ପଞ୍ଜାବରେ କେଜ୍ରିୱାଲଙ୍କ ନିର୍ବାଚନୀ ପ୍ରତିଶ୍ରୁତି: ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ସହ ପୁରୁଣା ବିଦ୍ୟୁତ୍ ବିଲ୍ ଛାଡ

The Sakala Picture
Published On

ଚଣ୍ଡୀଗଡ଼: ପଞ୍ଜାବରେ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଆମ ଆଦମି ପାର୍ଟି ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି । ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଜାବବାସୀଙ୍କୁ  ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି। ଦିଲ୍ଲୀ ପରେ ପଞ୍ଜାବରେ ମଧ୍ୟ ମାଗଣା ବିଜୁଳି ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି କେଜ୍ରିୱାଲ । ପଞ୍ଜାବରେ ଆମ ଆଦମି ପାର୍ଟି ସରକାର ଗଢ଼ିଲେ ପ୍ରତି ପରିବାରକୁ ୩୦୦ ୟୁନିଟ୍ ମାଗଣା ପ୍ରଦାନ କରାଯିବ ବୋଲି କହିଛନନ୍ତି କେଜ୍ରିୱାଲ । […]

ଚଣ୍ଡୀଗଡ଼: ପଞ୍ଜାବରେ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଆମ ଆଦମି ପାର୍ଟି ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି । ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଜାବବାସୀଙ୍କୁ  ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି। ଦିଲ୍ଲୀ ପରେ ପଞ୍ଜାବରେ ମଧ୍ୟ ମାଗଣା ବିଜୁଳି ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି କେଜ୍ରିୱାଲ ।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା: ବିବାହର ୪ ମାସ ନ ପୂରୁଣୁ କମ୍ବଳରେ ମୁହଁ ଚାପି ମାରିଦେଲା

ପଞ୍ଜାବରେ ଆମ ଆଦମି ପାର୍ଟି ସରକାର ଗଢ଼ିଲେ ପ୍ରତି ପରିବାରକୁ ୩୦୦ ୟୁନିଟ୍ ମାଗଣା ପ୍ରଦାନ କରାଯିବ ବୋଲି କହିଛନନ୍ତି କେଜ୍ରିୱାଲ । ୩୦୦ ୟୁନିଟ୍ ମାଗଣା ଦିଆଗଲେ ପାଖାପାଖି ୮୦ ପ୍ରତିଶତ ଲୋକଙ୍କ ବିଜୁଳି ବିଲ୍ ଶୂନ୍ୟ ହୋଇଯିବ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପ୍ ସରକାର କ୍ଷମତାକୁ ଆସିଲେ ୨୪ ଘଣ୍ଟା ବିଜୁଳି ଯୋଗାଣ କରାଯିବ, କିନ୍ତୁ ବିଲ୍ ଆସିବ ନାହିଁ । ଏହାସହ ପୁରୁଣା ସମସ୍ତ ବିଜୁଳି ବିଲ୍ ମଧ୍ୟ ଛାଡ଼୍ କରିଦିଆଯିବ। ଦିଲ୍ଲୀ ପରି ପଞ୍ଜାବରେ ମଧ୍ୟ ୨୪ ଘଣ୍ଟା ବିଜୁଳି ଯୋଗାଣ କରାଯିବ ବୋଲି କେଜ୍ରିୱାଲ ପ୍ରତିଶ୍ରୁତି  ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରାଜଗଡ଼ରେ ଲୋମହର୍ଷଣକାରୀ ଘଟଣା: ବୃଦ୍ଧା ଜେଜେମା’ଙ୍କୁ ଦୁଷ୍କର୍ମ ପରେ ନାତିର ବର୍ବର କାଣ୍ଡ, ନାକ ଓ ଜିଭ କାଟି କଲା ହତ୍ୟା

29 Jun 2021 By The Sakala

ପଞ୍ଜାବରେ କେଜ୍ରିୱାଲଙ୍କ ନିର୍ବାଚନୀ ପ୍ରତିଶ୍ରୁତି: ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ସହ ପୁରୁଣା ବିଦ୍ୟୁତ୍ ବିଲ୍ ଛାଡ

ଚଣ୍ଡୀଗଡ଼: ପଞ୍ଜାବରେ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଆମ ଆଦମି ପାର୍ଟି ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି । ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଜାବବାସୀଙ୍କୁ  ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି। ଦିଲ୍ଲୀ ପରେ ପଞ୍ଜାବରେ ମଧ୍ୟ ମାଗଣା ବିଜୁଳି ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି କେଜ୍ରିୱାଲ ।

ପଞ୍ଜାବରେ ଆମ ଆଦମି ପାର୍ଟି ସରକାର ଗଢ଼ିଲେ ପ୍ରତି ପରିବାରକୁ ୩୦୦ ୟୁନିଟ୍ ମାଗଣା ପ୍ରଦାନ କରାଯିବ ବୋଲି କହିଛନନ୍ତି କେଜ୍ରିୱାଲ । ୩୦୦ ୟୁନିଟ୍ ମାଗଣା ଦିଆଗଲେ ପାଖାପାଖି ୮୦ ପ୍ରତିଶତ ଲୋକଙ୍କ ବିଜୁଳି ବିଲ୍ ଶୂନ୍ୟ ହୋଇଯିବ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପ୍ ସରକାର କ୍ଷମତାକୁ ଆସିଲେ ୨୪ ଘଣ୍ଟା ବିଜୁଳି ଯୋଗାଣ କରାଯିବ, କିନ୍ତୁ ବିଲ୍ ଆସିବ ନାହିଁ । ଏହାସହ ପୁରୁଣା ସମସ୍ତ ବିଜୁଳି ବିଲ୍ ମଧ୍ୟ ଛାଡ଼୍ କରିଦିଆଯିବ। ଦିଲ୍ଲୀ ପରି ପଞ୍ଜାବରେ ମଧ୍ୟ ୨୪ ଘଣ୍ଟା ବିଜୁଳି ଯୋଗାଣ କରାଯିବ ବୋଲି କେଜ୍ରିୱାଲ ପ୍ରତିଶ୍ରୁତି  ଦେଇଛନ୍ତି ।

https://www.thesakala.in/national-international/arvind-kejriwal-punjab-visit-live-updates-free-electricity-for-punjab/article-3329
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର