ରାଜନୀତିରୁ ବିଦାୟ ନେଲେ ଭାଜପାର ବାବୁଲ ସୁପ୍ରିୟୋ

The Sakala Picture
Published On

ଲୋକପ୍ରିୟ ଗାୟକ ତଥା ଭାଜପା ସରକାରଙ୍କର କେନ୍ଦ୍ରୀୟ ମନ୍ତ୍ରୀ ଥିବା ବାବୁଲ ସୁପ୍ରିଓ ରାଜନୀତିରୁ ସନ୍ୟାସ ନେଉଥିବା ଶନିବାର ଘୋଷଣା କରିଛନ୍ତି । ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ଏନେଇ ଦେଇଛନ୍ତି ସୂଚନା। ରାଜନୀତି ବିନା ମଧ୍ୟ ଏହି କାମ ସମ୍ଭବ ବୋଲି ସେ କହିଛନ୍ତି। କିଛିଦିନରୁ ଏନେଇ ଚର୍ଚ୍ଚା ହେଉଥିଲେ ହେଁ ଏତେ ଶୀଘ୍ର ସେ ରାଜନୀତି ଛାଡ଼ି ନ ପାରନ୍ତି ବୋଲି କୁହାଯାଉଥିଲା । ହେଲେ ନିକଟରେ ହୋଇଥିବା ମନ୍ତ୍ରୀମଣ୍ଡଳ ଅଦଳବଦଳ ବେଳେ […]

ଲୋକପ୍ରିୟ ଗାୟକ ତଥା ଭାଜପା ସରକାରଙ୍କର କେନ୍ଦ୍ରୀୟ ମନ୍ତ୍ରୀ ଥିବା ବାବୁଲ ସୁପ୍ରିଓ ରାଜନୀତିରୁ ସନ୍ୟାସ ନେଉଥିବା ଶନିବାର ଘୋଷଣା କରିଛନ୍ତି । ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ଏନେଇ ଦେଇଛନ୍ତି ସୂଚନା। ରାଜନୀତି ବିନା ମଧ୍ୟ ଏହି କାମ ସମ୍ଭବ ବୋଲି ସେ କହିଛନ୍ତି। କିଛିଦିନରୁ ଏନେଇ ଚର୍ଚ୍ଚା ହେଉଥିଲେ ହେଁ ଏତେ ଶୀଘ୍ର ସେ ରାଜନୀତି ଛାଡ଼ି ନ ପାରନ୍ତି ବୋଲି କୁହାଯାଉଥିଲା । ହେଲେ ନିକଟରେ ହୋଇଥିବା ମନ୍ତ୍ରୀମଣ୍ଡଳ ଅଦଳବଦଳ ବେଳେ ତାଙ୍କୁ ପଦ ଛାଡ଼ିବାକୁ ବାଧ୍ୟ କରାଯାଇଥିଲା। ପଦରୁ ବିଦା ହେବା ପରେ ସେ ରାଜନୀତିରୁ ଅବସର ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ପରକୀୟା ପ୍ରୀତିର କରୁଣ ପରିଣତି! ସ୍ୱାମୀ ହତ୍ୟା ମାମଲାରେ ସ୍ତ୍ରୀ ଓ ପ୍ରେମିକଙ୍କୁ ମୃତ୍ୟୁଦଣ୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର