ପୃଥିବୀ ଚାରିପଟେ ତୃତୀୟ କକ୍ଷପଥ ପରିବର୍ତ୍ତନ କରି ସଫଳତାର ସହ ଚତୁର୍ଥ କକ୍ଷପଥରେ ପ୍ରବେଶ କଲା ଆଦିତ୍ୟ L1

The Sakala Picture
Published On

ନୂଆଦିଲ୍ଲୀ: ସୂର୍ଯ୍ୟ ମିଶନକୁ ନେଇ ଆଉ ପାଦେ ଆଗେଇଲା ଇସ୍ରୋର ମହାକାଶଯାନ ଆଦିତ୍ୟ L1 । ପୃଥିବୀ ଚାରିପଟେ ତୃତୀୟ କକ୍ଷପଥ ପରିବର୍ତ୍ତନ କରି ଚତୁର୍ଥ କକ୍ଷପଥରେ ପ୍ରବେଶ କଲା ଆଦିତ୍ୟ L1 । ଶନିବାର ରାତି ସାଢେ ୨ଟାରେ ତୃତୀୟ କକ୍ଷପକ୍ଷ ଅତିକ୍ରମ କରିଛି । ଏବେ ଚତୁର୍ଥ କକ୍ଷପଥରେ ପ୍ରବେଶ କରିଛି ସ୍ପେସକ୍ରାଫ୍ଟ L1 । ଏନେଇ ଟୁଇଟ କରି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆସନ୍ତା ସେପ୍ଟେମ୍ବର ୧୫ ତାରିଖ […]

ନୂଆଦିଲ୍ଲୀ: ସୂର୍ଯ୍ୟ ମିଶନକୁ ନେଇ ଆଉ ପାଦେ ଆଗେଇଲା ଇସ୍ରୋର ମହାକାଶଯାନ ଆଦିତ୍ୟ L1 । ପୃଥିବୀ ଚାରିପଟେ ତୃତୀୟ କକ୍ଷପଥ ପରିବର୍ତ୍ତନ କରି ଚତୁର୍ଥ କକ୍ଷପଥରେ ପ୍ରବେଶ କଲା ଆଦିତ୍ୟ L1 । ଶନିବାର ରାତି ସାଢେ ୨ଟାରେ ତୃତୀୟ କକ୍ଷପକ୍ଷ ଅତିକ୍ରମ କରିଛି । ଏବେ ଚତୁର୍ଥ କକ୍ଷପଥରେ ପ୍ରବେଶ କରିଛି ସ୍ପେସକ୍ରାଫ୍ଟ L1 । ଏନେଇ ଟୁଇଟ କରି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ୨ଟାରେ ଚତୁର୍ଥ କକ୍ଷପକ୍ଷ ପରିବର୍ତ୍ତନ କରିବା ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ପୃଥୀବିଠୁ ୨୯୬ରୁ ୭୧ ହଜାର ୭୭୬ କିଲୋମିଟର ଦୂରତାରେ ବୁଲୁଛି ଆଦିତ୍ୟ- ଏଲ୧ । ୫ମ କକ୍ଷପଥ ପୂରା କରିବା ପରେ ଏଲ୧ ପଏଣ୍ଟ ଆଡକୁ ଲମ୍ଫ ପ୍ରଦାନ କରିବ ସାଟେଲାଇଟ୍ ।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ସରକାରଙ୍କ ବଡ଼ ନିଷ୍ପତ୍ତି: ସିବିଆଇ ତଦନ୍ତ ପାଇଁ ମିଳିଲା ସମ୍ପୂର୍ଣ୍ଣ ଅନୁମତି

10 Sep 2023 By The Sakala

ପୃଥିବୀ ଚାରିପଟେ ତୃତୀୟ କକ୍ଷପଥ ପରିବର୍ତ୍ତନ କରି ସଫଳତାର ସହ ଚତୁର୍ଥ କକ୍ଷପଥରେ ପ୍ରବେଶ କଲା ଆଦିତ୍ୟ L1

ନୂଆଦିଲ୍ଲୀ: ସୂର୍ଯ୍ୟ ମିଶନକୁ ନେଇ ଆଉ ପାଦେ ଆଗେଇଲା ଇସ୍ରୋର ମହାକାଶଯାନ ଆଦିତ୍ୟ L1 । ପୃଥିବୀ ଚାରିପଟେ ତୃତୀୟ କକ୍ଷପଥ ପରିବର୍ତ୍ତନ କରି ଚତୁର୍ଥ କକ୍ଷପଥରେ ପ୍ରବେଶ କଲା ଆଦିତ୍ୟ L1 । ଶନିବାର ରାତି ସାଢେ ୨ଟାରେ ତୃତୀୟ କକ୍ଷପକ୍ଷ ଅତିକ୍ରମ କରିଛି । ଏବେ ଚତୁର୍ଥ କକ୍ଷପଥରେ ପ୍ରବେଶ କରିଛି ସ୍ପେସକ୍ରାଫ୍ଟ L1 । ଏନେଇ ଟୁଇଟ କରି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ୨ଟାରେ ଚତୁର୍ଥ କକ୍ଷପକ୍ଷ ପରିବର୍ତ୍ତନ କରିବା ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ପୃଥୀବିଠୁ ୨୯୬ରୁ ୭୧ ହଜାର ୭୭୬ କିଲୋମିଟର ଦୂରତାରେ ବୁଲୁଛି ଆଦିତ୍ୟ- ଏଲ୧ । ୫ମ କକ୍ଷପଥ ପୂରା କରିବା ପରେ ଏଲ୧ ପଏଣ୍ଟ ଆଡକୁ ଲମ୍ଫ ପ୍ରଦାନ କରିବ ସାଟେଲାଇଟ୍ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର