ଆସନ୍ତା ମାସରେ ମୋଦୀ-ବାଇଡେନ ଭେଟ

The Sakala Picture
Published On

ନୂଆଦିଲ୍ଲୀ: ଆସନ୍ତା ମାସରେ ଜାପାନର ଟୋକିଓରେ ‘କ୍ବାଡ’ ବୈଠକ ହେବାକୁ ଯାଉଛି। ଏହି ବୈଠକରେ ଯୋଗ ଦେବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଗସ୍ତ କରିବେ । ଏଠାରେ ମୋଦୀ-ବାଇଡେନଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହେବ ବୋଲି ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି। ଭାର ତ – ପ୍ର ଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନ୍‌କୁ ରୋକିବା ପାଇଁ ଏହି ବୈଠକରେ ଚର୍ଚ୍ଚା ହୋଇପାରେ। ଏହା ପୂର୍ବରୁ ‘୨+୨’ ବୈଠକ […]

ନୂଆଦିଲ୍ଲୀ: ଆସନ୍ତା ମାସରେ ଜାପାନର ଟୋକିଓରେ ‘କ୍ବାଡ’ ବୈଠକ ହେବାକୁ ଯାଉଛି। ଏହି ବୈଠକରେ ଯୋଗ ଦେବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଗସ୍ତ କରିବେ । ଏଠାରେ ମୋଦୀ-ବାଇଡେନଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହେବ ବୋଲି ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି। ଭାର ତ – ପ୍ର ଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନ୍‌କୁ ରୋକିବା ପାଇଁ ଏହି ବୈଠକରେ ଚର୍ଚ୍ଚା ହୋଇପାରେ। ଏହା ପୂର୍ବରୁ ‘୨+୨’ ବୈଠକ ସମୟରେ ଉଭୟ ନେତା ଭର୍ଦୁଆଲ ସାକ୍ଷାତ କରିଥିଲେ। ୟୁକ୍ରେନ ଆକ୍ରମଣକୁ ନେଇ ରୁଷ ଉପରେ ଆମେରିକା ଅନେକ କଟକଣା ଲଗାଇଛି। ବୈଠକରେ ରୁଷଠାରୁ ତେଲ ଏବଂ ଗ୍ୟାସ ନ କିଣିବାକୁ ସେ ମୋଦୀଙ୍କୁ କହିଥିଲେ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରାଜଗଡ଼ରେ ଲୋମହର୍ଷଣକାରୀ ଘଟଣା: ବୃଦ୍ଧା ଜେଜେମା’ଙ୍କୁ ଦୁଷ୍କର୍ମ ପରେ ନାତିର ବର୍ବର କାଣ୍ଡ, ନାକ ଓ ଜିଭ କାଟି କଲା ହତ୍ୟା

29 Apr 2022 By The Sakala

ଆସନ୍ତା ମାସରେ ମୋଦୀ-ବାଇଡେନ ଭେଟ

ନୂଆଦିଲ୍ଲୀ: ଆସନ୍ତା ମାସରେ ଜାପାନର ଟୋକିଓରେ ‘କ୍ବାଡ’ ବୈଠକ ହେବାକୁ ଯାଉଛି। ଏହି ବୈଠକରେ ଯୋଗ ଦେବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଗସ୍ତ କରିବେ । ଏଠାରେ ମୋଦୀ-ବାଇଡେନଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହେବ ବୋଲି ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି। ଭାର ତ – ପ୍ର ଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନ୍‌କୁ ରୋକିବା ପାଇଁ ଏହି ବୈଠକରେ ଚର୍ଚ୍ଚା ହୋଇପାରେ। ଏହା ପୂର୍ବରୁ ‘୨+୨’ ବୈଠକ ସମୟରେ ଉଭୟ ନେତା ଭର୍ଦୁଆଲ ସାକ୍ଷାତ କରିଥିଲେ। ୟୁକ୍ରେନ ଆକ୍ରମଣକୁ ନେଇ ରୁଷ ଉପରେ ଆମେରିକା ଅନେକ କଟକଣା ଲଗାଇଛି। ବୈଠକରେ ରୁଷଠାରୁ ତେଲ ଏବଂ ଗ୍ୟାସ ନ କିଣିବାକୁ ସେ ମୋଦୀଙ୍କୁ କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର