ନିକୋବରରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୦

The Sakala Picture
Published On

ନୂଆଦିଲ୍ଲୀ: ସୋମବାର ନିକୋବାର ଦ୍ୱୀପରେ ଭୂମିକମ୍ପ ହୋଇଥିବା ସୂଚନା ମିଳିଛି। ରିକଟର ସ୍କେଲର ୫.୦ ତୀବ୍ରତା ରେକର୍ଡ କରାଯାଇଛି। ଆଜି ସକାଳ ୫ଟା ବେଳେ ଏହି ଭୂମିକମ୍ପ ହୋଇଥିବା ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଭୂ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଭୂମିକମ୍ପର ଗଭୀରତା ୧୦ କିମି ଭିତରେ ହୋଇଛି। ଟ୍ୱିଟ୍ କରି ଭୂ ବିଜ୍ଞାନ କେନ୍ଦ୍ର ଲେଖିଛି “ ନିକୋବାର ଦ୍ୱୀପାଞ୍ଚଳରେ ୫.୦ ତୀବ୍ରତାର ଭୂମିକମ୍ପ ୦୬.୦୩.୨୦୨୩ ସକାଳ ୫:୦୭: ୧୭ରେ ହୋଇଛି। […]

ନୂଆଦିଲ୍ଲୀ: ସୋମବାର ନିକୋବାର ଦ୍ୱୀପରେ ଭୂମିକମ୍ପ ହୋଇଥିବା ସୂଚନା ମିଳିଛି। ରିକଟର ସ୍କେଲର ୫.୦ ତୀବ୍ରତା ରେକର୍ଡ କରାଯାଇଛି। ଆଜି ସକାଳ ୫ଟା ବେଳେ ଏହି ଭୂମିକମ୍ପ ହୋଇଥିବା ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୂ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଭୂମିକମ୍ପର ଗଭୀରତା ୧୦ କିମି ଭିତରେ ହୋଇଛି। ଟ୍ୱିଟ୍ କରି ଭୂ ବିଜ୍ଞାନ କେନ୍ଦ୍ର ଲେଖିଛି “ ନିକୋବାର ଦ୍ୱୀପାଞ୍ଚଳରେ ୫.୦ ତୀବ୍ରତାର ଭୂମିକମ୍ପ ୦୬.୦୩.୨୦୨୩ ସକାଳ ୫:୦୭: ୧୭ରେ ହୋଇଛି। ଏହାର ଗଭୀରତା ୧୦ କିମି ରହିଛି।”

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର