର ହତ୍ୟାଘଟଣାର ଯାଞ୍ଚରେ ଏବେ ପୁରା ଏନଆଇଏ ଟିମ୍ ନିୟୋଜିତ । NIA ଅନୁଯାୟୀ ଏହି ଘଟଣାରେ ଆତଙ୍କବାଦୀ ସଂଗଠନର କିଛି ବ୍ୟକ୍ତି ମଧ୍ୟ ସାମିଲ ଥାଇପାରନ୍ତି । ଯେଉଁଥିରେ ପାକିସ୍ଥାନର ଲିଙ୍କ୍ ମଧ୍ୟ ଜଡିତ ରହିଛି ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ 'ଆତଙ୍କବାଦୀ' କହିଲେ ଖଡ଼ଗେ, ବିବାଦ ପରେ ଦେଲେ ସ୍ପଷ୍ଟୀକରଣ

ସୂଚନା ମିଳିଛି ଯେ, ଏକ ସ୍ପେଶାଲ ନମ୍ବର ୨୬୧୧ ଯୁକ୍ତ ବାଇକ ପାଇଁ ହତ୍ୟାକାରୀ ମାନେ ଆରଟିଆଇକୁ ୫୦୦୦ଟଙ୍କା ଡ୍ରାଫ୍ଟ ଜମା କରିଥିଲା । ଏବଂ ଏହି ନମ୍ବର ମୁମ୍ବାଇର ଏକ ଭୟଙ୍କର ଆତଙ୍କ ଘଟଣା ଘଟିଥିବା ଦିନର ତାରିଖ ଅଟେ । ସେଥିପାଇଁ ଏହା ପଛର କାରଣ ପାଇଁ ତଦନ୍ତ ଆରମ୍ଭ ହୋଇଯାଇଛି ।

ଆହୁରି ପଢ଼ନ୍ତୁ: ଟ୍ରମ୍ପଙ୍କ 'ନର୍କକୁଣ୍ଡ' ମନ୍ତବ୍ୟ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରତିକ୍ରିୟା: କହିଲେ, 'ଆମେ ରିପୋର୍ଟ ଦେଖିଛୁ'

ଯେଉଁପରି ବିଭତ୍ସଭାବରେ ହତ୍ୟାକାରୀମାନେ କହ୍ନେୟାଲାଲଙ୍କ ହତ୍ୟା କରିଥିଲେ , ତାହା ସାଧାରଣ ହତ୍ୟାଘଟଣା ନୁହେଁ । ୨ ହତ୍ୟାକାରୀ ନୁପୂର ଶର୍ମାଙ୍କ ବୟାନ ପରେ ହିଁ ପାକିସ୍ଥାନ ଲୋକଙ୍କ ସମ୍ପର୍କରେ ଥିଲେ । ଦୁହେଁ ପାକିସ୍ଥାନର ୮ରୁ ୧୦ଟି ମୋବାଇଲ ନମ୍ବର ଯୋଗେ ଲଗାତାର ସମ୍ପର୍କରେ ରହୁଥିଲେ । ଏପରି ଆତଙ୍କୀକାର୍ଯ୍ଯ କରିବା ପାଇଁ ସେମାନଙ୍କୁ ସେଠାରୁ ହିଁ ନିର୍ଦ୍ଦେଶ ମିଳିଥିଲା । କହ୍ନେୟାଲାଲଙ୍କ ପରେ ଏହି ୨ ହତ୍ୟାକାରୀ ଉଦୟପୁରର ଆଉ ଏକ ବ୍ୟବସାୟୀଙ୍କୁ ହତ୍ୟା କରିଥାନ୍ତେ । ହତ୍ୟା ପଛର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆତଙ୍କୀ ବାତାବରଣ ସୃଷ୍ଟି କରିବା । ଏହା ପୂର୍ବରୁ ହିଁ ସେମାନେ ନିର୍ଣ୍ଣୟ ନେଇଥିଲେ କି କହ୍ନେୟାଲାଲକୁ ଗୁଳି ନ ମାରି  ଗଳ କାଟି ହତ୍ୟା କରିବେ ଏବଂ ଏହାର ଭିଡିଓ ବନାଇବେ। ଯାହାକୁ ଦେଖିଲେ ସାଧାରଣ ଲୋକଙ୍କ ଛାତି ଥରି ଉଠିବ ଏବଂ ସାରା ଦେଶରେ ଆତଙ୍କର ଛାୟା ବନିରହିବ।

01 Jul 2022 By The Sakala

ଉଦୟପୁର ହତ୍ୟାକାଣ୍ଡରେ 26/11 ଲିଙ୍କ, ହତ୍ୟା ପାଇଁ ସ୍ୱତନ୍ତ୍ର ନମ୍ବରପ୍ଲେଟର ବାଇକ୍ ବ୍ୟବହାର

ଜୟପୁର : ରାଜସ୍ଥାନ ଉଦୟପୁରରେ ହିନ୍ଦୁ ଟେଲର କହ୍ନେୟାଲାଲଙ୍କ ହତ୍ୟା ଘଟଣାରେ ଆଉ ଏକ ନୂଆ ଖୁଲାସା ହୋଇଛି। ହାତ୍ଯାକାରୀ ମାନେ ବ୍ଯବହାର କରିଥିବା ଗାଡି ନମ୍ବର ୨୬୧୧  ରହିଛି। ଏହି ସଂଖ୍ୟା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ତାରିଖ ସହିତ ସାମାନ ରହିଛି। ଏବେ ତଦନ୍ତକାରୀ ଟିମ୍ ଏହି ନମ୍ବର ପ୍ଲେଟ ବିଶିଷ୍ଟ ବାଇକ ପଛର ରାଜ ଜାଣିବା ପାଇଁ ଲାଗି ପଡ଼ିଛନ୍ତି ।

ଉଦୟପୁର ଟେଲର କହ୍ନେୟାଲାଲର ହତ୍ୟାଘଟଣାର ଯାଞ୍ଚରେ ଏବେ ପୁରା ଏନଆଇଏ ଟିମ୍ ନିୟୋଜିତ । NIA ଅନୁଯାୟୀ ଏହି ଘଟଣାରେ ଆତଙ୍କବାଦୀ ସଂଗଠନର କିଛି ବ୍ୟକ୍ତି ମଧ୍ୟ ସାମିଲ ଥାଇପାରନ୍ତି । ଯେଉଁଥିରେ ପାକିସ୍ଥାନର ଲିଙ୍କ୍ ମଧ୍ୟ ଜଡିତ ରହିଛି ।

ସୂଚନା ମିଳିଛି ଯେ, ଏକ ସ୍ପେଶାଲ ନମ୍ବର ୨୬୧୧ ଯୁକ୍ତ ବାଇକ ପାଇଁ ହତ୍ୟାକାରୀ ମାନେ ଆରଟିଆଇକୁ ୫୦୦୦ଟଙ୍କା ଡ୍ରାଫ୍ଟ ଜମା କରିଥିଲା । ଏବଂ ଏହି ନମ୍ବର ମୁମ୍ବାଇର ଏକ ଭୟଙ୍କର ଆତଙ୍କ ଘଟଣା ଘଟିଥିବା ଦିନର ତାରିଖ ଅଟେ । ସେଥିପାଇଁ ଏହା ପଛର କାରଣ ପାଇଁ ତଦନ୍ତ ଆରମ୍ଭ ହୋଇଯାଇଛି ।

ଯେଉଁପରି ବିଭତ୍ସଭାବରେ ହତ୍ୟାକାରୀମାନେ କହ୍ନେୟାଲାଲଙ୍କ ହତ୍ୟା କରିଥିଲେ , ତାହା ସାଧାରଣ ହତ୍ୟାଘଟଣା ନୁହେଁ । ୨ ହତ୍ୟାକାରୀ ନୁପୂର ଶର୍ମାଙ୍କ ବୟାନ ପରେ ହିଁ ପାକିସ୍ଥାନ ଲୋକଙ୍କ ସମ୍ପର୍କରେ ଥିଲେ । ଦୁହେଁ ପାକିସ୍ଥାନର ୮ରୁ ୧୦ଟି ମୋବାଇଲ ନମ୍ବର ଯୋଗେ ଲଗାତାର ସମ୍ପର୍କରେ ରହୁଥିଲେ । ଏପରି ଆତଙ୍କୀକାର୍ଯ୍ଯ କରିବା ପାଇଁ ସେମାନଙ୍କୁ ସେଠାରୁ ହିଁ ନିର୍ଦ୍ଦେଶ ମିଳିଥିଲା । କହ୍ନେୟାଲାଲଙ୍କ ପରେ ଏହି ୨ ହତ୍ୟାକାରୀ ଉଦୟପୁରର ଆଉ ଏକ ବ୍ୟବସାୟୀଙ୍କୁ ହତ୍ୟା କରିଥାନ୍ତେ । ହତ୍ୟା ପଛର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆତଙ୍କୀ ବାତାବରଣ ସୃଷ୍ଟି କରିବା । ଏହା ପୂର୍ବରୁ ହିଁ ସେମାନେ ନିର୍ଣ୍ଣୟ ନେଇଥିଲେ କି କହ୍ନେୟାଲାଲକୁ ଗୁଳି ନ ମାରି  ଗଳ କାଟି ହତ୍ୟା କରିବେ ଏବଂ ଏହାର ଭିଡିଓ ବନାଇବେ। ଯାହାକୁ ଦେଖିଲେ ସାଧାରଣ ଲୋକଙ୍କ ଛାତି ଥରି ଉଠିବ ଏବଂ ସାରା ଦେଶରେ ଆତଙ୍କର ଛାୟା ବନିରହିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର