ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଓ ଭାଇ ଅଶରଫକୁ ଗୁଳି କରି ହତ୍ୟା; ୟୁପିରେ ହାଇ ଆଲର୍ଟ, ୧୪୪ ଧାରା ଲାଗୁ

The Sakala Picture
Published On

ପ୍ରୟାଗରାଜ: ପୋଲିସ ଓ ମିଡିଆ ଉପସ୍ଥିତିରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଓ ଭାଇ ଅଶରଫକୁ ଗୁଳି କରି ହତ୍ୟା କରାଯାଇଛି। ସାମ୍ବାଦିକ ବେଶରେ ଆସି ଦୁଇ ଭାଇଙ୍କୁ ହତ୍ୟା କରିଛନ୍ତି ୩ ଦୃର୍ବୁତ୍ତ । ଗତକାଲି ରାତି ସାଢେ ୧୦ଟା ବେଳେ ପ୍ରୟାଗରାଜ ମେଡିକାଲକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଉଥିବା ବେଳେ ସେମାନଙ୍କୁ ଗୁଳି କରିଥିଲେ ୩ ସୁଟର। ହତ୍ୟାକାଣ୍ଡ ପରେ ୩ଜଣଙ୍କୁ ଗିରଫ କରି ପଚରାଉଚରା ବେଳେ ସେମାନେ କେବଳ ଏହି ୨ ଗ୍ୟାଙ୍ଗଷ୍ଟରଙ୍କୁ […]

ପ୍ରୟାଗରାଜ: ପୋଲିସ ଓ ମିଡିଆ ଉପସ୍ଥିତିରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଓ ଭାଇ ଅଶରଫକୁ ଗୁଳି କରି ହତ୍ୟା କରାଯାଇଛି। ସାମ୍ବାଦିକ ବେଶରେ ଆସି ଦୁଇ ଭାଇଙ୍କୁ ହତ୍ୟା କରିଛନ୍ତି ୩ ଦୃର୍ବୁତ୍ତ । ଗତକାଲି ରାତି ସାଢେ ୧୦ଟା ବେଳେ ପ୍ରୟାଗରାଜ ମେଡିକାଲକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଉଥିବା ବେଳେ ସେମାନଙ୍କୁ ଗୁଳି କରିଥିଲେ ୩ ସୁଟର। ହତ୍ୟାକାଣ୍ଡ ପରେ ୩ଜଣଙ୍କୁ ଗିରଫ କରି ପଚରାଉଚରା ବେଳେ ସେମାନେ କେବଳ ଏହି ୨ ଗ୍ୟାଙ୍ଗଷ୍ଟରଙ୍କୁ ହତ୍ୟା କରିବାକୁ ଆସିଥିବା କହିଛନ୍ତି । ଏହି ଗୁଳିକାଣ୍ଡରେ ଅତିକ ବ୍ରଦର୍ସଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ସାମ୍ବାଦିକ ଓ ଜଣେ କନଷ୍ଟେବଳଙ୍କ ଆହତ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଇସ୍ରାଏଲ ବିରୋଧରେ ସାମରିକ ଅଭିଯାନ ରୋକିଲା ଇରାନ, ଦେଲା କଡ଼ା ଚେତାବନୀ

ସୂଚନାନୁସାରେ, ଦୁଇରୁ ତିନି ଜଣ ଲୋକ ଅତିକ୍ ଓ ଆଶ୍ରାଫଙ୍କ ଉପରକୁ ଗୁଳି ଚଳାଇଥିଲେ। ପୋଲିସ ସେମାନଙ୍କୁ ଗିରଫ କରିଛି। ଅତିକ୍ ଓ ତାଙ୍କ ଭାଇଙ୍କୁ ଗୁଳି ଚଳାଇବା ପରେ ସେମାନେ ସରେଣ୍ଡର କରିଥିଲେ। ତେବେ ସେମାନଙ୍କ ପରିଚୟ ଜଣାପଡ଼ିନାହିଁ । ଉମେଶ ପାଲ ହତ୍ୟା ମାମଲାରେ ଅତିକ୍ ଏବଂ ଆଶ୍ରାଫ୍ ପୋଲିସ୍ ହେପାଜତରେ ଥିଲେ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସେନାର ଏମଆଇ-୧୭ ହେଲିକପ୍ଟର କ୍ରାସ୍: ସମସ୍ତ କର୍ମଚାରୀଙ୍କ ମୃତ୍ୟୁ

ତେବେ ଏହି ହତ୍ୟାକାଣ୍ଡ ପରେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୩ ଜଣିଆ ବିଚାର ବିଭାଗୟୀ କମିଶନ ମଧ୍ୟ ଗଠନ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଉତ୍ତର ପ୍ରଦେଶରେ ୧୪୪ ଧାରା ଲାଗୁ କରାଯାଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ସେହିପରି ୟୁପିର ସମସ୍ତ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ପୋଲିସ ଉପସ୍ଥିତିରେ ଏଭଳି ହତ୍ୟାକାଣ୍ଡ ପୋଲିସର ଚରମ ଅବହେଳାକୁ ସ୍ପଷ୍ଟ କରିଛି । ଗତ ୧୩ ତାରିଖରେ ଅତିକର ପୁଅକୁ ଏନକାଉଣ୍ଟର କରି ହତ୍ୟା କରାଯାଇଥିଲା । ଅତିକ ଅହମ୍ମଦର ସ୍ତ୍ରୀ ଏବେ ବି ଫେରାର ଅଛନ୍ତି । ଅତିକ ଅହମ୍ମଦ ରାଜନେତାରୁ ଗ୍ୟାଙ୍ଗଷ୍ଟାର ପାଲଟିଥିଲା । ଗତ ୪୦ ବର୍ଷ ହେଲା ଅପରାଧ ଦୁନିଆରେ ରାଜ କରୁଥିଲା ଅତିକ । କିନ୍ତୁ ପୋଲିସ ହେପାଜତରେ ଥାଇ ବି କିପରି ଅତିକକୁ ହତ୍ୟା କରାଗଲା ତାକୁ ନେଇ ପୋଲିସ ପ୍ରଶାସନ ଉପରେ ସନ୍ଦେହ ସୃଷ୍ଟି କରିଛି ।

ଆହୁରି ପଢ଼ନ୍ତୁ: ଶବକୁ ନେଇ ଅଶାଳୀନ ମଜାକ କରି ଫସିଲେ ଡାକ୍ତରୀ ଛାତ୍ରୀ ସେଜଲ ପାୱାର, ତଦନ୍ତ ନିର୍ଦ୍ଦେଶ ଦେଲେ କେଇଏମ୍ ହସ୍ପିଟାଲ୍ ଡିନ୍

16 Apr 2023 By The Sakala

ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଓ ଭାଇ ଅଶରଫକୁ ଗୁଳି କରି ହତ୍ୟା; ୟୁପିରେ ହାଇ ଆଲର୍ଟ, ୧୪୪ ଧାରା ଲାଗୁ

ପ୍ରୟାଗରାଜ: ପୋଲିସ ଓ ମିଡିଆ ଉପସ୍ଥିତିରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଓ ଭାଇ ଅଶରଫକୁ ଗୁଳି କରି ହତ୍ୟା କରାଯାଇଛି। ସାମ୍ବାଦିକ ବେଶରେ ଆସି ଦୁଇ ଭାଇଙ୍କୁ ହତ୍ୟା କରିଛନ୍ତି ୩ ଦୃର୍ବୁତ୍ତ । ଗତକାଲି ରାତି ସାଢେ ୧୦ଟା ବେଳେ ପ୍ରୟାଗରାଜ ମେଡିକାଲକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଉଥିବା ବେଳେ ସେମାନଙ୍କୁ ଗୁଳି କରିଥିଲେ ୩ ସୁଟର। ହତ୍ୟାକାଣ୍ଡ ପରେ ୩ଜଣଙ୍କୁ ଗିରଫ କରି ପଚରାଉଚରା ବେଳେ ସେମାନେ କେବଳ ଏହି ୨ ଗ୍ୟାଙ୍ଗଷ୍ଟରଙ୍କୁ ହତ୍ୟା କରିବାକୁ ଆସିଥିବା କହିଛନ୍ତି । ଏହି ଗୁଳିକାଣ୍ଡରେ ଅତିକ ବ୍ରଦର୍ସଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ସାମ୍ବାଦିକ ଓ ଜଣେ କନଷ୍ଟେବଳଙ୍କ ଆହତ ହୋଇଛନ୍ତି ।

ସୂଚନାନୁସାରେ, ଦୁଇରୁ ତିନି ଜଣ ଲୋକ ଅତିକ୍ ଓ ଆଶ୍ରାଫଙ୍କ ଉପରକୁ ଗୁଳି ଚଳାଇଥିଲେ। ପୋଲିସ ସେମାନଙ୍କୁ ଗିରଫ କରିଛି। ଅତିକ୍ ଓ ତାଙ୍କ ଭାଇଙ୍କୁ ଗୁଳି ଚଳାଇବା ପରେ ସେମାନେ ସରେଣ୍ଡର କରିଥିଲେ। ତେବେ ସେମାନଙ୍କ ପରିଚୟ ଜଣାପଡ଼ିନାହିଁ । ଉମେଶ ପାଲ ହତ୍ୟା ମାମଲାରେ ଅତିକ୍ ଏବଂ ଆଶ୍ରାଫ୍ ପୋଲିସ୍ ହେପାଜତରେ ଥିଲେ।

ତେବେ ଏହି ହତ୍ୟାକାଣ୍ଡ ପରେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୩ ଜଣିଆ ବିଚାର ବିଭାଗୟୀ କମିଶନ ମଧ୍ୟ ଗଠନ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଉତ୍ତର ପ୍ରଦେଶରେ ୧୪୪ ଧାରା ଲାଗୁ କରାଯାଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ସେହିପରି ୟୁପିର ସମସ୍ତ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ପୋଲିସ ଉପସ୍ଥିତିରେ ଏଭଳି ହତ୍ୟାକାଣ୍ଡ ପୋଲିସର ଚରମ ଅବହେଳାକୁ ସ୍ପଷ୍ଟ କରିଛି । ଗତ ୧୩ ତାରିଖରେ ଅତିକର ପୁଅକୁ ଏନକାଉଣ୍ଟର କରି ହତ୍ୟା କରାଯାଇଥିଲା । ଅତିକ ଅହମ୍ମଦର ସ୍ତ୍ରୀ ଏବେ ବି ଫେରାର ଅଛନ୍ତି । ଅତିକ ଅହମ୍ମଦ ରାଜନେତାରୁ ଗ୍ୟାଙ୍ଗଷ୍ଟାର ପାଲଟିଥିଲା । ଗତ ୪୦ ବର୍ଷ ହେଲା ଅପରାଧ ଦୁନିଆରେ ରାଜ କରୁଥିଲା ଅତିକ । କିନ୍ତୁ ପୋଲିସ ହେପାଜତରେ ଥାଇ ବି କିପରି ଅତିକକୁ ହତ୍ୟା କରାଗଲା ତାକୁ ନେଇ ପୋଲିସ ପ୍ରଶାସନ ଉପରେ ସନ୍ଦେହ ସୃଷ୍ଟି କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର