୧୨୨ ବର୍ଷର ରେକର୍ଡ ଭାଙ୍ଗିଲା ଫେବୃଆରୀର ଗରମ, ଅସହ୍ୟ ହେବ ଚଳିତ ବର୍ଷର ତାତି

The Sakala Picture
Published On

ନୂଆଦିଲ୍ଲୀ: ଗତ ୧୨୨ ବର୍ଷରେ ଚଳିତ ବର୍ଷର ଫେବ୍ରୁଆରୀ ସବୁଠୁ ଗରମ ରହିଥିଲା । ଏ ନେଇ ଭାରତୀୟ ପାଣିପାଗ ବିଭାଗ ଏକ ରିପୋର୍ଟ ଜାରି କରିଛି। ଏହି ସମୟରେ ଦିନର ହାରାହାରି ତାପମାତ୍ରା ସାମାନ୍ୟ ଠାରୁ ୧.୭୩ ଡିଗ୍ରୀ ଅଧିକ ରହିଥିଲା । ବିଭାଗ ରିପୋର୍ଟ ଅନୁଯାୟୀ, ଏହା ପୂର୍ବରୁ ୧୯୦୧ ମସିହାରେ ଫେବ୍ରୁଆରୀରେ ହାରାହାରି ତାପମାତ୍ରା ସାମାନ୍ୟଠାରୁ ୦.୮୧ ଡିଗ୍ରୀ ଅଧିକ ରହିଥିଲା । ଆଇଏମଡି ପକ୍ଷରୁ କୁହାଯାଇଛି ଯେ, ଚଳିତ ଥର ଗରମ […]

ନୂଆଦିଲ୍ଲୀ: ଗତ ୧୨୨ ବର୍ଷରେ ଚଳିତ ବର୍ଷର ଫେବ୍ରୁଆରୀ ସବୁଠୁ ଗରମ ରହିଥିଲା । ଏ ନେଇ ଭାରତୀୟ ପାଣିପାଗ ବିଭାଗ ଏକ ରିପୋର୍ଟ ଜାରି କରିଛି। ଏହି ସମୟରେ ଦିନର ହାରାହାରି ତାପମାତ୍ରା ସାମାନ୍ୟ ଠାରୁ ୧.୭୩ ଡିଗ୍ରୀ ଅଧିକ ରହିଥିଲା । ବିଭାଗ ରିପୋର୍ଟ ଅନୁଯାୟୀ, ଏହା ପୂର୍ବରୁ ୧୯୦୧ ମସିହାରେ ଫେବ୍ରୁଆରୀରେ ହାରାହାରି ତାପମାତ୍ରା ସାମାନ୍ୟଠାରୁ ୦.୮୧ ଡିଗ୍ରୀ ଅଧିକ ରହିଥିଲା ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ଆଇଏମଡି ପକ୍ଷରୁ କୁହାଯାଇଛି ଯେ, ଚଳିତ ଥର ଗରମ ଅଧିକ ଅସହ୍ୟ କରାଇବ। ପାଣିପାଗ ବିଭାଗ ଅନୁସାରେ ଉତ୍ତର ପୂର୍ବ, ପୂର୍ବ ଏବଂ ମଧ୍ୟ ଭାରତ ସହ ଉତ୍ତର-ପଶ୍ଚିମ ଭାରତ ବିଭିନ୍ନ ସ୍ଥାନରେ ମାର୍ଚ୍ଚରୁ ମଇ ମାସ ଯାଏ ତାପମାତ୍ରା ହାରାହାରି ଠାରୁ ବହୁ ଅଧିକ ରହିବ । ଏହାସହ ଆସନ୍ତା ତିନି ମାସରେ ମଧ୍ୟ ଭାରତ ବିଭିନ୍ନ ସ୍ଥାନରେ ଏବଂ ଉତ୍ତର ପଶ୍ଚିମ ଭାରତରେ ହିଟ୍ ୱେଭର ପ୍ରକୋପ ଦେଖିବାକୁ ମିଳିବ ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର