ଅଭିନେତା ସୋନୁ ସୁଦଙ୍କ ନାଁରେ ନକଲି ସଙ୍ଗଠନ ଦ୍ୱାରା ଆଦାୟ ହେଉଛି ଚାନ୍ଦା, ସତର୍କ ରହିବାକୁ ପରାମର୍ଶ ଦେଲେ ସୋନୁ

The Sakala Picture
Published On

ମୁମ୍ବଇ: କରୋନା ମହାମାରୀ ସମୟରେ ଅଭିନେତା ସୋନୁ ସୁଦଙ୍କ ନାଁ କୁ ଅପବ୍ୟବହାକ କରାଯାଉଥିବା ଖବର ସାମ୍ନାକୁ ଆସିଛି।  ତାଙ୍କ ନାଁକୁ ବ୍ୟବହାର କରି ନକଲି ସଙ୍ଗଠନ ଦ୍ୱାରା ଚାନ୍ଦା ଆଦାୟ କରାଯାଉଛି। ଏନେଇ ସୋନୁ ନିଜେ ଟ୍ବିଟ କରି ସୂଚନା ଦେବା ସହ ଲୋକଙ୍କୁ ସତର୍କ କରାଇଛନ୍ତି। 🛑 WARNING 🛑 pic.twitter.com/ADnycHK0f2 — sonu sood (@SonuSood) May 17, 2021 ଅଭିନେତା ସୋନୁ ଟ୍ବିଟ କରି କହିଛନ୍ତି ଯେ, ଏକ ସଙ୍ଗଠନ ତାଙ୍କ […]

ମୁମ୍ବଇ: କରୋନା ମହାମାରୀ ସମୟରେ ଅଭିନେତା ସୋନୁ ସୁଦଙ୍କ ନାଁ କୁ ଅପବ୍ୟବହାକ କରାଯାଉଥିବା ଖବର ସାମ୍ନାକୁ ଆସିଛି।  ତାଙ୍କ ନାଁକୁ ବ୍ୟବହାର କରି ନକଲି ସଙ୍ଗଠନ ଦ୍ୱାରା ଚାନ୍ଦା ଆଦାୟ କରାଯାଉଛି। ଏନେଇ ସୋନୁ ନିଜେ ଟ୍ବିଟ କରି ସୂଚନା ଦେବା ସହ ଲୋକଙ୍କୁ ସତର୍କ କରାଇଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ 'ଆତଙ୍କବାଦୀ' କହିଲେ ଖଡ଼ଗେ, ବିବାଦ ପରେ ଦେଲେ ସ୍ପଷ୍ଟୀକରଣ

ଅଭିନେତା ସୋନୁ ଟ୍ବିଟ କରି କହିଛନ୍ତି ଯେ, ଏକ ସଙ୍ଗଠନ ତାଙ୍କ ନାଁରେ ଚାନ୍ଦା ମାଗୁଛି, ଯାହା ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ଟ୍ୱିଟରରେ ସେ ଉକ୍ତ ନକଲି ସଙ୍ଗଠନ ସୋନୁ ସୁଦ୍ ଫାଉଣ୍ଡେସନର ଏକ ପୋଷ୍ଟର ଶେୟାର କରିଛନ୍ତି।  ସତର୍କ ରୁହନ୍ତୁ ଏବଂ ନିକଟସ୍ଥ ଥାନାରେ ଏନେଇ ଅଭିଯୋଗ କରନ୍ତୁ ବୋଲି ସୋନୁ କହିଛନ୍ତି। ଅଭିନେତା ପୋଷ୍ଟର ଓ ଫାଉଣ୍ଡେସନ ଉପରେ ନକଲି ବୋଲି ଛାପା ମଧ୍ୟ ମାରିଛନ୍ତି।

18 May 2021 By The Sakala

ଅଭିନେତା ସୋନୁ ସୁଦଙ୍କ ନାଁରେ ନକଲି ସଙ୍ଗଠନ ଦ୍ୱାରା ଆଦାୟ ହେଉଛି ଚାନ୍ଦା, ସତର୍କ ରହିବାକୁ ପରାମର୍ଶ ଦେଲେ ସୋନୁ

ମୁମ୍ବଇ: କରୋନା ମହାମାରୀ ସମୟରେ ଅଭିନେତା ସୋନୁ ସୁଦଙ୍କ ନାଁ କୁ ଅପବ୍ୟବହାକ କରାଯାଉଥିବା ଖବର ସାମ୍ନାକୁ ଆସିଛି।  ତାଙ୍କ ନାଁକୁ ବ୍ୟବହାର କରି ନକଲି ସଙ୍ଗଠନ ଦ୍ୱାରା ଚାନ୍ଦା ଆଦାୟ କରାଯାଉଛି। ଏନେଇ ସୋନୁ ନିଜେ ଟ୍ବିଟ କରି ସୂଚନା ଦେବା ସହ ଲୋକଙ୍କୁ ସତର୍କ କରାଇଛନ୍ତି।

ଅଭିନେତା ସୋନୁ ଟ୍ବିଟ କରି କହିଛନ୍ତି ଯେ, ଏକ ସଙ୍ଗଠନ ତାଙ୍କ ନାଁରେ ଚାନ୍ଦା ମାଗୁଛି, ଯାହା ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ଟ୍ୱିଟରରେ ସେ ଉକ୍ତ ନକଲି ସଙ୍ଗଠନ ସୋନୁ ସୁଦ୍ ଫାଉଣ୍ଡେସନର ଏକ ପୋଷ୍ଟର ଶେୟାର କରିଛନ୍ତି।  ସତର୍କ ରୁହନ୍ତୁ ଏବଂ ନିକଟସ୍ଥ ଥାନାରେ ଏନେଇ ଅଭିଯୋଗ କରନ୍ତୁ ବୋଲି ସୋନୁ କହିଛନ୍ତି। ଅଭିନେତା ପୋଷ୍ଟର ଓ ଫାଉଣ୍ଡେସନ ଉପରେ ନକଲି ବୋଲି ଛାପା ମଧ୍ୟ ମାରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର