ମାଇକ୍ରୋସଫ୍ଟରେ ଯୋଗଦେବେ ଓପନ୍‌ଏଆଇରୁ ବହିଷ୍କୃତ ସାମ ଅଲ୍‌ଟମ୍ୟାନ୍

The Sakala Picture
Published On

ନୂଆଦିଲ୍ଲୀ: କିଛିଦିନ ତଳେ କମ୍ପାନୀରୁ ବହିଷ୍କାର କରାଯାଇଥିବା ଚାଟଜିପିଟ ଓପନ୍‌ଏଆଇର ସିଇଓ ସାମ ଅଲ୍‌ଟମ୍ୟାନଙ୍କୁ ମିଳିଛି ନୂଆ ଚାକିରି । ସାମ ଅଲ୍‌ଟମ୍ୟାନ୍ ଏବେ ମାଇକ୍ରୋସ୍ପପ୍ଟରେ ଯୋଗଦେବେ ।  ଏ ନେଇ  ମାଇକ୍ରୋସଫ୍ଟ ସିଇଓ ସତ୍ୟା ନଦେଲା ‘ଏକ୍ସ’ରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି । ଅଲ୍‌ଟମ୍ୟାନଙ୍କ ସହ ଇସ୍ତଫା ଦେଇଥିବା କମ୍ପାନୀର କୋ ଫାଉଣ୍ଡର ଗ୍ରେଗ ବ୍ରୋକମ୍ୟାନ ମଧ୍ୟ ମାଇକ୍ରୋସଫ୍ଟରେ ଜଏନ କରିବେ । ଉଭୟେ କମ୍ପାନୀର ଏକ ନୂଆ ଆଡଭାନ୍ସ ଏଆଇ ରିସର୍ଚ୍ଚ […]

ନୂଆଦିଲ୍ଲୀ: କିଛିଦିନ ତଳେ କମ୍ପାନୀରୁ ବହିଷ୍କାର କରାଯାଇଥିବା ଚାଟଜିପିଟ ଓପନ୍‌ଏଆଇର ସିଇଓ ସାମ ଅଲ୍‌ଟମ୍ୟାନଙ୍କୁ ମିଳିଛି ନୂଆ ଚାକିରି । ସାମ ଅଲ୍‌ଟମ୍ୟାନ୍ ଏବେ ମାଇକ୍ରୋସ୍ପପ୍ଟରେ ଯୋଗଦେବେ ।  ଏ ନେଇ  ମାଇକ୍ରୋସଫ୍ଟ ସିଇଓ ସତ୍ୟା ନଦେଲା ‘ଏକ୍ସ’ରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି । ଅଲ୍‌ଟମ୍ୟାନଙ୍କ ସହ ଇସ୍ତଫା ଦେଇଥିବା କମ୍ପାନୀର କୋ ଫାଉଣ୍ଡର ଗ୍ରେଗ ବ୍ରୋକମ୍ୟାନ ମଧ୍ୟ ମାଇକ୍ରୋସଫ୍ଟରେ ଜଏନ କରିବେ । ଉଭୟେ କମ୍ପାନୀର ଏକ ନୂଆ ଆଡଭାନ୍ସ ଏଆଇ ରିସର୍ଚ୍ଚ ଟିମରେ କାମ କରିବେ ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ଓପନ ଏଆଇର ବୋର୍ଡ ଅଫ ଡାଇରେକ୍ଟର୍ସ ନଭେମ୍ବର ୧୭ ତାରିଖରେ ସିଇଓ ସାମ ଅଲ୍‌ଟମ୍ୟାନଙ୍କୁ ପଦରୁ ବହିଷ୍କାର କରିଥିଲେ । କମ୍ପାନୀ ପକ୍ଷରୁ ଶୁକ୍ରବାର ଜାରି ଏକ ବୟାନରେ କୁହାଯାଇଥିଲା, ଓପନ ଏଆଇର ନେତୃତ୍ୱ ନେବାରେ ତାଙ୍କର କ୍ଷମତା ଉପରେ ବୋର୍ଡ ଆଉ ଭରସା କରିପାରୁନି । ସାମ ଅଲ୍‌ଟମ୍ୟାନଙ୍କୁ ବହିଷ୍କାର କରିବା ପରେ ଓପେନ ଏଆଇର କୋ-ଫାଉଣ୍ଡର ତଥା ପ୍ରେସିଡେଣ୍ଟ ଗ୍ରେଗ ବ୍ରୋକମ୍ୟାନ ମଧ୍ୟ ଇସ୍ତଫା ଦେଇଥିଲେ । ଏପରିକି ଅଲ୍ଟମନଙ୍କ ଇସ୍ତଫା ପରେ ପରେ ୩ ଜଣ ବରିଷ୍ଠ ରିସର୍ଚ୍ଚର ଜେକବ ପଞ୍ଚାଂଗୀ, ଅଲେକଜାଣ୍ଡର ମ୍ୟେଣ୍ଡ୍ରି ଏବଂ ସିଜଗନ ସିଦୋର ମଧ୍ୟ ଇସ୍ତଫା ଦେଇଥିଲେ।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା: ବିବାହର ୪ ମାସ ନ ପୂରୁଣୁ କମ୍ବଳରେ ମୁହଁ ଚାପି ମାରିଦେଲା

20 Nov 2023 By The Sakala

ମାଇକ୍ରୋସଫ୍ଟରେ ଯୋଗଦେବେ ଓପନ୍‌ଏଆଇରୁ ବହିଷ୍କୃତ ସାମ ଅଲ୍‌ଟମ୍ୟାନ୍

ନୂଆଦିଲ୍ଲୀ: କିଛିଦିନ ତଳେ କମ୍ପାନୀରୁ ବହିଷ୍କାର କରାଯାଇଥିବା ଚାଟଜିପିଟ ଓପନ୍‌ଏଆଇର ସିଇଓ ସାମ ଅଲ୍‌ଟମ୍ୟାନଙ୍କୁ ମିଳିଛି ନୂଆ ଚାକିରି । ସାମ ଅଲ୍‌ଟମ୍ୟାନ୍ ଏବେ ମାଇକ୍ରୋସ୍ପପ୍ଟରେ ଯୋଗଦେବେ ।  ଏ ନେଇ  ମାଇକ୍ରୋସଫ୍ଟ ସିଇଓ ସତ୍ୟା ନଦେଲା ‘ଏକ୍ସ’ରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି । ଅଲ୍‌ଟମ୍ୟାନଙ୍କ ସହ ଇସ୍ତଫା ଦେଇଥିବା କମ୍ପାନୀର କୋ ଫାଉଣ୍ଡର ଗ୍ରେଗ ବ୍ରୋକମ୍ୟାନ ମଧ୍ୟ ମାଇକ୍ରୋସଫ୍ଟରେ ଜଏନ କରିବେ । ଉଭୟେ କମ୍ପାନୀର ଏକ ନୂଆ ଆଡଭାନ୍ସ ଏଆଇ ରିସର୍ଚ୍ଚ ଟିମରେ କାମ କରିବେ ।

ଓପନ ଏଆଇର ବୋର୍ଡ ଅଫ ଡାଇରେକ୍ଟର୍ସ ନଭେମ୍ବର ୧୭ ତାରିଖରେ ସିଇଓ ସାମ ଅଲ୍‌ଟମ୍ୟାନଙ୍କୁ ପଦରୁ ବହିଷ୍କାର କରିଥିଲେ । କମ୍ପାନୀ ପକ୍ଷରୁ ଶୁକ୍ରବାର ଜାରି ଏକ ବୟାନରେ କୁହାଯାଇଥିଲା, ଓପନ ଏଆଇର ନେତୃତ୍ୱ ନେବାରେ ତାଙ୍କର କ୍ଷମତା ଉପରେ ବୋର୍ଡ ଆଉ ଭରସା କରିପାରୁନି । ସାମ ଅଲ୍‌ଟମ୍ୟାନଙ୍କୁ ବହିଷ୍କାର କରିବା ପରେ ଓପେନ ଏଆଇର କୋ-ଫାଉଣ୍ଡର ତଥା ପ୍ରେସିଡେଣ୍ଟ ଗ୍ରେଗ ବ୍ରୋକମ୍ୟାନ ମଧ୍ୟ ଇସ୍ତଫା ଦେଇଥିଲେ । ଏପରିକି ଅଲ୍ଟମନଙ୍କ ଇସ୍ତଫା ପରେ ପରେ ୩ ଜଣ ବରିଷ୍ଠ ରିସର୍ଚ୍ଚର ଜେକବ ପଞ୍ଚାଂଗୀ, ଅଲେକଜାଣ୍ଡର ମ୍ୟେଣ୍ଡ୍ରି ଏବଂ ସିଜଗନ ସିଦୋର ମଧ୍ୟ ଇସ୍ତଫା ଦେଇଥିଲେ।

https://www.thesakala.in/national-international/sam-altman-greg-brockman-to-join-microsoft-to-lead-advanced-ai-research-team-satya-nadella/article-27492
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର