ଚିନ୍ତା ବଢାଇଲାଣି ମଙ୍କିପକ୍ସ: ପ୍ରଥମ ଦେଶ ଭାବେ ବେଲଜିୟମ ଲାଗୁ କଲା କ୍ୱାରେଣ୍ଟାଇନ ବ୍ଯବସ୍ଥା

The Sakala Picture
Published On

ନୂଆଦିଲ୍ଲୀ: ମଙ୍କିପକ୍ସକୁ ନେଇ ଆତଙ୍କ ବଢୁଥିବା ବେଳେ ପ୍ରଥମ ଦେଶ ଭାବେ ବେଲଜିୟମ ଲାଗୁ କରିଛି ବାଧ୍ୟତାମୂଳକ କ୍ୱାରେଣ୍ଟାଇନ ବ୍ଯବସ୍ଥା। ମଙ୍କିପକ୍ସ ପଜିଟିଭ ଚିହ୍ନଟ ହେଲେ ୨୧ ଦିନ କ୍ୱାରେଣ୍ଟାଇନ ରହିବାକୁ ନିୟମ ଲାଗୁ କରିଛି ବେଲଜିୟମ। ଏବେ ସୁଦ୍ଧା ୧୪ ଦେଶରେ ମଙ୍କିପକ୍ସ କେସ ଚିହ୍ନଟ ହୋଇଛି। ବ୍ରିଟେନରେ ଏହା ଦିନକୁ ଦିନକୁ ବଢିବାରେ ଲାଗିଛି। ପଶ୍ଚିମ ଓ ମଧ୍ୟ ଆଫ୍ରିକାରୁ ଆରମ୍ଭ ହୋଇଥିବା ମଙ୍କିପକ୍ସ ୧୪ଟି ଦେଶକୁ ବ୍ୟାପିଲାଣି। ବ୍ରିଟେନ୍‌, ସ୍ପେନ୍‌, ପର୍ତ୍ତୁଗାଲ୍‌, ଜର୍ମାନୀ, […]

ନୂଆଦିଲ୍ଲୀ: ମଙ୍କିପକ୍ସକୁ ନେଇ ଆତଙ୍କ ବଢୁଥିବା ବେଳେ ପ୍ରଥମ ଦେଶ ଭାବେ ବେଲଜିୟମ ଲାଗୁ କରିଛି ବାଧ୍ୟତାମୂଳକ କ୍ୱାରେଣ୍ଟାଇନ ବ୍ଯବସ୍ଥା। ମଙ୍କିପକ୍ସ ପଜିଟିଭ ଚିହ୍ନଟ ହେଲେ ୨୧ ଦିନ କ୍ୱାରେଣ୍ଟାଇନ ରହିବାକୁ ନିୟମ ଲାଗୁ କରିଛି ବେଲଜିୟମ। ଏବେ ସୁଦ୍ଧା ୧୪ ଦେଶରେ ମଙ୍କିପକ୍ସ କେସ ଚିହ୍ନଟ ହୋଇଛି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ବ୍ରିଟେନରେ ଏହା ଦିନକୁ ଦିନକୁ ବଢିବାରେ ଲାଗିଛି। ପଶ୍ଚିମ ଓ ମଧ୍ୟ ଆଫ୍ରିକାରୁ ଆରମ୍ଭ ହୋଇଥିବା ମଙ୍କିପକ୍ସ ୧୪ଟି ଦେଶକୁ ବ୍ୟାପିଲାଣି। ବ୍ରିଟେନ୍‌, ସ୍ପେନ୍‌, ପର୍ତ୍ତୁଗାଲ୍‌, ଜର୍ମାନୀ, ବେଲଜିୟମ୍‌, ଫ୍ରାନ୍ସ, ନେଦରଲାଣ୍ଡ, ଇଟାଲୀ, ସ୍ୱିଡେନ୍‌କୁ ଏହି ଭୂତାଣୁ ବ୍ୟାପିବାରେ ଲାଗିଲାଣି। ସେହିପରି ଆମେରିକା, କାନାଡ଼ା ଓ ଅଷ୍ଟ୍ରେଲିଆ ସମେତ ୯ଟି ୟୁରୋପୀୟ ରାଷ୍ଟ୍ରରେ ମଙ୍କିପକ୍ସ ମାଡିଚାଲିଛି । ତେବେ ଏ ପର୍ଯ୍ଯନ୍ତ ଏଥିରେ କେହି ମୃତାହତ ହୋଇନାହାଁନ୍ତି । ବ୍ରଟେନ, ପର୍ତ୍ତୁଗାଲ୍‌ ଓ ସ୍ପେନରେ ପରିସ୍ଥିତି ଉଦବେଗଜନକ ରହିଛି ।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର