ତିହାର ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ମିଳିଲା ଇନସୁଲିନ

The Sakala Picture
Published On

ନୂଆଦିଲ୍ଲୀ : ଦିଲ୍ଲୀ ମଦନୀତି ମାମଲରେ ତିହାର ଜେଲରେ ବନ୍ଦୀ ଜୀବନ ବିତାଉଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଜେଲରେ ଇନସୁଲିନ ମିଳିଥିବା ଜଣାପଡ଼ିଛି। ଦୀର୍ଘ ଦିନ ଧରି ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସେ ଇନସୁଲିନ ପାଇଁ ଦାବି କରି ଆସୁଥିଲେ ଯାହା ଏବେ ତାଙ୍କୁ ଦିଆଯାଇଛି । ସୂଚନା ଅନୁଯାୟୀ, ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସୁଗାର ଲେବଲ୍ ଲଗାତାର ହାଇ ରହୁଥିଲା , ଯାହାକି ୩୨୦ ଯାଏଁ ପହଞ୍ଚି ଯାଇଥିଲା ।  ଯେଉଁଥିପାଇଁ ସେ ନିଜେ […]

ନୂଆଦିଲ୍ଲୀ : ଦିଲ୍ଲୀ ମଦନୀତି ମାମଲରେ ତିହାର ଜେଲରେ ବନ୍ଦୀ ଜୀବନ ବିତାଉଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଜେଲରେ ଇନସୁଲିନ ମିଳିଥିବା ଜଣାପଡ଼ିଛି। ଦୀର୍ଘ ଦିନ ଧରି ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସେ ଇନସୁଲିନ ପାଇଁ ଦାବି କରି ଆସୁଥିଲେ ଯାହା ଏବେ ତାଙ୍କୁ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ସୂଚନା ଅନୁଯାୟୀ, ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସୁଗାର ଲେବଲ୍ ଲଗାତାର ହାଇ ରହୁଥିଲା , ଯାହାକି ୩୨୦ ଯାଏଁ ପହଞ୍ଚି ଯାଇଥିଲା ।  ଯେଉଁଥିପାଇଁ ସେ ନିଜେ ତିହାର ଜେଲର ଅଧିକ୍ଷକଙ୍କୁ ଚିଠି ଲେଖି ଇନସୁଲିନ୍ ମାଗିଥିଲେ ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର