ହରିୟାଣା ଓ ଜମ୍ମୁ କାଶ୍ମୀରରେ କିଏ ଗଢ଼ିବ ସରକାର; ଛାଲିଛି ଭୋଟ ଗଣତି, ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗରେ କଂଗ୍ରେସ

The Sakala Picture
Published On

ନୂଆଦିଲ୍ଲୀ: ଛାଲିଛି ଭୋଟ ଗଣତି । ହରିୟାଣା ଓ ଜମ୍ମୁ କାଶ୍ମୀରରେ କିଏ ଗଢ଼ିବ ସରକାର । ତାକୁ ନେଇ ଚାଲିଛି କଳ୍ପନା ଜଳ୍ପନା । ପ୍ରାରମ୍ଭିକ ଟ୍ରେଣ୍ଡରେ ଉଭୟ ଦୁଇ ରାଜ୍ୟରେ କଂଗ୍ରେସ ଆଗୁଆ ଥିବାବେଳେ ପଛରେ ପଡିଯାଇଛି ବିଜେପି । ପ୍ରାରମ୍ଭିକ ଟ୍ରେଣ୍ଡରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୁପେନ୍ଦ୍ର ସିଂହ ହୁଡ୍ଡା ଆଗରେ । ହରିୟାଣାରେ ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ଆଗୁଆ । କଡ଼ା ସୁରକ୍ଷାରେ ଆରମ୍ଭ ହୋଇଛି ଭୋଟ […]

ନୂଆଦିଲ୍ଲୀ: ଛାଲିଛି ଭୋଟ ଗଣତି । ହରିୟାଣା ଓ ଜମ୍ମୁ କାଶ୍ମୀରରେ କିଏ ଗଢ଼ିବ ସରକାର । ତାକୁ ନେଇ ଚାଲିଛି କଳ୍ପନା ଜଳ୍ପନା । ପ୍ରାରମ୍ଭିକ ଟ୍ରେଣ୍ଡରେ ଉଭୟ ଦୁଇ ରାଜ୍ୟରେ କଂଗ୍ରେସ ଆଗୁଆ ଥିବାବେଳେ ପଛରେ ପଡିଯାଇଛି ବିଜେପି । ପ୍ରାରମ୍ଭିକ ଟ୍ରେଣ୍ଡରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୁପେନ୍ଦ୍ର ସିଂହ ହୁଡ୍ଡା ଆଗରେ । ହରିୟାଣାରେ ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ଆଗୁଆ ।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ବିମାନ ଦୁର୍ଘଟଣା: ପାହାଡ଼ ସହ ପିଟିହେଲା ଘରୋଇ ବିମାନ, ପାଇଲଟ୍ ଓ କୋ-ପାଇଲଟଙ୍କ ମୃତ୍ୟୁ ଆଶଙ୍କା

କଡ଼ା ସୁରକ୍ଷାରେ ଆରମ୍ଭ ହୋଇଛି ଭୋଟ ଗଣତି । ସକାଳ ୮ଟାରୁ ଉଭୟ ରାଜ୍ୟରେ ଆରମ୍ଭ ହୋଇଛି କାଉଣ୍ଟିଂ । ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହେଉଥିବାବେଳେ ପରେ ଇଭିଏମ ଗଣତି ଆରମ୍ଭ କରାଯିବ । ୨୦୧୯ରେ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁକଶ୍ମୀରରେ ନିର୍ବାଚନ ହେଉଥିବା ବେଳେ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ୯୦ ଆସନ ବିଶିଷ୍ଟ ହରିଆଣା ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୪୬ ଥିବା ବେଳେ ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ଏଗଜିଟ୍ ପୋଲରେ କଂଗ୍ରେସ ସରକାର ଗଢିବା ନେଇ ଆକଳନ କରାଯାଇଛି।

ଆହୁରି ପଢ଼ନ୍ତୁ: ଇରାନରେ ଏହି ୮ ମହିଳାଙ୍କ ଫାଶୀ ଦଣ୍ଡାଦେଶକୁ ରୋକିବାକୁ ଟ୍ରମ୍ପଙ୍କ ଅପିଲ: ଜାଣନ୍ତୁ କିଏ ଏହି ମହିଳା...

ସେପଟେ ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ନ୍ୟାସନାଲ କନ୍ ଫରେନ୍ସ ମେଣ୍ଟ ଆଗରେ ରହିବା ନେଇ ଏଗଜିଟ୍ ପୋଲରେ ଆକଳନ କରାଯାଇଛି । ଜମ୍ମୁ କଶ୍ମୀରର ୯୦ ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୪୬ ଥିବାବେଳେ ମେହବୁବା ମୁଫତିଙ୍କ ପିଡିପି କିଙ୍ଗମେକର ହେବ ବୋଲି ଆକଳନ କରାଯାଉଛି । ତେବେ ଏଗଜିଟ୍ ପୋଲ କେତେ ଏକଜାକ୍ଟ ହେବ ଗଣତି ଓ ଫଳାଫଳ ପରେ ଜଣାପଡ଼ିବ । ଅକ୍ଟୋବର ୫ ତାରିଖରେ ହରିୟାଣାରେ ଗୋଟିଏ ପର୍ୟ୍ୟାୟରେ ଭୋଟ ଗ୍ରହଣ ହୋଇଥିଲା । ଜମ୍ମୁ-କଶ୍ମୀରରେ ସେପ୍ଟେମ୍ବର ୧୮, ସେପଟେମ୍ବର ୨୫ ଓ ଅକ୍ଟୋବର ୧ରେ ୩ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଥିଲା ।

ଆହୁରି ପଢ଼ନ୍ତୁ: ବାଂଲାଦେଶରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ସାରା ଦେଶରେ ହାଇ ଆଲର୍ଟ ଜାରି

08 Oct 2024 By The Sakala

ହରିୟାଣା ଓ ଜମ୍ମୁ କାଶ୍ମୀରରେ କିଏ ଗଢ଼ିବ ସରକାର; ଛାଲିଛି ଭୋଟ ଗଣତି, ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗରେ କଂଗ୍ରେସ

ନୂଆଦିଲ୍ଲୀ: ଛାଲିଛି ଭୋଟ ଗଣତି । ହରିୟାଣା ଓ ଜମ୍ମୁ କାଶ୍ମୀରରେ କିଏ ଗଢ଼ିବ ସରକାର । ତାକୁ ନେଇ ଚାଲିଛି କଳ୍ପନା ଜଳ୍ପନା । ପ୍ରାରମ୍ଭିକ ଟ୍ରେଣ୍ଡରେ ଉଭୟ ଦୁଇ ରାଜ୍ୟରେ କଂଗ୍ରେସ ଆଗୁଆ ଥିବାବେଳେ ପଛରେ ପଡିଯାଇଛି ବିଜେପି । ପ୍ରାରମ୍ଭିକ ଟ୍ରେଣ୍ଡରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୁପେନ୍ଦ୍ର ସିଂହ ହୁଡ୍ଡା ଆଗରେ । ହରିୟାଣାରେ ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ଆଗୁଆ ।

କଡ଼ା ସୁରକ୍ଷାରେ ଆରମ୍ଭ ହୋଇଛି ଭୋଟ ଗଣତି । ସକାଳ ୮ଟାରୁ ଉଭୟ ରାଜ୍ୟରେ ଆରମ୍ଭ ହୋଇଛି କାଉଣ୍ଟିଂ । ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହେଉଥିବାବେଳେ ପରେ ଇଭିଏମ ଗଣତି ଆରମ୍ଭ କରାଯିବ । ୨୦୧୯ରେ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁକଶ୍ମୀରରେ ନିର୍ବାଚନ ହେଉଥିବା ବେଳେ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ୯୦ ଆସନ ବିଶିଷ୍ଟ ହରିଆଣା ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୪୬ ଥିବା ବେଳେ ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ଏଗଜିଟ୍ ପୋଲରେ କଂଗ୍ରେସ ସରକାର ଗଢିବା ନେଇ ଆକଳନ କରାଯାଇଛି।

ସେପଟେ ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ନ୍ୟାସନାଲ କନ୍ ଫରେନ୍ସ ମେଣ୍ଟ ଆଗରେ ରହିବା ନେଇ ଏଗଜିଟ୍ ପୋଲରେ ଆକଳନ କରାଯାଇଛି । ଜମ୍ମୁ କଶ୍ମୀରର ୯୦ ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୪୬ ଥିବାବେଳେ ମେହବୁବା ମୁଫତିଙ୍କ ପିଡିପି କିଙ୍ଗମେକର ହେବ ବୋଲି ଆକଳନ କରାଯାଉଛି । ତେବେ ଏଗଜିଟ୍ ପୋଲ କେତେ ଏକଜାକ୍ଟ ହେବ ଗଣତି ଓ ଫଳାଫଳ ପରେ ଜଣାପଡ଼ିବ । ଅକ୍ଟୋବର ୫ ତାରିଖରେ ହରିୟାଣାରେ ଗୋଟିଏ ପର୍ୟ୍ୟାୟରେ ଭୋଟ ଗ୍ରହଣ ହୋଇଥିଲା । ଜମ୍ମୁ-କଶ୍ମୀରରେ ସେପ୍ଟେମ୍ବର ୧୮, ସେପଟେମ୍ବର ୨୫ ଓ ଅକ୍ଟୋବର ୧ରେ ୩ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର