ଜାମ୍ମୁ ଓ କଶ୍ମୀରର ସୀମାରୁ ଠାବ ହେଲା ସନ୍ଦିଗ୍ଧ ସୁଡ଼ଙ୍ଗ

The Sakala Picture
Published On

ଶ୍ରୀନଗର: ଜାମ୍ମୁ ଓ କଶ୍ମୀର ସୀମାରେ ଏକ ସନ୍ଦିଗ୍ଧ ସୁଡ଼ଙ୍ଗ ଠାବ ହୋଇଛି। ସାମ୍ବା ସେକ୍ଟରରେ ଏହି ସୁଡ଼ଙ୍ଗ ଠାବ ହେବା ପରେ ସୀମାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ନିରାପତ୍ତା ରକ୍ଷୀଙ୍କ ଗୁଳିରେ ଜୈସ-ଏ-ମହମ୍ମଦ ସଂଗଠନର ଦୁଇ ଆତଙ୍କବାଦୀ ପ୍ରାଣ ହରାଇବାର ପ୍ରାୟ ୧୪ ଦିନ ପରେ ଏହି ସୁଡ଼ଙ୍ଗ ଠାବ ହୋଇଛି । ସୀମା ସୁରକ୍ଷା ବଳରେ ଡେପୁଟି ଇନସ୍ପପେକ୍ଟର ଜେନେରାଲ ଏସପିଏସ ସାନ୍ଧୁ କହିଛନ୍ତି ଯେ, ହାଇସିକ୍ୟୁରିଟି ଜୋନରେ ଏହି ସୁଡ଼ଙ୍ଗ ଠାବ […]

ଶ୍ରୀନଗର: ଜାମ୍ମୁ ଓ କଶ୍ମୀର ସୀମାରେ ଏକ ସନ୍ଦିଗ୍ଧ ସୁଡ଼ଙ୍ଗ ଠାବ ହୋଇଛି। ସାମ୍ବା ସେକ୍ଟରରେ ଏହି ସୁଡ଼ଙ୍ଗ ଠାବ ହେବା ପରେ ସୀମାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ନିରାପତ୍ତା ରକ୍ଷୀଙ୍କ ଗୁଳିରେ ଜୈସ-ଏ-ମହମ୍ମଦ ସଂଗଠନର ଦୁଇ ଆତଙ୍କବାଦୀ ପ୍ରାଣ ହରାଇବାର ପ୍ରାୟ ୧୪ ଦିନ ପରେ ଏହି ସୁଡ଼ଙ୍ଗ ଠାବ ହୋଇଛି ।

ଆହୁରି ପଢ଼ନ୍ତୁ: ସରି ବାପା-ମା', ଆଉ ଥରେ ନିଟ୍ (NEET) ଦେବାକୁ ସାହସ ନାହିଁ: ପେପର ଲିକ୍ ବିବାଦ ମଧ୍ୟରେ ଛାତ୍ରୀଙ୍କ ଆତ୍ମହତ୍ୟା

ସୀମା ସୁରକ୍ଷା ବଳରେ ଡେପୁଟି ଇନସ୍ପପେକ୍ଟର ଜେନେରାଲ ଏସପିଏସ ସାନ୍ଧୁ କହିଛନ୍ତି ଯେ, ହାଇସିକ୍ୟୁରିଟି ଜୋନରେ ଏହି ସୁଡ଼ଙ୍ଗ ଠାବ ହୋଇଛି । ସୁଡ଼ଙ୍ଗ ସମ୍ପର୍କରେ ଖୋଳତାଡ଼ ଜାରି ରହିଛି ଏବଂ ଏହା କେଉଁ ପର୍ଯ୍ଯାନ୍ତ ଲମ୍ବିଛି ତାହାର ସନ୍ଧାନ କାର୍ଯ୍ଯା ଜାରି ରହିଛି । ସୀମାନ୍ତରେ ଥିବା ଚକ୍ ଫକିରା ଚେକ୍ ପୋଷ୍ଟଠାରୁ ୩୦୦ ମିଟର ଦୂର ତଥା ଭାରତୀୟ ଗ୍ରାମଠାରୁ ମାତ୍ର ୭୦୦ ମିଟର ଦୂରରେ ଠାବ ହୋଇଛି ଏହି ସୁଡ଼ଙ୍ଗ। ଦୁଇ ଜଣ ଜୈସ ଆତଙ୍କବାଦୀ ଏନକାଉଣ୍ଟରରେ ପ୍ରାଣ ହରାଇବା ପରେ ଗତ ଏପ୍ରିଲ ୨୨ରେ ଜାମ୍ମୁର ସୁଞ୍ଜଓ୍ୱାନ ଇଲାକାରେ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଥିଲା ।

ଆହୁରି ପଢ଼ନ୍ତୁ: କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ: IMD

05 May 2022 By The Sakala

ଜାମ୍ମୁ ଓ କଶ୍ମୀରର ସୀମାରୁ ଠାବ ହେଲା ସନ୍ଦିଗ୍ଧ ସୁଡ଼ଙ୍ଗ

ଶ୍ରୀନଗର: ଜାମ୍ମୁ ଓ କଶ୍ମୀର ସୀମାରେ ଏକ ସନ୍ଦିଗ୍ଧ ସୁଡ଼ଙ୍ଗ ଠାବ ହୋଇଛି। ସାମ୍ବା ସେକ୍ଟରରେ ଏହି ସୁଡ଼ଙ୍ଗ ଠାବ ହେବା ପରେ ସୀମାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ନିରାପତ୍ତା ରକ୍ଷୀଙ୍କ ଗୁଳିରେ ଜୈସ-ଏ-ମହମ୍ମଦ ସଂଗଠନର ଦୁଇ ଆତଙ୍କବାଦୀ ପ୍ରାଣ ହରାଇବାର ପ୍ରାୟ ୧୪ ଦିନ ପରେ ଏହି ସୁଡ଼ଙ୍ଗ ଠାବ ହୋଇଛି ।

ସୀମା ସୁରକ୍ଷା ବଳରେ ଡେପୁଟି ଇନସ୍ପପେକ୍ଟର ଜେନେରାଲ ଏସପିଏସ ସାନ୍ଧୁ କହିଛନ୍ତି ଯେ, ହାଇସିକ୍ୟୁରିଟି ଜୋନରେ ଏହି ସୁଡ଼ଙ୍ଗ ଠାବ ହୋଇଛି । ସୁଡ଼ଙ୍ଗ ସମ୍ପର୍କରେ ଖୋଳତାଡ଼ ଜାରି ରହିଛି ଏବଂ ଏହା କେଉଁ ପର୍ଯ୍ଯାନ୍ତ ଲମ୍ବିଛି ତାହାର ସନ୍ଧାନ କାର୍ଯ୍ଯା ଜାରି ରହିଛି । ସୀମାନ୍ତରେ ଥିବା ଚକ୍ ଫକିରା ଚେକ୍ ପୋଷ୍ଟଠାରୁ ୩୦୦ ମିଟର ଦୂର ତଥା ଭାରତୀୟ ଗ୍ରାମଠାରୁ ମାତ୍ର ୭୦୦ ମିଟର ଦୂରରେ ଠାବ ହୋଇଛି ଏହି ସୁଡ଼ଙ୍ଗ। ଦୁଇ ଜଣ ଜୈସ ଆତଙ୍କବାଦୀ ଏନକାଉଣ୍ଟରରେ ପ୍ରାଣ ହରାଇବା ପରେ ଗତ ଏପ୍ରିଲ ୨୨ରେ ଜାମ୍ମୁର ସୁଞ୍ଜଓ୍ୱାନ ଇଲାକାରେ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର