ଜାଲରେ ପଡିଲା ବିଶାଳକାୟ ମାଛ, ଯାହାର ଦାମ ୩୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା

The Sakala Picture
Published On

କଲିକତା: ଗୋଟିଏ ମାଛ ପାଇଁ ଲକ୍ଷପତି ହୋଇଗଲେ ମତ୍ସ୍ୟଜୀବୀ । ନଦୀରେ ମାଛ ଧରିବାବେଳେ ଜାଲରେ ପଡିଲା ଏକ ବିଶାଳକାୟ ମାଛ । ମାଛ ପାଇଁ ନିଲାମ ଡକାଗଲା। ଲକ୍ଷେ ନୁହେଁ କି ୨ ଲକ୍ଷ ନୁହେଁ, ପୁରା ୩୬ ଲକ୍ଷ ୫୩ ହଜାର ଟଙ୍କାରେ ବିକ୍ରି ହେଲା ଏହି ବିଶାଳକାୟ ମାଛ। ଆଂଜ୍ଞା ହଁ, ଗୋଟିଏ ମାଛର ଦାମ ନିଲାମିରେ ଡକାଯାଇଛି ୩୬ ଲକ୍ଷ ୫୩ ହଜାର ଟଙ୍କା । ଶେଷରେ ଜଣେ ବ୍ୟବସାୟୀ ମାଛଟିକୁ […]

କଲିକତା: ଗୋଟିଏ ମାଛ ପାଇଁ ଲକ୍ଷପତି ହୋଇଗଲେ ମତ୍ସ୍ୟଜୀବୀ । ନଦୀରେ ମାଛ ଧରିବାବେଳେ ଜାଲରେ ପଡିଲା ଏକ ବିଶାଳକାୟ ମାଛ । ମାଛ ପାଇଁ ନିଲାମ ଡକାଗଲା। ଲକ୍ଷେ ନୁହେଁ କି ୨ ଲକ୍ଷ ନୁହେଁ, ପୁରା ୩୬ ଲକ୍ଷ ୫୩ ହଜାର ଟଙ୍କାରେ ବିକ୍ରି ହେଲା ଏହି ବିଶାଳକାୟ ମାଛ। ଆଂଜ୍ଞା ହଁ, ଗୋଟିଏ ମାଛର ଦାମ ନିଲାମିରେ ଡକାଯାଇଛି ୩୬ ଲକ୍ଷ ୫୩ ହଜାର ଟଙ୍କା । ଶେଷରେ ଜଣେ ବ୍ୟବସାୟୀ ମାଛଟିକୁ ଏତିକି ଟଙ୍କାରେ କିଣି ନେଇଥିଲେ। ପଶ୍ଚିମବଙ୍ଗ ସୁନ୍ଦରବନ ଅଞ୍ଚଳର ୫ଜଣ ମତ୍ସ୍ୟଜୀବୀ ମାଛ ଧରିବା ବେଳେ ଜାଲରେ ପଡିଥିଲା ୭୮.୪ କେଜି ଓଜନର ଏହି ବିଶାଳକାୟ ମାଛ।

ଆହୁରି ପଢ଼ନ୍ତୁ: ପୁଣେ କେତନ ଅଗ୍ରୱାଲ ହତ୍ୟାକାଣ୍ଡ: ପ୍ରଥମେ କେତନଙ୍କୁ ଅପାହିଜ କରିବାକୁ ଯୋଜନା କରିଥିଲେ ସିୟା ଓ ଚେତନ, ପରେ ରଚିଲେ ହତ୍ୟା ଷଡ଼ଯନ୍ତ୍ର

ମାଛଟିର ନାଁ ତେଲିଆ ଭୋଲା। ଜାଲରେ ମାଛଟି ପଡ଼ିବା ପରେ ଏହାକୁ ବଜାରରେ ବିକ୍ରି ପାଇଁ ନିଆଯାଇଥିଲା। ଯାହାକୁ ଦେଖିବାକୁ ଲୋକଙ୍କ ଭିଡ ଜମିବା ସହ ନିଲାମି ଡକାଯାଇଥିଲା। ଏତେବଡ଼ ମାଛକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ ଲୋକ।

ଆହୁରି ପଢ଼ନ୍ତୁ: କେନ୍ଦ୍ରମନ୍ତ୍ରୀଙ୍କ ସହ CJP ର ଆଲୋଚନା: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଅଟଳ CJP, ସମୟ ମାଗିଲେ ସରକାର

26 Oct 2021 By The Sakala

ଜାଲରେ ପଡିଲା ବିଶାଳକାୟ ମାଛ, ଯାହାର ଦାମ ୩୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା

କଲିକତା: ଗୋଟିଏ ମାଛ ପାଇଁ ଲକ୍ଷପତି ହୋଇଗଲେ ମତ୍ସ୍ୟଜୀବୀ । ନଦୀରେ ମାଛ ଧରିବାବେଳେ ଜାଲରେ ପଡିଲା ଏକ ବିଶାଳକାୟ ମାଛ । ମାଛ ପାଇଁ ନିଲାମ ଡକାଗଲା। ଲକ୍ଷେ ନୁହେଁ କି ୨ ଲକ୍ଷ ନୁହେଁ, ପୁରା ୩୬ ଲକ୍ଷ ୫୩ ହଜାର ଟଙ୍କାରେ ବିକ୍ରି ହେଲା ଏହି ବିଶାଳକାୟ ମାଛ। ଆଂଜ୍ଞା ହଁ, ଗୋଟିଏ ମାଛର ଦାମ ନିଲାମିରେ ଡକାଯାଇଛି ୩୬ ଲକ୍ଷ ୫୩ ହଜାର ଟଙ୍କା । ଶେଷରେ ଜଣେ ବ୍ୟବସାୟୀ ମାଛଟିକୁ ଏତିକି ଟଙ୍କାରେ କିଣି ନେଇଥିଲେ। ପଶ୍ଚିମବଙ୍ଗ ସୁନ୍ଦରବନ ଅଞ୍ଚଳର ୫ଜଣ ମତ୍ସ୍ୟଜୀବୀ ମାଛ ଧରିବା ବେଳେ ଜାଲରେ ପଡିଥିଲା ୭୮.୪ କେଜି ଓଜନର ଏହି ବିଶାଳକାୟ ମାଛ।

Photo Credit- telegraphindia

ମାଛଟିର ନାଁ ତେଲିଆ ଭୋଲା। ଜାଲରେ ମାଛଟି ପଡ଼ିବା ପରେ ଏହାକୁ ବଜାରରେ ବିକ୍ରି ପାଇଁ ନିଆଯାଇଥିଲା। ଯାହାକୁ ଦେଖିବାକୁ ଲୋକଙ୍କ ଭିଡ ଜମିବା ସହ ନିଲାମି ଡକାଯାଇଥିଲା। ଏତେବଡ଼ ମାଛକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ ଲୋକ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର