ଘନ କୁହୁଡି ପାଇଁ ଦିଲ୍ଲୀରେ ବିମାନ ଚଳାଚଳ ପ୍ରଭାବିତ

The Sakala Picture
Published On

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଘନ କୁହୁଡି ଯୋଗୁଁ ପ୍ରଭାବିତ ହୋଇଛି ବିମାନ ଚଳାଚଳ। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅନେକ ବିମାନର ସମୟ ପରିବର୍ତ୍ତନ କରାଯାଇଛି। ସମୁଦାୟ ୧୧ ଟି ଆନ୍ତର୍ଜାତୀୟ ବିମାନ ଏବଂ ୫ଟି ଜାତୀୟ ବିମାନର ସମୟ ପରିବର୍ତ୍ତନ କରାଯାଇଛି।ସେହିପରି ୧୨ରୁ ଅଧିକ ଟ୍ରେନ୍‌ ବିଳମ୍ବରେ ଦିଲ୍ଲୀ ପହଞ୍ଚିଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ପାଲାମରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ସେଲସିୟସରେ ରେକର୍ଡ ହୋଇଥିବାବେଳେ ସଫଦରଜଙ୍ଗରେ ଏହା ୧୨.୨ ଡିଗ୍ରୀ ସେଲସିୟସ […]

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଘନ କୁହୁଡି ଯୋଗୁଁ ପ୍ରଭାବିତ ହୋଇଛି ବିମାନ ଚଳାଚଳ। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅନେକ ବିମାନର ସମୟ ପରିବର୍ତ୍ତନ କରାଯାଇଛି। ସମୁଦାୟ ୧୧ ଟି ଆନ୍ତର୍ଜାତୀୟ ବିମାନ ଏବଂ ୫ଟି ଜାତୀୟ ବିମାନର ସମୟ ପରିବର୍ତ୍ତନ କରାଯାଇଛି।ସେହିପରି ୧୨ରୁ ଅଧିକ ଟ୍ରେନ୍‌ ବିଳମ୍ବରେ ଦିଲ୍ଲୀ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ସରି ବାପା-ମା', ଆଉ ଥରେ ନିଟ୍ (NEET) ଦେବାକୁ ସାହସ ନାହିଁ: ପେପର ଲିକ୍ ବିବାଦ ମଧ୍ୟରେ ଛାତ୍ରୀଙ୍କ ଆତ୍ମହତ୍ୟା

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ପାଲାମରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ସେଲସିୟସରେ ରେକର୍ଡ ହୋଇଥିବାବେଳେ ସଫଦରଜଙ୍ଗରେ ଏହା ୧୨.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଶନିବାର ସକାଳେ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି। ଯେଉଁଥିପାଇଁ ଦିଲ୍ଲୀର ଅନେକ ଅଞ୍ଚଳରେ ଅତ୍ୟଧିକ ଥଣ୍ଡା ରେକର୍ଡ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: 'ଆପଣ ଗୁଗଲରେ ଅଶ୍ଳୀଳ ଭିଡିଓ ଦେଖିଛନ୍ତି...': କ୍ରାଇମବ୍ରାଞ୍ଚ ଅଫିସର ପରିଚୟ ଦେଇ ମହିଳାଙ୍କଠାରୁ ୪.୫୦ ଲକ୍ଷ ଟଙ୍କାର ସାଇବର ଠକେଇ

23 Dec 2023 By The Sakala

ଘନ କୁହୁଡି ପାଇଁ ଦିଲ୍ଲୀରେ ବିମାନ ଚଳାଚଳ ପ୍ରଭାବିତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଘନ କୁହୁଡି ଯୋଗୁଁ ପ୍ରଭାବିତ ହୋଇଛି ବିମାନ ଚଳାଚଳ। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅନେକ ବିମାନର ସମୟ ପରିବର୍ତ୍ତନ କରାଯାଇଛି। ସମୁଦାୟ ୧୧ ଟି ଆନ୍ତର୍ଜାତୀୟ ବିମାନ ଏବଂ ୫ଟି ଜାତୀୟ ବିମାନର ସମୟ ପରିବର୍ତ୍ତନ କରାଯାଇଛି।ସେହିପରି ୧୨ରୁ ଅଧିକ ଟ୍ରେନ୍‌ ବିଳମ୍ବରେ ଦିଲ୍ଲୀ ପହଞ୍ଚିଛି।

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ପାଲାମରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ସେଲସିୟସରେ ରେକର୍ଡ ହୋଇଥିବାବେଳେ ସଫଦରଜଙ୍ଗରେ ଏହା ୧୨.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଶନିବାର ସକାଳେ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି। ଯେଉଁଥିପାଇଁ ଦିଲ୍ଲୀର ଅନେକ ଅଞ୍ଚଳରେ ଅତ୍ୟଧିକ ଥଣ୍ଡା ରେକର୍ଡ କରାଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର